ରକ୍ଷାବନ୍ଧନ ପୂର୍ବରୁ ଆକାଉଣ୍ଟକୁ ଆସିବ ଇପିଏଫ୍‌ ସୁଧହାର

The Sakala Picture
Published On

ନୂଆଦିଲ୍ଲୀ : କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ) ସଦସ୍ୟଙ୍କ ପାଇଁ ଭଲ ଖବର। ଏଥର ରକ୍ଷାବନ୍ଧନ ପୂର୍ବରୁ ସଂଗଠନ ସଦସ୍ୟଙ୍କ ଅାକାଉଣ୍ଟକୁ ସୁଧ ହାର ବାବଦ ଅର୍ଥ ଜମା କରିବାକୁ ଯାଉଛି। ଏ ନେଇ ପ୍ରସ୍ତୁତି ଶେଷ ହୋଇସାରିଛି। ଏହାଦ୍ବାରା ଦେଶର ସାଢ଼େ ୬ କୋଟିରୁ ଧିକ ଇପିଏଫଓ ସଦସ୍ୟ ଉପକୃତ ହେବେ ବୋଲି ଜଣାଯାଇଛି। ଏଠାରେ ସୂଚନାଯୋଗ୍ୟ ଯେ, ୨୦୨୨-୨୩ ଆର୍ଥିକବର୍ଷ ପାଇଁ ସଂଗଠନ ପୂର୍ବରୁ ୮.୧୫ ପ୍ରତିଶତ ସୁଧ ହାର ଘୋଷଣା କରିସାରିଛି। […]

ନୂଆଦିଲ୍ଲୀ : କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ) ସଦସ୍ୟଙ୍କ ପାଇଁ ଭଲ ଖବର। ଏଥର ରକ୍ଷାବନ୍ଧନ ପୂର୍ବରୁ ସଂଗଠନ ସଦସ୍ୟଙ୍କ ଅାକାଉଣ୍ଟକୁ ସୁଧ ହାର ବାବଦ ଅର୍ଥ ଜମା କରିବାକୁ ଯାଉଛି। ଏ ନେଇ ପ୍ରସ୍ତୁତି ଶେଷ ହୋଇସାରିଛି। ଏହାଦ୍ବାରା ଦେଶର ସାଢ଼େ ୬ କୋଟିରୁ ଧିକ ଇପିଏଫଓ ସଦସ୍ୟ ଉପକୃତ ହେବେ ବୋଲି ଜଣାଯାଇଛି। ଏଠାରେ ସୂଚନାଯୋଗ୍ୟ ଯେ, ୨୦୨୨-୨୩ ଆର୍ଥିକବର୍ଷ ପାଇଁ ସଂଗଠନ ପୂର୍ବରୁ ୮.୧୫ ପ୍ରତିଶତ ସୁଧ ହାର ଘୋଷଣା କରିସାରିଛି। ସୁଧ ଟଙ୍କା ଉଭୟ ବେସରକାରୀ ଏବଂ ସରକାରୀ କର୍ମଚାରୀଙ୍କ ବ୍ୟାଙ୍କ ଖାତାକୁ ଯିବ। ଯଦିଓ ଏ ପର୍ଯ୍ୟନ୍ତ ଇପିଏଫଓ ପକ୍ଷରୁ ଏ ନେଇ କୌଣସି ଘୋଷଣା ହୋଇନାହିଁ।

ଆହୁରି ପଢ଼ନ୍ତୁ: ଇରାନ ଯୁଦ୍ଧର ପ୍ରଭାବ; ଭଡ଼ା ବଢ଼ାଇବ ଏୟାର ଇଣ୍ଡିଆ, ୩ଟି ପର୍ଯ୍ୟାୟରେ ବିମାନ ଭଡ଼ା ବଢ଼ାଇବାକୁ ନିଷ୍ପତ୍ତି

ହସ୍ତଗତ ରିପୋର୍ଟ ଅନୁଯାୟୀ, ଆସନ୍ତା ସୋମବାର ଇପିଏଫ ଏ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ କରିବାକୁ ଯାଉଛି। ନିକଟରେ ଇପିଏଫଓ ଜମା ଉପରେ ସୁଧ ହାର ବୃଦ୍ଧି କରିଥିଲା। ସୁଧହାର ଘୋଷଣା ସରିଯାଇଥିଲେ ସୁଦ୍ଧା କର୍ମଚାରୀମାନେ ବର୍ତ୍ତମାନ ପର୍ଯ୍ୟନ୍ତ ସୁଧ ଟଙ୍କା ଆକାଉଣ୍ଟରେ ପାଇବାରେ ସକ୍ଷମ ହୋଇନାହାଁନ୍ତି। ରିପୋର୍ଟ ଅନୁଯାୟୀ, ଇପିଏଫ୍ଓ ଚଳିତମାସରେ ସୁଧ ଟଙ୍କାକୁ କର୍ମଚାରୀଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରିବାକୁ ପ୍ରସ୍ତୁତି ସମ୍ପୂର୍ଣ୍ଣ କରିସାରିଛି। ସଦସ୍ୟମାନେ ସେମାନଙ୍କ ଆକାଉଣ୍ଟର ସ୍ଥିତି ଜାଣିବା ପାଇଁ ଇପିଏଫ୍‌ଓରେ ନିଜର ପଞ୍ଜୀକୃତ ମୋବାଇଲ ନମ୍ବରରୁ ଏସ୍ଏମ୍ଏସ୍ ପଠାଇପାରିବେ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଯୁଦ୍ଧର ନିଆଁ: ବ୍ୟାରେଲ ପିଛା ୧୦୦ ଡଲାର ଟପିଲା ଅଶୋଧିତ ତୈଳ ଦର, ଖସିଲା ଟଙ୍କାର ମୂଲ୍ୟ

24 Aug 2023 By The Sakala

ରକ୍ଷାବନ୍ଧନ ପୂର୍ବରୁ ଆକାଉଣ୍ଟକୁ ଆସିବ ଇପିଏଫ୍‌ ସୁଧହାର

ନୂଆଦିଲ୍ଲୀ : କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ) ସଦସ୍ୟଙ୍କ ପାଇଁ ଭଲ ଖବର। ଏଥର ରକ୍ଷାବନ୍ଧନ ପୂର୍ବରୁ ସଂଗଠନ ସଦସ୍ୟଙ୍କ ଅାକାଉଣ୍ଟକୁ ସୁଧ ହାର ବାବଦ ଅର୍ଥ ଜମା କରିବାକୁ ଯାଉଛି। ଏ ନେଇ ପ୍ରସ୍ତୁତି ଶେଷ ହୋଇସାରିଛି। ଏହାଦ୍ବାରା ଦେଶର ସାଢ଼େ ୬ କୋଟିରୁ ଧିକ ଇପିଏଫଓ ସଦସ୍ୟ ଉପକୃତ ହେବେ ବୋଲି ଜଣାଯାଇଛି। ଏଠାରେ ସୂଚନାଯୋଗ୍ୟ ଯେ, ୨୦୨୨-୨୩ ଆର୍ଥିକବର୍ଷ ପାଇଁ ସଂଗଠନ ପୂର୍ବରୁ ୮.୧୫ ପ୍ରତିଶତ ସୁଧ ହାର ଘୋଷଣା କରିସାରିଛି। ସୁଧ ଟଙ୍କା ଉଭୟ ବେସରକାରୀ ଏବଂ ସରକାରୀ କର୍ମଚାରୀଙ୍କ ବ୍ୟାଙ୍କ ଖାତାକୁ ଯିବ। ଯଦିଓ ଏ ପର୍ଯ୍ୟନ୍ତ ଇପିଏଫଓ ପକ୍ଷରୁ ଏ ନେଇ କୌଣସି ଘୋଷଣା ହୋଇନାହିଁ।

ହସ୍ତଗତ ରିପୋର୍ଟ ଅନୁଯାୟୀ, ଆସନ୍ତା ସୋମବାର ଇପିଏଫ ଏ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ କରିବାକୁ ଯାଉଛି। ନିକଟରେ ଇପିଏଫଓ ଜମା ଉପରେ ସୁଧ ହାର ବୃଦ୍ଧି କରିଥିଲା। ସୁଧହାର ଘୋଷଣା ସରିଯାଇଥିଲେ ସୁଦ୍ଧା କର୍ମଚାରୀମାନେ ବର୍ତ୍ତମାନ ପର୍ଯ୍ୟନ୍ତ ସୁଧ ଟଙ୍କା ଆକାଉଣ୍ଟରେ ପାଇବାରେ ସକ୍ଷମ ହୋଇନାହାଁନ୍ତି। ରିପୋର୍ଟ ଅନୁଯାୟୀ, ଇପିଏଫ୍ଓ ଚଳିତମାସରେ ସୁଧ ଟଙ୍କାକୁ କର୍ମଚାରୀଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରିବାକୁ ପ୍ରସ୍ତୁତି ସମ୍ପୂର୍ଣ୍ଣ କରିସାରିଛି। ସଦସ୍ୟମାନେ ସେମାନଙ୍କ ଆକାଉଣ୍ଟର ସ୍ଥିତି ଜାଣିବା ପାଇଁ ଇପିଏଫ୍‌ଓରେ ନିଜର ପଞ୍ଜୀକୃତ ମୋବାଇଲ ନମ୍ବରରୁ ଏସ୍ଏମ୍ଏସ୍ ପଠାଇପାରିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp