ଦମ୍ପତିଙ୍କୁ ହତ୍ୟା ମାମଲାରେ ଦୋଷୀକୁ ଆଜୀବନ ଜେଲ୍‌

The Sakala Picture
Published On

ରାଉରକେଲା: ଦାଣ୍ଡିଆପାଲି ଗ୍ରାମରେ ଡାହାଣୀ ସନ୍ଦେହରେ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା ଘଟଣରେ ଦୋଷୀକୁ ଆଜୀବନ ଜେଲ୍‌। ଦୋଷୀ ରାଜୁ ପାନ୍ନାକୁ ଆଜୀବନ ଦଣ୍ଡାଦେଶ ଦେଲେ ରାଉରକେଲା ଦ୍ଵିତୀୟ ଅତିରିକ୍ତ ଜିଲ୍ଳା ଏବଂ ଦୈରାଜଜ ଅଦାଲତ। ଡାହାଣୀ ସନ୍ଦେହରେ ଦମ୍ପତିଙ୍କୁ କଟୁରୀରେ ହାଣି ହତ୍ୟା କରିଥିଲା ରାଜୁ। ସୂଚନା ଅନୁଯାୟୀ, ୨୦୧୫ ମସିହା ଜୁନ ୭ ତାରିଖ ରାଜୁ ପାନ୍ନା ବୃଦ୍ଧ ଦମ୍ପତିଙ୍କୁ ଟାଙ୍ଗିଆରେ ହାଣି  ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଅଗଣାରେ ବୃଦ୍ଧ ଦମ୍ପତି ଶୋଇଥିବାବେଳେ ନୃଶଂସ ଭାବେ […]

ରାଉରକେଲା: ଦାଣ୍ଡିଆପାଲି ଗ୍ରାମରେ ଡାହାଣୀ ସନ୍ଦେହରେ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା ଘଟଣରେ ଦୋଷୀକୁ ଆଜୀବନ ଜେଲ୍‌। ଦୋଷୀ ରାଜୁ ପାନ୍ନାକୁ ଆଜୀବନ ଦଣ୍ଡାଦେଶ ଦେଲେ ରାଉରକେଲା ଦ୍ଵିତୀୟ ଅତିରିକ୍ତ ଜିଲ୍ଳା ଏବଂ ଦୈରାଜଜ ଅଦାଲତ। ଡାହାଣୀ ସନ୍ଦେହରେ ଦମ୍ପତିଙ୍କୁ କଟୁରୀରେ ହାଣି ହତ୍ୟା କରିଥିଲା ରାଜୁ।

ଆହୁରି ପଢ଼ନ୍ତୁ: ପୋଲିସ ବିଭାଗରେ ମାନବ ସମ୍ବଳ କମ୍‌ ରହିଛି, ଖାଲି ପଡ଼ିଛି ୩୩ ହଜାର ପଦବୀ: ଡିଜିପି

ସୂଚନା ଅନୁଯାୟୀ, ୨୦୧୫ ମସିହା ଜୁନ ୭ ତାରିଖ ରାଜୁ ପାନ୍ନା ବୃଦ୍ଧ ଦମ୍ପତିଙ୍କୁ ଟାଙ୍ଗିଆରେ ହାଣି  ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଅଗଣାରେ ବୃଦ୍ଧ ଦମ୍ପତି ଶୋଇଥିବାବେଳେ ନୃଶଂସ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ୧୦ ଜଣଙ୍କ ସାକ୍ଷ୍ୟ ବୟାନ ଆଧାରରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।

ଆହୁରି ପଢ଼ନ୍ତୁ: ଏପ୍ରିଲ-ମେ'ରେ ହେବ ପଞ୍ଚାୟତ ନିର୍ବାଚନ: ରାଜ୍ୟ ନିର୍ବାଚନ ଆୟୋଗ

15 Apr 2024 By The Sakala

ଦମ୍ପତିଙ୍କୁ ହତ୍ୟା ମାମଲାରେ ଦୋଷୀକୁ ଆଜୀବନ ଜେଲ୍‌

ରାଉରକେଲା: ଦାଣ୍ଡିଆପାଲି ଗ୍ରାମରେ ଡାହାଣୀ ସନ୍ଦେହରେ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା ଘଟଣରେ ଦୋଷୀକୁ ଆଜୀବନ ଜେଲ୍‌। ଦୋଷୀ ରାଜୁ ପାନ୍ନାକୁ ଆଜୀବନ ଦଣ୍ଡାଦେଶ ଦେଲେ ରାଉରକେଲା ଦ୍ଵିତୀୟ ଅତିରିକ୍ତ ଜିଲ୍ଳା ଏବଂ ଦୈରାଜଜ ଅଦାଲତ। ଡାହାଣୀ ସନ୍ଦେହରେ ଦମ୍ପତିଙ୍କୁ କଟୁରୀରେ ହାଣି ହତ୍ୟା କରିଥିଲା ରାଜୁ।

ସୂଚନା ଅନୁଯାୟୀ, ୨୦୧୫ ମସିହା ଜୁନ ୭ ତାରିଖ ରାଜୁ ପାନ୍ନା ବୃଦ୍ଧ ଦମ୍ପତିଙ୍କୁ ଟାଙ୍ଗିଆରେ ହାଣି  ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଅଗଣାରେ ବୃଦ୍ଧ ଦମ୍ପତି ଶୋଇଥିବାବେଳେ ନୃଶଂସ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ୧୦ ଜଣଙ୍କ ସାକ୍ଷ୍ୟ ବୟାନ ଆଧାରରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର