ପୂଜା ମଣ୍ଡପରେ ମାତିଛନ୍ତି ଲୁଟେରା: ରାଜଧାନୀରୁ ବ୍ଲେଡ ଗ୍ଯାଙ୍ଗ ଓ ଜଣେ ଲେଡି ଲୁଟେରା ଗିରଫ୍

The Sakala Picture
Published On

ଭୁବନେଶ୍ବର: ପାର୍ବଣରେ ମାତିଛନ୍ତି ଦୁର୍ବୃତ୍ତ। ଦୁର୍ଗାପୂଜା ଭିଡ଼ର ଉଠାଉଛନ୍ତି ଫାଇଦା ।  ରାଜଧାନୀର ବିଭିନ୍ନ ଦୁର୍ଗା ମଣ୍ଡପରେ ଚୋରି ହେଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଏହାରି ମଧ୍ୟରେ ନୟାପଲ୍ଲୀ ଦୁର୍ଗା ମଣ୍ଡପରୁ ଏକ ବ୍ଲେଡ୍ ଗ୍ଯାଙ୍ଗ ଠାବ ହୋଇଛି। ରାଜଧାନୀର ବିଭିନ୍ନ ଦୁର୍ଗା ମଣ୍ଡପରୁ ଚୋରି କରୁଥିଲେ ଏହି ବ୍ଲେଡ ଗ୍ୟାଙ୍ଗ । ଉକ୍ତ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗକୁ ନୟାପଲ୍ଲୀ ଦୁର୍ଗା ମଣ୍ଡପରୁ କାବୁ କରିଛି ପୁଲିସ । ସେମାନଙ୍କ ଠାରୁ ବ୍ଲେଡ୍ ଜବତ୍ ହୋଛି। ଏହି […]

ଭୁବନେଶ୍ବର: ପାର୍ବଣରେ ମାତିଛନ୍ତି ଦୁର୍ବୃତ୍ତ। ଦୁର୍ଗାପୂଜା ଭିଡ଼ର ଉଠାଉଛନ୍ତି ଫାଇଦା ।  ରାଜଧାନୀର ବିଭିନ୍ନ ଦୁର୍ଗା ମଣ୍ଡପରେ ଚୋରି ହେଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଏହାରି ମଧ୍ୟରେ ନୟାପଲ୍ଲୀ ଦୁର୍ଗା ମଣ୍ଡପରୁ ଏକ ବ୍ଲେଡ୍ ଗ୍ଯାଙ୍ଗ ଠାବ ହୋଇଛି। ରାଜଧାନୀର ବିଭିନ୍ନ ଦୁର୍ଗା ମଣ୍ଡପରୁ ଚୋରି କରୁଥିଲେ ଏହି ବ୍ଲେଡ ଗ୍ୟାଙ୍ଗ । ଉକ୍ତ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗକୁ ନୟାପଲ୍ଲୀ ଦୁର୍ଗା ମଣ୍ଡପରୁ କାବୁ କରିଛି ପୁଲିସ । ସେମାନଙ୍କ ଠାରୁ ବ୍ଲେଡ୍ ଜବତ୍ ହୋଛି। ଏହି ବ୍ଲେଡ ଗ୍ଯାଙ୍ଗରେ ଦୁଇ ଜଣ ବଙ୍ଗୀୟ ଓ ୪ ଜଣ ବିହାରର ରହିଥିବା ଜଣାପଡ଼ିଛି ।

ଆହୁରି ପଢ଼ନ୍ତୁ: ଆଜି ମା'ଙ୍କ ଭସାଣି: ସୁରକ୍ଷା ପାଇଁ ଭୁବନେଶ୍ୱରରେ ମୁତୟନ ହେବେ ୪୮ ପ୍ଲାଟୁନ୍ ପୋଲିସ, DJ ଉପରେ କଟକଣା

ସେହିପରି ଜଣେ ଲେଡି ଲୁଟେରା ପୂଜା ମଣ୍ଡପରୁ ଗିରଫ ହୋଇଛନ୍ତି। ଦର୍ଶନ ବାହାନାରେ ଲୋକଙ୍କୁ ଟାର୍ଗେର୍ଟ କରୁଥିେଲେ। ସିସିଟିଭିରେ ଚୋରି ବେଳରେ ଚିତ୍ର କଏଦ ହୋଇଥିଲା। ପୂଜା କମିଟି ସିସିଟିଭିରୁ ଦେଖି ପୁଲିସକୁ ଜିମା ଦେଇଥିଲେ। ମଞ୍ଚେଶ୍ୱର ଥାନା ଉକ୍ତ ମହିଳା ଜଣଙ୍କୁ ଅଟର ରଖି ପଚରା ଉଚରା କରୁଛି।

ଆହୁରି ପଢ଼ନ୍ତୁ: ଭାରତର ମୋଷ୍ଟ ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟର ହିମାଂଶୁ ଭାଉ ଆମେରିକାରେ ଗିରଫ, ରହିଛି ଅନେକ ହତ୍ୟା ଏବଂ ଅପରାଧ ମାମଲା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର