ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଲେ ବିଏମସିର ୨ ଟ୍ଯାକ୍ସ କଲେକ୍ଟର

The Sakala Picture
Published On

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ବିଏମସିର ୨ ଟ୍ଯାକ୍ସ କଲେକ୍ଟର । ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଧରାପଡ଼ିଥିବା ୨ ଟ୍ଯାକ୍ସ କଲେକ୍ଟର ହେଲେ ୨୩ ନମ୍ବର ୱାର୍ଡର ଟ୍ଯାକ୍ସ କଲେକ୍ଟର ହେମନ୍ତ ସାହୁ  ଓ ବିଏମସିର ପୂର୍ବତନ ଟ୍ଯାକ୍ସ କଲେକ୍ଟର ଯୋଗେନ୍ଦ୍ର ପ୍ରଧାନ। ହୋଲ୍ଡିଂ ଟ୍ଯାକ୍ସ ହ୍ରାସ ପାଇଁ ୧୫ ହଜାର ଟଙ୍କା ନେଉଥିଲେ। ଉଭୟଙ୍କ ନାଁରେ ଭୁବନେଶ୍ବର ଭିଜିଲାନ୍ସ ଡିଭିଜନରେ ମାମଲା ରୁଜୁ କରାଯାଇଛି। ୨ ଜଣଙ୍କୁ ଭିଜିଲାନ୍ସ […]

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ବିଏମସିର ୨ ଟ୍ଯାକ୍ସ କଲେକ୍ଟର । ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଧରାପଡ଼ିଥିବା ୨ ଟ୍ଯାକ୍ସ କଲେକ୍ଟର ହେଲେ ୨୩ ନମ୍ବର ୱାର୍ଡର ଟ୍ଯାକ୍ସ କଲେକ୍ଟର ହେମନ୍ତ ସାହୁ  ଓ ବିଏମସିର ପୂର୍ବତନ ଟ୍ଯାକ୍ସ କଲେକ୍ଟର ଯୋଗେନ୍ଦ୍ର ପ୍ରଧାନ। ହୋଲ୍ଡିଂ ଟ୍ଯାକ୍ସ ହ୍ରାସ ପାଇଁ ୧୫ ହଜାର ଟଙ୍କା ନେଉଥିଲେ। ଉଭୟଙ୍କ ନାଁରେ ଭୁବନେଶ୍ବର ଭିଜିଲାନ୍ସ ଡିଭିଜନରେ ମାମଲା ରୁଜୁ କରାଯାଇଛି। ୨ ଜଣଙ୍କୁ ଭିଜିଲାନ୍ସ ଅଟର ରଖି ଭିଜିଲାନ୍ସ ପଚରା ଉଚରା କରୁଛି।

ଆହୁରି ପଢ଼ନ୍ତୁ: ଗୁଆହାଟୀରେ ଚାଞ୍ଚଲ୍ୟ: ସ୍ତ୍ରୀକୁ ନିର୍ମମ ହତ୍ୟା କରି ଫ୍ରିଜ୍‌ରେ କଟାମୁଣ୍ଡ ରଖିଲା ସ୍ୱାମୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର