ରାଜଧାନୀରେ ଯୌତୁକ ପାଇଁ ବଧୂହତ୍ୟା !

The Sakala Picture
Published On

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ବଧୂହତ୍ୟା ଅଭିଯୋଗ। ଏୟାରଫିଲ୍‌ଡ ଥାନା ଅରବିନ୍ଦ ନଗରରେ ଗତକାଲି ପ୍ରିୟଙ୍କା ମିଶ୍ରଙ୍କ ମୃତଦେହ ମିଳିବା ପରେ ବାପଘରଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି। ଜ୍ବାଇଁ ସୁରଜ ଦାସଙ୍କର ଅନ୍ୟ ଝିଅ ସହ ସମ୍ପର୍କ ଥିଲା। ଏହା ସହ ଶାଶୂ ଓ ଶ୍ବଶୁର ଅଧିକ ଯୌତୁକ ମାଗୁଥିଲେ। ବାପଘର ଟଙ୍କା ଦେଇ ନପାରିବାରୁ ମାରପିଟ କରୁଥିଲେ ଶାଶୂଘର ଲୋକ। ଏପରିକି ଗର୍ଭପାତ କରାଇବାକୁ କହୁଥିବା ନେଇ ସାଂଘାତିକ ଅଭିଯୋଗ ଆସିଛି । ଜୀବନରୁ ମାରିଦେବାକୁ ଧମକ […]

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ବଧୂହତ୍ୟା ଅଭିଯୋଗ। ଏୟାରଫିଲ୍‌ଡ ଥାନା ଅରବିନ୍ଦ ନଗରରେ ଗତକାଲି ପ୍ରିୟଙ୍କା ମିଶ୍ରଙ୍କ ମୃତଦେହ ମିଳିବା ପରେ ବାପଘରଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି। ଜ୍ବାଇଁ ସୁରଜ ଦାସଙ୍କର ଅନ୍ୟ ଝିଅ ସହ ସମ୍ପର୍କ ଥିଲା। ଏହା ସହ ଶାଶୂ ଓ ଶ୍ବଶୁର ଅଧିକ ଯୌତୁକ ମାଗୁଥିଲେ। ବାପଘର ଟଙ୍କା ଦେଇ ନପାରିବାରୁ ମାରପିଟ କରୁଥିଲେ ଶାଶୂଘର ଲୋକ। ଏପରିକି ଗର୍ଭପାତ କରାଇବାକୁ କହୁଥିବା ନେଇ ସାଂଘାତିକ ଅଭିଯୋଗ ଆସିଛି । ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଉଥିବା କହିଛନ୍ତି ମୃତକଙ୍କ ଭଉଣୀ।

ଆହୁରି ପଢ଼ନ୍ତୁ: ମିରଟ୍ ବଦଳରେ ମଥୁରା ଜେଲରେ ମୁସ୍କାନକୁ ମିଳିପାରେ ଫାଶୀ !, ଜାଣନ୍ତୁ ଏହାର ପ୍ରକୃତ କାରଣ

ଅନ୍ୟପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଶ୍ବଶୁର ଘର ଲୋକ। ଶ୍ବଶୁର ପ୍ରଦୀପ ଦାସଙ୍କ କହିବା ମୁତାବକ, ବୋହୂର ଅନ୍ୟ ପୁଅ ସହ ପ୍ରେମ ସମ୍ପର୍କ ଥିଲା । ଏହାକୁ କେନ୍ଦ୍ର କରି ବୋହୂ ଆତ୍ମହତ୍ୟା କରିଥିବା କହିଛନ୍ତି ଶ୍ବଶୁର ।

ଆହୁରି ପଢ଼ନ୍ତୁ: ପରକୀୟା ପ୍ରୀତିର କରୁଣ ପରିଣତି! ସ୍ୱାମୀ ହତ୍ୟା ମାମଲାରେ ସ୍ତ୍ରୀ ଓ ପ୍ରେମିକଙ୍କୁ ମୃତ୍ୟୁଦଣ୍ଡ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର