ଭାଲେଣ୍ଟାଇନ୍ ସପ୍ତାହ ପାଇଁ ସତର୍କ କରାଇଲା କ୍ରାଇମ୍‌ବ୍ରାଞ୍ଚ୍‌

The Sakala Picture
Published On

ଭୁବନେଶ୍ବର: ଚାଲିଛି ପ୍ରେମ ସପ୍ତାହ ବା ଭାଲେଣ୍ଟାଇନ୍‌ ୱିକ୍। ସମୟ ସହ ବଢିଛି ମୋବାଇଲର ବ୍ଯବାହାର ।  ସୋସିଆଲ ମିଡିଆରେ ଅଭ୍ୟୁଦୟ ଫଳରେ ପ୍ରେମ ନିବେଦନ କରିବା ସହଜ ହୋଇଛି। ପ୍ରେମିକ ପ୍ରେମିକମାନେ ମେସେଜ୍‌ ଦ୍ବାରା ନିଜର ମନର କଥା କହିବା ସହ ଅନଲାଇନରେ ଉଭୟ ଉଭୟଙ୍କୁ ଗିଫ୍ଟ ଦେଇଥାନ୍ତି । ଫଳରେ ଅନଲାଇନ କାରବାର ବଢିଥାଏ । ଅନଲାଇନ କାରବାର ସମୟରେ ସାଇବର ଠକେଇ ଆଶଙ୍କା ରହିଛି। ଏ ନେଇ ସତର୍କ କରାଇଛି କ୍ରାଇମ୍‌ବ୍ରାଞ୍ଚ୍‌। କୌଣସି […]

ଭୁବନେଶ୍ବର: ଚାଲିଛି ପ୍ରେମ ସପ୍ତାହ ବା ଭାଲେଣ୍ଟାଇନ୍‌ ୱିକ୍। ସମୟ ସହ ବଢିଛି ମୋବାଇଲର ବ୍ଯବାହାର ।  ସୋସିଆଲ ମିଡିଆରେ ଅଭ୍ୟୁଦୟ ଫଳରେ ପ୍ରେମ ନିବେଦନ କରିବା ସହଜ ହୋଇଛି। ପ୍ରେମିକ ପ୍ରେମିକମାନେ ମେସେଜ୍‌ ଦ୍ବାରା ନିଜର ମନର କଥା କହିବା ସହ ଅନଲାଇନରେ ଉଭୟ ଉଭୟଙ୍କୁ ଗିଫ୍ଟ ଦେଇଥାନ୍ତି । ଫଳରେ ଅନଲାଇନ କାରବାର ବଢିଥାଏ । ଅନଲାଇନ କାରବାର ସମୟରେ ସାଇବର ଠକେଇ ଆଶଙ୍କା ରହିଛି। ଏ ନେଇ ସତର୍କ କରାଇଛି କ୍ରାଇମ୍‌ବ୍ରାଞ୍ଚ୍‌। କୌଣସି ସମୟରେ ଆପଣଙ୍କୁ ସାଇବର ଠକ ମାନେ ଚୂନ ଲଗାଇପାରନ୍ତି। ଠକ ମାନେ ଚାତକ ଭଳି ଚାହିଁ ରହିଛନ୍ତି। ସାଇବର ଠକେଇ ଆଶଙ୍କା କରି ସତର୍କ କରାଇଛି କ୍ରାଇମ୍‌ବ୍ରାଞ୍ଚ୍‌ । ଅଜଣା କଲ୍ ଓ ଗିଫ୍ଟ ଆଦି ନେବା ଓ ଦେବାରେ ସତର୍କ ରହିବାକୁ ପରାମର୍ଶ ଦେଇଛି କ୍ରାଇମ୍‌ବ୍ରାଞ୍ଚ୍‌।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡ: ଆଇଆରଏସ୍ ଅଫିସରଙ୍କ ଝିଅକୁ ଦୁଷ୍କର୍ମ ପରେ ହତ୍ୟା, ଗିରଫ ହେଲା ପୂର୍ବତନ ଚାକର

ଆହୁରି ପଢ଼ନ୍ତୁ: "ମୋ ପାଖରେ ଅଲୌକିକ ଶକ୍ତି ଅଛି...": ନାସିକରେ 'ଭଣ୍ଡ ବାବା' ମହେଶଗିରିର କଳାକାରନାମା, ଯୁବତୀଙ୍କୁ ଦୁଷ୍କର୍ମ ପରେ କରୁଥିଲା ବ୍ଲାକମେଲ୍

08 Feb 2022 By The Sakala

ଭାଲେଣ୍ଟାଇନ୍ ସପ୍ତାହ ପାଇଁ ସତର୍କ କରାଇଲା କ୍ରାଇମ୍‌ବ୍ରାଞ୍ଚ୍‌

ଭୁବନେଶ୍ବର: ଚାଲିଛି ପ୍ରେମ ସପ୍ତାହ ବା ଭାଲେଣ୍ଟାଇନ୍‌ ୱିକ୍। ସମୟ ସହ ବଢିଛି ମୋବାଇଲର ବ୍ଯବାହାର ।  ସୋସିଆଲ ମିଡିଆରେ ଅଭ୍ୟୁଦୟ ଫଳରେ ପ୍ରେମ ନିବେଦନ କରିବା ସହଜ ହୋଇଛି। ପ୍ରେମିକ ପ୍ରେମିକମାନେ ମେସେଜ୍‌ ଦ୍ବାରା ନିଜର ମନର କଥା କହିବା ସହ ଅନଲାଇନରେ ଉଭୟ ଉଭୟଙ୍କୁ ଗିଫ୍ଟ ଦେଇଥାନ୍ତି । ଫଳରେ ଅନଲାଇନ କାରବାର ବଢିଥାଏ । ଅନଲାଇନ କାରବାର ସମୟରେ ସାଇବର ଠକେଇ ଆଶଙ୍କା ରହିଛି। ଏ ନେଇ ସତର୍କ କରାଇଛି କ୍ରାଇମ୍‌ବ୍ରାଞ୍ଚ୍‌। କୌଣସି ସମୟରେ ଆପଣଙ୍କୁ ସାଇବର ଠକ ମାନେ ଚୂନ ଲଗାଇପାରନ୍ତି। ଠକ ମାନେ ଚାତକ ଭଳି ଚାହିଁ ରହିଛନ୍ତି। ସାଇବର ଠକେଇ ଆଶଙ୍କା କରି ସତର୍କ କରାଇଛି କ୍ରାଇମ୍‌ବ୍ରାଞ୍ଚ୍‌ । ଅଜଣା କଲ୍ ଓ ଗିଫ୍ଟ ଆଦି ନେବା ଓ ଦେବାରେ ସତର୍କ ରହିବାକୁ ପରାମର୍ଶ ଦେଇଛି କ୍ରାଇମ୍‌ବ୍ରାଞ୍ଚ୍‌।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର