ବରମୁଣ୍ଡା ବସଷ୍ଟାଣ୍ଡରେ ଅବକାରୀ ବିଭାଗର ଚଢାଉ: ୫୫କେଜି ଗଞ୍ଜେଇ ଜବତ, ଜଣେ ଗିରଫ

The Sakala Picture
Published On

ଭୁବନେଶ୍ୱର: ନିଶା କାରବାରର ହବ୍‌ ପାଲଟିଛି ରାଜଧାନୀ ଭୁବନେଶ୍ୱର। ପୁଳା ପୁଳା ପରିମାଣରେ ଗଞ୍ଜେଇ ଏବଂ ବ୍ରାଉନସୁଗାର ଜବତ ହେବାରେ ଲାଗିଛି। ଦୋଷୀଙ୍କୁ ମଧ୍ୟ ଅବକାରୀ ବିଭାଗ ଗିରଫ କରୁଛି। କିନ୍ତୁ ସୁଧୁରୁ ନାହାଁନ୍ତି ନିଶା ବେପାରୀ। ରାଜଧାନୀ ଭୁବନେଶ୍ୱରରୁ ପୁଣି ମଙ୍ଗଳବାର ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି। ବରମୁଣ୍ଡା ବସଷ୍ଟାଣ୍ଡରେ ଅବକାରୀ ବିଭାଗ ଚଢାଉ କରି ଗଞ୍ଜେଇ ଜବତ କରିଛି। ୫୫କେଜି ଗଞ୍ଜେଇ ଜବତ କରିବା ସହ ଜଣେ ଗଞ୍ଜେଇ ବେପାରୀକୁ ଗିରଫ କରାଯାଇଛି। […]

ଭୁବନେଶ୍ୱର: ନିଶା କାରବାରର ହବ୍‌ ପାଲଟିଛି ରାଜଧାନୀ ଭୁବନେଶ୍ୱର। ପୁଳା ପୁଳା ପରିମାଣରେ ଗଞ୍ଜେଇ ଏବଂ ବ୍ରାଉନସୁଗାର ଜବତ ହେବାରେ ଲାଗିଛି। ଦୋଷୀଙ୍କୁ ମଧ୍ୟ ଅବକାରୀ ବିଭାଗ ଗିରଫ କରୁଛି। କିନ୍ତୁ ସୁଧୁରୁ ନାହାଁନ୍ତି ନିଶା ବେପାରୀ। ରାଜଧାନୀ ଭୁବନେଶ୍ୱରରୁ ପୁଣି ମଙ୍ଗଳବାର ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି। ବରମୁଣ୍ଡା ବସଷ୍ଟାଣ୍ଡରେ ଅବକାରୀ ବିଭାଗ ଚଢାଉ କରି ଗଞ୍ଜେଇ ଜବତ କରିଛି। ୫୫କେଜି ଗଞ୍ଜେଇ ଜବତ କରିବା ସହ ଜଣେ ଗଞ୍ଜେଇ ବେପାରୀକୁ ଗିରଫ କରାଯାଇଛି। ଗିରଫ ଗଞ୍ଜେଇ ବେପାରୀ ଜଣଙ୍କ ହେଲେ କନ୍ଧମାଳର ମାଧବ ଦିଗାଲ।

21 Sep 2021 By The Sakala

ବରମୁଣ୍ଡା ବସଷ୍ଟାଣ୍ଡରେ ଅବକାରୀ ବିଭାଗର ଚଢାଉ: ୫୫କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ଭୁବନେଶ୍ୱର: ନିଶା କାରବାରର ହବ୍‌ ପାଲଟିଛି ରାଜଧାନୀ ଭୁବନେଶ୍ୱର। ପୁଳା ପୁଳା ପରିମାଣରେ ଗଞ୍ଜେଇ ଏବଂ ବ୍ରାଉନସୁଗାର ଜବତ ହେବାରେ ଲାଗିଛି। ଦୋଷୀଙ୍କୁ ମଧ୍ୟ ଅବକାରୀ ବିଭାଗ ଗିରଫ କରୁଛି। କିନ୍ତୁ ସୁଧୁରୁ ନାହାଁନ୍ତି ନିଶା ବେପାରୀ। ରାଜଧାନୀ ଭୁବନେଶ୍ୱରରୁ ପୁଣି ମଙ୍ଗଳବାର ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି। ବରମୁଣ୍ଡା ବସଷ୍ଟାଣ୍ଡରେ ଅବକାରୀ ବିଭାଗ ଚଢାଉ କରି ଗଞ୍ଜେଇ ଜବତ କରିଛି। ୫୫କେଜି ଗଞ୍ଜେଇ ଜବତ କରିବା ସହ ଜଣେ ଗଞ୍ଜେଇ ବେପାରୀକୁ ଗିରଫ କରାଯାଇଛି। ଗିରଫ ଗଞ୍ଜେଇ ବେପାରୀ ଜଣଙ୍କ ହେଲେ କନ୍ଧମାଳର ମାଧବ ଦିଗାଲ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର