ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଂଶପାଳ ବିଇଓ ଅଫିସର କିରାଣି, ଏକକାଳୀନ ୫ ସ୍ଥାନରେ ଚଢାଉ ଜାରି

The Sakala Picture
Published On

ତେଲକୋଇ/ କେନ୍ଦୁଝର: ଭିଜିଲାନ୍ସ ଜାଲରେ କେନ୍ଦୁଝରର ବାଂଶପାଳ ବ୍ଳକ ବିଇଓ ଅଫିସର କନିଷ୍ଠ କିରାଣି ।  ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଂଶପାଳ ବ୍ଳକ ବିଇଓ ଅଫିସର କନିଷ୍ଠ କିରାଣି ଗଙ୍ଗାଧର ସାହୁଙ୍କ ସରକାରୀ ବାସଭବନ ସମେତ ୫ ଜାଗାରେ ଭିଜିଲାନ୍ସ ଚଢାଉ ଜାରି ରହିଛି । ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ପରେ କେନ୍ଦୁଝର ସ୍ଵତନ୍ତ୍ର ଭିଜିଲାନ୍ସ ଜଜଙ୍କ ନିର୍ଦ୍ଦେଶକ୍ରମେ ତାଙ୍କର ବଂଶପାଳ ଅଫିସ , କେନ୍ଦୁଝର ସ୍ଥିତ ସରକାରୀ ବାସଭବନ, ଭାଲୁକିପାତାଳା ସ୍ଥିତ […]

ତେଲକୋଇ/ କେନ୍ଦୁଝର: ଭିଜିଲାନ୍ସ ଜାଲରେ କେନ୍ଦୁଝରର ବାଂଶପାଳ ବ୍ଳକ ବିଇଓ ଅଫିସର କନିଷ୍ଠ କିରାଣି ।  ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଂଶପାଳ ବ୍ଳକ ବିଇଓ ଅଫିସର କନିଷ୍ଠ କିରାଣି ଗଙ୍ଗାଧର ସାହୁଙ୍କ ସରକାରୀ ବାସଭବନ ସମେତ ୫ ଜାଗାରେ ଭିଜିଲାନ୍ସ ଚଢାଉ ଜାରି ରହିଛି । ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ପରେ କେନ୍ଦୁଝର ସ୍ଵତନ୍ତ୍ର ଭିଜିଲାନ୍ସ ଜଜଙ୍କ ନିର୍ଦ୍ଦେଶକ୍ରମେ ତାଙ୍କର ବଂଶପାଳ ଅଫିସ , କେନ୍ଦୁଝର ସ୍ଥିତ ସରକାରୀ ବାସଭବନ, ଭାଲୁକିପାତାଳା ସ୍ଥିତ ତିନି ମହଳା ଘର ଓ ତେଲକୋଇ ତାଳପଦାସ୍ଥିତ ପୌତୃକଘର,ସ୍ରସ୍ପିଶିରେ ଥିବା ସ୍ୱଶୁର ଘରେ ଏକ କାଳିନ ଚଢାଉ ଜାରି ରହିଛି । ଏହି ଚଢାଉ ରେ ବାଲେଶ୍ଵର ଭିଜିଲାନ୍ସ ଏସପି ନରହରି ନାୟକଙ୍କ ନେତୃତ୍ୱରେ ୩ ଜଣ ଡିଏସପି , ୭ ଜଣ ଇନସ୍ପେକ୍ଟର , ୨ ଏ ଏସଆଇ ଓ ୯ ଜଣ କନଷ୍ଟେବଳ ସାମିଲ ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ପାଟନାରେ ଲଜ୍ଜା: ମାନେରରେ ଟ୍ୟୁସନ ଶିକ୍ଷକଙ୍କ ଦୁଷ୍କର୍ମ ଶିକାର ହେଲେ ନାବାଳିକା ଛାତ୍ରୀ, ଅଭିଯୁକ୍ତ ଫେରାର

12 Oct 2022 By The Sakala

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଂଶପାଳ ବିଇଓ ଅଫିସର କିରାଣି, ଏକକାଳୀନ ୫ ସ୍ଥାନରେ ଚଢାଉ ଜାରି

ତେଲକୋଇ/ କେନ୍ଦୁଝର: ଭିଜିଲାନ୍ସ ଜାଲରେ କେନ୍ଦୁଝରର ବାଂଶପାଳ ବ୍ଳକ ବିଇଓ ଅଫିସର କନିଷ୍ଠ କିରାଣି ।  ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଂଶପାଳ ବ୍ଳକ ବିଇଓ ଅଫିସର କନିଷ୍ଠ କିରାଣି ଗଙ୍ଗାଧର ସାହୁଙ୍କ ସରକାରୀ ବାସଭବନ ସମେତ ୫ ଜାଗାରେ ଭିଜିଲାନ୍ସ ଚଢାଉ ଜାରି ରହିଛି । ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ପରେ କେନ୍ଦୁଝର ସ୍ଵତନ୍ତ୍ର ଭିଜିଲାନ୍ସ ଜଜଙ୍କ ନିର୍ଦ୍ଦେଶକ୍ରମେ ତାଙ୍କର ବଂଶପାଳ ଅଫିସ , କେନ୍ଦୁଝର ସ୍ଥିତ ସରକାରୀ ବାସଭବନ, ଭାଲୁକିପାତାଳା ସ୍ଥିତ ତିନି ମହଳା ଘର ଓ ତେଲକୋଇ ତାଳପଦାସ୍ଥିତ ପୌତୃକଘର,ସ୍ରସ୍ପିଶିରେ ଥିବା ସ୍ୱଶୁର ଘରେ ଏକ କାଳିନ ଚଢାଉ ଜାରି ରହିଛି । ଏହି ଚଢାଉ ରେ ବାଲେଶ୍ଵର ଭିଜିଲାନ୍ସ ଏସପି ନରହରି ନାୟକଙ୍କ ନେତୃତ୍ୱରେ ୩ ଜଣ ଡିଏସପି , ୭ ଜଣ ଇନସ୍ପେକ୍ଟର , ୨ ଏ ଏସଆଇ ଓ ୯ ଜଣ କନଷ୍ଟେବଳ ସାମିଲ ହୋଇଛନ୍ତି ।

https://www.thesakala.in/crime/beo-officer-clerk-in-vigilance-net/article-15643
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର