ବାଲି ବୋଝେଇ ଟିପରରେ ଗଞ୍ଜେଇ ଚୋରା ଚାଲାଣ, ୪୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

The Sakala Picture
Published On

କୋରାପୁଟ: କୋରାପୁଟ ଜିଲା ଲମତାପୁଟରେ ବାଲି ବୋଝେଇ ଟିପରରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ପାଡ଼ୁଆ ପୁଲିସ ଉକ୍ତ ଟିପରକୁ ଜବତ କରିଛି । ତେବେ ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ପ୍ରାୟ ୪୫ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଘଟଣାରେ ପାଡୁଆ ଥାନା ପୁଲିସ ଜଣଙ୍କୁ ଗିରଫ କରିଛି । ଗିରଫ ବ୍ଯକ୍ତି ଜଣଙ୍କ ଲମାତାପୁଟ ବ୍ଲକର ଚନ୍ଦ୍ର ପାଙ୍ଗି ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, କୋରାପୁଟ ଏସପିଙ୍କ ନିର୍ଦ୍ଦେଶ କ୍ରମେ […]

କୋରାପୁଟ: କୋରାପୁଟ ଜିଲା ଲମତାପୁଟରେ ବାଲି ବୋଝେଇ ଟିପରରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ପାଡ଼ୁଆ ପୁଲିସ ଉକ୍ତ ଟିପରକୁ ଜବତ କରିଛି । ତେବେ ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ପ୍ରାୟ ୪୫ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଘଟଣାରେ ପାଡୁଆ ଥାନା ପୁଲିସ ଜଣଙ୍କୁ ଗିରଫ କରିଛି । ଗିରଫ ବ୍ଯକ୍ତି ଜଣଙ୍କ ଲମାତାପୁଟ ବ୍ଲକର ଚନ୍ଦ୍ର ପାଙ୍ଗି ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ବୁଲନ୍ଦସହରରେ ଚାଞ୍ଚଲ୍ୟ: ଜଙ୍ଗଲରୁ ମିଳିଲା ଦିଅର, ଭାଉଜ ଓ ୪ ବର୍ଷର କୁନି ଝିଅର ମୃତଦେହ, ପ୍ରେମ ସମ୍ପର୍କକୁ ନେଇ ସନ୍ଦେହ

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ବିଡ୍‌ରେ ଲଜ୍ଜା: ୧୭ ବର୍ଷୀୟା ବିବାହିତାଙ୍କୁ ଅପହରଣ ପରେ ଦୁଷ୍କର୍ମ, ରାତିସାରା ଖୁଣ୍ଟରେ ବାନ୍ଧିଲା ଅଭିଯୁକ୍ତ

ସୂଚନା ଅନୁଯାୟୀ, କୋରାପୁଟ ଏସପିଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ଏସ.ଡି.ପି.ଓଙ୍କ ତତ୍ତ୍ଵାବଧନରେ ପଡୁଆ ଥାନା ଅଧିକାରୀ ପାଡୁଆ ଡାକ ବଙ୍ଗଳା ନିକଟରେ ନାକାବନ୍ଦି କରିଥିଲେ । ଦ୍ରୁତ ଗତିରେ ଆସୁଥିବା ଏକ ଟିପରକୁ  ପୁଲିସ ଅଟକାଇଥିଲା । ପ୍ରାୟ ଏକ ଘଣ୍ଟା ଧରି ଟିପରକୁ ଯାଞ୍ଚ କରିବାରୁ କିଛି ବି ସୁରାଗ ପାଇନଥିଲା ପୁଲିସ । ଶେଷରେ ଟିପର ଡାଲାରେ ଥିବା ବାଲିକୁ ଖାଲି କରିବା ପରେ ପ୍ରାୟ ସାଢେ଼ ୪ କ୍ଵିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିଥିଲା ପୁଲିସ। ଯାହାର ମୂଲ୍ୟ ୪୫ଲକ୍ଷରୁ ଅଧିକ ହେବ ବୋଲି ପୁଲିସ ସୂଚନା ଦେଇଛି । ଅଭିଯୁକ୍ତ ଏହି ଅଞ୍ଚଳରୁ ଅନେକ ଥର ଗଞ୍ଜେଇ ଚୋରା ଚାଲଣ କରୁଥିବା ସ୍ବୀକାର କରିଛି।

ଆହୁରି ପଢ଼ନ୍ତୁ:  ଆସନ୍ତା ୨୮ରେ ୧୫୮ତମ ବାର୍ ଆସୋସିଏସନ୍ ନିର୍ବାଚନ: ମତାଧିକାର ସାବ୍ୟସ୍ତ କରିବେ ୩୮ ହଜାରରୁ ଅଧିକ ଭୋଟର

24 Feb 2021 By The Sakala

ବାଲି ବୋଝେଇ ଟିପରରେ ଗଞ୍ଜେଇ ଚୋରା ଚାଲାଣ, ୪୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

କୋରାପୁଟ: କୋରାପୁଟ ଜିଲା ଲମତାପୁଟରେ ବାଲି ବୋଝେଇ ଟିପରରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ପାଡ଼ୁଆ ପୁଲିସ ଉକ୍ତ ଟିପରକୁ ଜବତ କରିଛି । ତେବେ ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ପ୍ରାୟ ୪୫ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଘଟଣାରେ ପାଡୁଆ ଥାନା ପୁଲିସ ଜଣଙ୍କୁ ଗିରଫ କରିଛି । ଗିରଫ ବ୍ଯକ୍ତି ଜଣଙ୍କ ଲମାତାପୁଟ ବ୍ଲକର ଚନ୍ଦ୍ର ପାଙ୍ଗି ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, କୋରାପୁଟ ଏସପିଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ଏସ.ଡି.ପି.ଓଙ୍କ ତତ୍ତ୍ଵାବଧନରେ ପଡୁଆ ଥାନା ଅଧିକାରୀ ପାଡୁଆ ଡାକ ବଙ୍ଗଳା ନିକଟରେ ନାକାବନ୍ଦି କରିଥିଲେ । ଦ୍ରୁତ ଗତିରେ ଆସୁଥିବା ଏକ ଟିପରକୁ  ପୁଲିସ ଅଟକାଇଥିଲା । ପ୍ରାୟ ଏକ ଘଣ୍ଟା ଧରି ଟିପରକୁ ଯାଞ୍ଚ କରିବାରୁ କିଛି ବି ସୁରାଗ ପାଇନଥିଲା ପୁଲିସ । ଶେଷରେ ଟିପର ଡାଲାରେ ଥିବା ବାଲିକୁ ଖାଲି କରିବା ପରେ ପ୍ରାୟ ସାଢେ଼ ୪ କ୍ଵିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିଥିଲା ପୁଲିସ। ଯାହାର ମୂଲ୍ୟ ୪୫ଲକ୍ଷରୁ ଅଧିକ ହେବ ବୋଲି ପୁଲିସ ସୂଚନା ଦେଇଛି । ଅଭିଯୁକ୍ତ ଏହି ଅଞ୍ଚଳରୁ ଅନେକ ଥର ଗଞ୍ଜେଇ ଚୋରା ଚାଲଣ କରୁଥିବା ସ୍ବୀକାର କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର