ଓଡ଼ିଶା ଭିଜିଲାନ୍‌ସ ଇତିହାସରେ ରେକର୍ଡ: ରେଡ୍‌ ବେଳେ ଜବତ ହେଲା ୧କୋଟି ୩୬ ଲକ୍ଷ ଟଙ୍କା

The Sakala Picture
Published On

ଭୁବନେଶ୍ୱର: ଓଡ଼ିଶା ଭିଜିଲାନ୍‌ସ ଇତିହାସରେ ରେଡ୍‌ ବେଳେ ରେକର୍ଡ କ୍ୟାସ ଜବତ । ମାଲକାନଗିରି ଅଧୀକ୍ଷଣ ଯନ୍ତ୍ରୀ ଆଶିଷ ଦାସଙ୍କ ଘରେ ରେଡ୍‌ ବେଳେ ୧କୋଟି ୩୬ ଲକ୍ଷ ଟଙ୍କା ଜବତ ହୋଇଛି । ଯାହା ରାଜ୍ୟରେ ରେକର୍ଡ । ଏଥିସହ ୧୨ଶହ ଗ୍ରାମ ସୁନା ଓ ୪କୋଟି ଟଙ୍କାର ବ୍ୟାଙ୍କ ଜମା ଠାବ କରାଯାଇଛି । ଆଜି ଚତୁର୍ଥ ଦିନରେ ଆଶିଷ ଦାସଙ୍କ ମାଲକାନଗିରି ଓ କଟକ ତ୍ରିଶୁଳିଆ ସ୍ଥିତ ଘରେ ଭିଜିଲାନ୍‌ସ ରେଡ୍ କରୁଛି […]

ଭୁବନେଶ୍ୱର: ଓଡ଼ିଶା ଭିଜିଲାନ୍‌ସ ଇତିହାସରେ ରେଡ୍‌ ବେଳେ ରେକର୍ଡ କ୍ୟାସ ଜବତ । ମାଲକାନଗିରି ଅଧୀକ୍ଷଣ ଯନ୍ତ୍ରୀ ଆଶିଷ ଦାସଙ୍କ ଘରେ ରେଡ୍‌ ବେଳେ ୧କୋଟି ୩୬ ଲକ୍ଷ ଟଙ୍କା ଜବତ ହୋଇଛି । ଯାହା ରାଜ୍ୟରେ ରେକର୍ଡ । ଏଥିସହ ୧୨ଶହ ଗ୍ରାମ ସୁନା ଓ ୪କୋଟି ଟଙ୍କାର ବ୍ୟାଙ୍କ ଜମା ଠାବ କରାଯାଇଛି । ଆଜି ଚତୁର୍ଥ ଦିନରେ ଆଶିଷ ଦାସଙ୍କ ମାଲକାନଗିରି ଓ କଟକ ତ୍ରିଶୁଳିଆ ସ୍ଥିତ ଘରେ ଭିଜିଲାନ୍‌ସ ରେଡ୍ କରୁଛି ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ହସ୍ପିଟାଲର ସେକ୍ସନ ଅଫିସର୍, ୨୫୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ

ସର୍ଚ୍ଚ ବେଳେ ୧କୋଟି ୧୫ଲକ୍ଷ ଟଙ୍କା ଓ ୬୩୨ ଗ୍ରାମ ସୁନା ଜବତ କରାଯାଇଛି । ପୂର୍ବରୁ ମାଲକାନଗିରିରୁ ୨୧ଲକ୍ଷ ୭୫ହଜାର ଟଙ୍କା ଓ ୬୦୨ ଗ୍ରାମ ସୁନା ଜବତ ହୋଇଥିଲା । ଏସବୁକୁ ମିଶାଇଲେ ମୋଟ୍‌ ୧କୋଟି ୩୬ ଲକ୍ଷ ଟଙ୍କା ଜବତ ହୋଇଛି । ଯାହା ରାଜ୍ୟ ଭିଜିଲାନ୍‌ସ ଇତିହାସରେ ସର୍ବାଧିକ । ରେଡ୍‌ ବେଳେ ୧୨ଟି ବ୍ୟାଙ୍କ ଆକାଉଣ୍ଟ ନେଇ ଯାଞ୍ଚ କରାଯାଇଛି । ଆହୁରି ଅନେକ ବ୍ୟାଙ୍କ ଆକାଉଣ୍ଟ ଓ ୨ଟି ବ୍ୟାଙ୍କ ଲକରରେ ଯାଞ୍ଚ ହେବ। ତେଣୁ ଜବତ ସଂପତ୍ତି ପରିମାଣ ଆଗକୁ ଆହୁରି ବଢିପାରେ ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡ: ଆଇଆରଏସ୍ ଅଫିସରଙ୍କ ଝିଅକୁ ଦୁଷ୍କର୍ମ ପରେ ହତ୍ୟା, ଗିରଫ ହେଲା ପୂର୍ବତନ ଚାକର

28 Mar 2022 By The Sakala

ଓଡ଼ିଶା ଭିଜିଲାନ୍‌ସ ଇତିହାସରେ ରେକର୍ଡ: ରେଡ୍‌ ବେଳେ ଜବତ ହେଲା ୧କୋଟି ୩୬ ଲକ୍ଷ ଟଙ୍କା

ଭୁବନେଶ୍ୱର: ଓଡ଼ିଶା ଭିଜିଲାନ୍‌ସ ଇତିହାସରେ ରେଡ୍‌ ବେଳେ ରେକର୍ଡ କ୍ୟାସ ଜବତ । ମାଲକାନଗିରି ଅଧୀକ୍ଷଣ ଯନ୍ତ୍ରୀ ଆଶିଷ ଦାସଙ୍କ ଘରେ ରେଡ୍‌ ବେଳେ ୧କୋଟି ୩୬ ଲକ୍ଷ ଟଙ୍କା ଜବତ ହୋଇଛି । ଯାହା ରାଜ୍ୟରେ ରେକର୍ଡ । ଏଥିସହ ୧୨ଶହ ଗ୍ରାମ ସୁନା ଓ ୪କୋଟି ଟଙ୍କାର ବ୍ୟାଙ୍କ ଜମା ଠାବ କରାଯାଇଛି । ଆଜି ଚତୁର୍ଥ ଦିନରେ ଆଶିଷ ଦାସଙ୍କ ମାଲକାନଗିରି ଓ କଟକ ତ୍ରିଶୁଳିଆ ସ୍ଥିତ ଘରେ ଭିଜିଲାନ୍‌ସ ରେଡ୍ କରୁଛି ।

ସର୍ଚ୍ଚ ବେଳେ ୧କୋଟି ୧୫ଲକ୍ଷ ଟଙ୍କା ଓ ୬୩୨ ଗ୍ରାମ ସୁନା ଜବତ କରାଯାଇଛି । ପୂର୍ବରୁ ମାଲକାନଗିରିରୁ ୨୧ଲକ୍ଷ ୭୫ହଜାର ଟଙ୍କା ଓ ୬୦୨ ଗ୍ରାମ ସୁନା ଜବତ ହୋଇଥିଲା । ଏସବୁକୁ ମିଶାଇଲେ ମୋଟ୍‌ ୧କୋଟି ୩୬ ଲକ୍ଷ ଟଙ୍କା ଜବତ ହୋଇଛି । ଯାହା ରାଜ୍ୟ ଭିଜିଲାନ୍‌ସ ଇତିହାସରେ ସର୍ବାଧିକ । ରେଡ୍‌ ବେଳେ ୧୨ଟି ବ୍ୟାଙ୍କ ଆକାଉଣ୍ଟ ନେଇ ଯାଞ୍ଚ କରାଯାଇଛି । ଆହୁରି ଅନେକ ବ୍ୟାଙ୍କ ଆକାଉଣ୍ଟ ଓ ୨ଟି ବ୍ୟାଙ୍କ ଲକରରେ ଯାଞ୍ଚ ହେବ। ତେଣୁ ଜବତ ସଂପତ୍ତି ପରିମାଣ ଆଗକୁ ଆହୁରି ବଢିପାରେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର