ନୃଶଂସ ବାପା: ପାରିବାରିକ କଳହ ପାଇଁ ନିଜ ଦେଢ଼ ବର୍ଷର ଶିଶୁପୁତ୍ରକୁ କଲା ହତ୍ୟା

The Sakala Picture
Published On

ରାଉରକେଲା: ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ଗର୍ଜନ ପଞ୍ଚାୟତ ଲୁନଗଢା ବସ୍ତିରେ ଅଭାବନୀୟ ଘଟଣା ଘଟିଛି। ନୃଶଂସ ବାପା ନିଜ ଦେଢ଼ ବର୍ଷର ଶିଶୁପୁତ୍ରକୁ ନିଜେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପାରିବାରିକ କଳହକୁ କେନ୍ଦ୍ରକରି ଟାଙ୍ଗିଆରେ ହାଣି ନିଜର ଦେଢ଼ ବର୍ଷର ପୁଅକୁ ହତ୍ୟା କରିଛି ବାପା। ପତ୍ନୀ ଓ ଦୁଇ ପଡ଼ୋଶୀ ଗୁରୁତର ହୋଇଥିବା ଜଣାପଡ଼ିଛି। ଅଭିଯୁକ୍ତ ହତ୍ୟାକାରୀ ବାପାକୁ ଗ୍ରାମବାସୀମାନେ ବାନ୍ଧିକି ନିସ୍ତୁକ ମାଡ ମାରିଥିଲେ ପରେ ବୁଧେଶ୍ୱର ସିଂହକୁ ଗିରଫ କରିଛି ପୁଲିସ। ଗୁରତର […]

ରାଉରକେଲା: ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ଗର୍ଜନ ପଞ୍ଚାୟତ ଲୁନଗଢା ବସ୍ତିରେ ଅଭାବନୀୟ ଘଟଣା ଘଟିଛି। ନୃଶଂସ ବାପା ନିଜ ଦେଢ଼ ବର୍ଷର ଶିଶୁପୁତ୍ରକୁ ନିଜେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପାରିବାରିକ କଳହକୁ କେନ୍ଦ୍ରକରି ଟାଙ୍ଗିଆରେ ହାଣି ନିଜର ଦେଢ଼ ବର୍ଷର ପୁଅକୁ ହତ୍ୟା କରିଛି ବାପା। ପତ୍ନୀ ଓ ଦୁଇ ପଡ଼ୋଶୀ ଗୁରୁତର ହୋଇଥିବା ଜଣାପଡ଼ିଛି। ଅଭିଯୁକ୍ତ ହତ୍ୟାକାରୀ ବାପାକୁ ଗ୍ରାମବାସୀମାନେ ବାନ୍ଧିକି ନିସ୍ତୁକ ମାଡ ମାରିଥିଲେ ପରେ ବୁଧେଶ୍ୱର ସିଂହକୁ ଗିରଫ କରିଛି ପୁଲିସ। ଗୁରତର ଆହତ ହେଉଛନ୍ତି ପତ୍ନୀ ପ୍ରମିଳା ସିଂ, ଦୁଇ ପଡ଼ୋଶୀ ଲାକି କୁମ୍ଭାର ଓ ଘାସି କିସାନ। ତିନି ଗୁରୁତରଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ହତ୍ୟାରେ ବ୍ୟବହୃତ ଟାଙ୍ଗିଆ ଜବତ କରିଛି ପୁଲିସ।

ଆହୁରି ପଢ଼ନ୍ତୁ: ଶୌଚ ହେବାକୁ ଯାଉଥିବା ବେଳେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ପୋଷାକ ଚିରି ଭିଡିଓ ଭାଇରାଲ କରିବାକୁ ଧମକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp