ରାଜଧାନୀରେ ପୁଣି ବିଭତ୍ସ ହତ୍ୟା କାଣ୍ଡ: ସ୍ତ୍ରୀକୁ ତଣ୍ଟି ଚିପି ମାରିଲା ସ୍ୱାମୀ
ଭୁବନେଶ୍ବର: ରାଜଧାନୀରେ ପୁଣି ବିଭତ୍ସ ହତ୍ୟା କାଣ୍ଡ ଘଟିଛି। ସ୍ତ୍ରୀକୁ ତଣ୍ଟି ଚିପି ମାରିଲା ସ୍ୱାମୀ । ଏଭଳି ଅଭାବନୀୟ ଘଟଣା ଘଟିଛି ଭରତପୁର ଅଞ୍ଚଳର ତେଲୁଗୁ ସାହି ବସ୍ତିରେ। ଘଟଣାସ୍ଥଳରେ ପହଞ୍ଚି ଭରତପୁର ପୁଲିସ ତଦନ୍ତ ଆରମ୍ଭ କରିଛି। ତେବେ ପତ୍ନୀହନ୍ତା ସ୍ୱାମୀ ସନ୍ତୋଷ ପ୍ରଧାନକୁ ଥାନାରେ ଅଟକ ରଖିଛି ପୁଲିସ। ପରକୀୟା ପ୍ରୀତି ସନ୍ଦେହରେ ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବା ସୂଚନା।