ରାଜଧାନୀରୁ ପୁଣି ଜବତ ହେଲା ୨ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗର, ଡିଲ ବେଳେ ମାଡିବସିଲା ଏସଟିଏଫ୍

The Sakala Picture
Published On

ଭୁବନେଶ୍ବର: ଥମୁନି ବ୍ରାଉନସୁଗର କାରବାର। ବିଭିନ୍ନ ସ୍ଥାନରେ ଚାଲିଛି ଡିଲ୍। ଧରପଗଡରେ ପ୍ରତ୍ଯେକ ଦିନ ବ୍ରାଉନସୁଗର ଜବତ ହେଉଥିବା ବେଳେ ଗିରଫ ହେଉଛନ୍ତି ବ୍ରାଉନସୁଗର ବେପାରୀ। ପୁଣି ରାଜଧାନୀରୁ ଆଜି ୨ କେଜି ୫୮ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ଯ ୨ କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେବ ବୋଲି ଜଣାପଡ଼ିଛି। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ଏସଟିଏଫ୍। ଗିରଫ ୩ ଅଭିଯୁକ୍ତ ଖୋର୍ଦ୍ଧା ଜିଲ୍ଲା ରଣସିଂହପୁର, ଖଣ୍ଡଗିରି ଓ ବାଲିପାଟଣାର […]

ଭୁବନେଶ୍ବର: ଥମୁନି ବ୍ରାଉନସୁଗର କାରବାର। ବିଭିନ୍ନ ସ୍ଥାନରେ ଚାଲିଛି ଡିଲ୍। ଧରପଗଡରେ ପ୍ରତ୍ଯେକ ଦିନ ବ୍ରାଉନସୁଗର ଜବତ ହେଉଥିବା ବେଳେ ଗିରଫ ହେଉଛନ୍ତି ବ୍ରାଉନସୁଗର ବେପାରୀ। ପୁଣି ରାଜଧାନୀରୁ ଆଜି ୨ କେଜି ୫୮ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ଯ ୨ କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେବ ବୋଲି ଜଣାପଡ଼ିଛି। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ଏସଟିଏଫ୍। ଗିରଫ ୩ ଅଭିଯୁକ୍ତ ଖୋର୍ଦ୍ଧା ଜିଲ୍ଲା ରଣସିଂହପୁର, ଖଣ୍ଡଗିରି ଓ ବାଲିପାଟଣାର ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ବଢୁଛି ଭିଡ଼ ହିଂସା: ପୁଲିସ ଉପସ୍ଥିତିରେ ଆଇନକୁ ହାତକୁ ନେଉଛନ୍ତି ଲୋକେ, ଅପରାଧୀ ଚଳାଉଛନ୍ତି ଆତଙ୍କରାଜ

ସୂଚନା ଅନୁଯାୟୀ, ଭୁବନେଶ୍ୱର ଏମ୍ସ୍ ନିକଟରେ ବିକ୍ରି ପାଇଁ ଡିଲ୍ ବେଳେ ସମସ୍ତ ଅଭିଯୁକ୍ତକୁ ଏସଟିଏଫ କାବୁ କରିବା ସହ  ସେମାନଙ୍କ ନିକଟରୁ ୨ କେଜି ୫୮ ଗ୍ରାମ ବ୍ରାଉନସୁଗର ଜବତ କରିଛି।

06 Jun 2022 By The Sakala

ରାଜଧାନୀରୁ ପୁଣି ଜବତ ହେଲା ୨ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗର, ଡିଲ ବେଳେ ମାଡିବସିଲା ଏସଟିଏଫ୍

ଭୁବନେଶ୍ବର: ଥମୁନି ବ୍ରାଉନସୁଗର କାରବାର। ବିଭିନ୍ନ ସ୍ଥାନରେ ଚାଲିଛି ଡିଲ୍। ଧରପଗଡରେ ପ୍ରତ୍ଯେକ ଦିନ ବ୍ରାଉନସୁଗର ଜବତ ହେଉଥିବା ବେଳେ ଗିରଫ ହେଉଛନ୍ତି ବ୍ରାଉନସୁଗର ବେପାରୀ। ପୁଣି ରାଜଧାନୀରୁ ଆଜି ୨ କେଜି ୫୮ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ଯ ୨ କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେବ ବୋଲି ଜଣାପଡ଼ିଛି। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ଏସଟିଏଫ୍। ଗିରଫ ୩ ଅଭିଯୁକ୍ତ ଖୋର୍ଦ୍ଧା ଜିଲ୍ଲା ରଣସିଂହପୁର, ଖଣ୍ଡଗିରି ଓ ବାଲିପାଟଣାର ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଭୁବନେଶ୍ୱର ଏମ୍ସ୍ ନିକଟରେ ବିକ୍ରି ପାଇଁ ଡିଲ୍ ବେଳେ ସମସ୍ତ ଅଭିଯୁକ୍ତକୁ ଏସଟିଏଫ କାବୁ କରିବା ସହ  ସେମାନଙ୍କ ନିକଟରୁ ୨ କେଜି ୫୮ ଗ୍ରାମ ବ୍ରାଉନସୁଗର ଜବତ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର