ରାଜଧାନୀରେ କେବିଏନ ଗ୍ରୁପ ଆତଙ୍କରାଜ ଘଟଣା, ୨ ଗିରଫ

The Sakala Picture
Published On

ଭୁବନେଶ୍ୱର: ଭୁବନେଶ୍ୱରରେ ରାତି ଅଧିଆ କେବିଏନ ଗ୍ରୁପ ଆତଙ୍କରାଜ ଘଟଣା । ଦୁଇ ଜଣକୁ ଗିରଫ କଲା ନୟାପଲ୍ଲୀ ଥାନା ପୁଲିସ । ଉଭୟଙ୍କୁ ଆଜି କୋର୍ଟ ଚାଲାଣ କରାଯିବ । ରାତିରେ ବନ୍ଧୁକ ଓ ଖଣ୍ଡା ଧରି ଆତଙ୍କରାଜ କରୁଥିଲା କେବିଏନ ଗ୍ରୁପ୍ । ଭିଡିଓ ସୁଟ୍‌ କରି ସୋସିଆଲ ମିଡିଆରେ ପୋଷ୍ଟ କରୁଥିଲେ । ମାଉଜର ଧରି ବ୍ଲାଙ୍କ ଫାୟାରିଂ ମଧ୍ୟ କରୁଥିଲେ ଦୁର୍ବୃତ୍ତ । ଭିଡିଓ ଭାଇରାଲ ପରେ ଚଢ଼ାଉ କରି ଗ୍ୟାଙ୍ଗର […]

ଭୁବନେଶ୍ୱର: ଭୁବନେଶ୍ୱରରେ ରାତି ଅଧିଆ କେବିଏନ ଗ୍ରୁପ ଆତଙ୍କରାଜ ଘଟଣା । ଦୁଇ ଜଣକୁ ଗିରଫ କଲା ନୟାପଲ୍ଲୀ ଥାନା ପୁଲିସ । ଉଭୟଙ୍କୁ ଆଜି କୋର୍ଟ ଚାଲାଣ କରାଯିବ । ରାତିରେ ବନ୍ଧୁକ ଓ ଖଣ୍ଡା ଧରି ଆତଙ୍କରାଜ କରୁଥିଲା କେବିଏନ ଗ୍ରୁପ୍ । ଭିଡିଓ ସୁଟ୍‌ କରି ସୋସିଆଲ ମିଡିଆରେ ପୋଷ୍ଟ କରୁଥିଲେ । ମାଉଜର ଧରି ବ୍ଲାଙ୍କ ଫାୟାରିଂ ମଧ୍ୟ କରୁଥିଲେ ଦୁର୍ବୃତ୍ତ । ଭିଡିଓ ଭାଇରାଲ ପରେ ଚଢ଼ାଉ କରି ଗ୍ୟାଙ୍ଗର ଦୁଇ ସଦସ୍ୟଙ୍କୁ ଗିରଫ କରିଛି କମିଶନରେଟ ପୁଲିସ ।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

ଅନ୍ୟ ଦୁର୍ବୃତ୍ତମାନଙ୍କୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଛି । ଚନ୍ଦ୍ରଶେଖରପୁର ଅଞ୍ଚଳରେ କେବିଏନ ଗ୍ରୁପ୍ ଦ୍ବାରା ଆକ୍ରମଣର ଶିକାର ଜଣେ ଯୁବତୀ ଗ୍ରୁପର ଆତଙ୍କରାଜ ସଂପର୍କରେ ଖୁଲାସା କରିବା ସହ ପୁଲିସକୁ ଜଣାଇଥିଲେ । ଅଭିଯୋଗ ପରେ ପୁଲିସ ତନାଘନା ଚଳାଇଥିଲା ।

ଆହୁରି ପଢ଼ନ୍ତୁ: 'ସୁଭଦ୍ରା' ଯୋଜନାକୁ ନେଇ ବଡ ଖବର: ଆସନ୍ତାକାଲି ମହିଳା ଦିବସରେ ମିଳିବ ଚତୁର୍ଥ କିସ୍ତି

08 Nov 2021 By The Sakala

ରାଜଧାନୀରେ କେବିଏନ ଗ୍ରୁପ ଆତଙ୍କରାଜ ଘଟଣା, ୨ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରରେ ରାତି ଅଧିଆ କେବିଏନ ଗ୍ରୁପ ଆତଙ୍କରାଜ ଘଟଣା । ଦୁଇ ଜଣକୁ ଗିରଫ କଲା ନୟାପଲ୍ଲୀ ଥାନା ପୁଲିସ । ଉଭୟଙ୍କୁ ଆଜି କୋର୍ଟ ଚାଲାଣ କରାଯିବ । ରାତିରେ ବନ୍ଧୁକ ଓ ଖଣ୍ଡା ଧରି ଆତଙ୍କରାଜ କରୁଥିଲା କେବିଏନ ଗ୍ରୁପ୍ । ଭିଡିଓ ସୁଟ୍‌ କରି ସୋସିଆଲ ମିଡିଆରେ ପୋଷ୍ଟ କରୁଥିଲେ । ମାଉଜର ଧରି ବ୍ଲାଙ୍କ ଫାୟାରିଂ ମଧ୍ୟ କରୁଥିଲେ ଦୁର୍ବୃତ୍ତ । ଭିଡିଓ ଭାଇରାଲ ପରେ ଚଢ଼ାଉ କରି ଗ୍ୟାଙ୍ଗର ଦୁଇ ସଦସ୍ୟଙ୍କୁ ଗିରଫ କରିଛି କମିଶନରେଟ ପୁଲିସ ।

ଅନ୍ୟ ଦୁର୍ବୃତ୍ତମାନଙ୍କୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଛି । ଚନ୍ଦ୍ରଶେଖରପୁର ଅଞ୍ଚଳରେ କେବିଏନ ଗ୍ରୁପ୍ ଦ୍ବାରା ଆକ୍ରମଣର ଶିକାର ଜଣେ ଯୁବତୀ ଗ୍ରୁପର ଆତଙ୍କରାଜ ସଂପର୍କରେ ଖୁଲାସା କରିବା ସହ ପୁଲିସକୁ ଜଣାଇଥିଲେ । ଅଭିଯୋଗ ପରେ ପୁଲିସ ତନାଘନା ଚଳାଇଥିଲା ।

https://www.thesakala.in/crime/kbn-group-in-capital-2-arrested/article-6687
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର