ଆଇଏମ୍ଏଫ୍ ଆକଳନ: ‘ଓମିକ୍ରନ୍’ ପାଇଁ ବିଗିଡ଼ିବ ବିଶ୍ବ ଅର୍ଥନୀତି

The Sakala Picture
Published On

ନୂଆଦିଲ୍ଲୀ: କରୋନାର ନୂତନ ଭାରିଆଣ୍ଟ ‘ଓମିକ୍ରନ୍’ ପୁଣିଥରେ ବିଶ୍ବ ଅର୍ଥନୀତି ପାଇଁ ନକାରାତ୍ମକ କାର୍ଯ୍ୟ କରିବ। ଏହି କାରଣରୁ ବିଶ୍ବ ଅର୍ଥନୀତିରେ ଅବନତି ଘଟିପାରେ ବୋଲି ବର୍ତ୍ତମାନ ଏକ ଭୟ ସୃଷ୍ଟି ହୋଇଛି । ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଟାଲିନା ଜର୍ଜିଭା କହିଛନ୍ତି ଯେ, ଓମିକ୍ରନ୍ ଭାରିଆଣ୍ଟ ବିଶ୍ବ ଅର୍ଥନୀତିରେ ଆଇଏମ୍ଏଫ୍ର ଦୃଷ୍ଟିକୋଣକୁ ହ୍ରାସ କରିପାରେ। ଓମିକ୍ରନ୍‌ ଅତି ଶୀଘ୍ର ବିସ୍ତାର ଲାଭ କରିପାରେ। ଏହି କାରଣରୁ ଆମେ ବିଶ୍ବ ଅଭିବୃଦ୍ଧି […]

ନୂଆଦିଲ୍ଲୀ: କରୋନାର ନୂତନ ଭାରିଆଣ୍ଟ ‘ଓମିକ୍ରନ୍’ ପୁଣିଥରେ ବିଶ୍ବ ଅର୍ଥନୀତି ପାଇଁ ନକାରାତ୍ମକ କାର୍ଯ୍ୟ କରିବ। ଏହି କାରଣରୁ ବିଶ୍ବ ଅର୍ଥନୀତିରେ ଅବନତି ଘଟିପାରେ ବୋଲି ବର୍ତ୍ତମାନ ଏକ ଭୟ ସୃଷ୍ଟି ହୋଇଛି । ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଟାଲିନା ଜର୍ଜିଭା କହିଛନ୍ତି ଯେ, ଓମିକ୍ରନ୍ ଭାରିଆଣ୍ଟ ବିଶ୍ବ ଅର୍ଥନୀତିରେ ଆଇଏମ୍ଏଫ୍ର ଦୃଷ୍ଟିକୋଣକୁ ହ୍ରାସ କରିପାରେ। ଓମିକ୍ରନ୍‌ ଅତି ଶୀଘ୍ର ବିସ୍ତାର ଲାଭ କରିପାରେ। ଏହି କାରଣରୁ ଆମେ ବିଶ୍ବ ଅଭିବୃଦ୍ଧି ନେଇ ଅକ୍ଟୋବରରେ କରିଥିବା ଆକଳନରେ ହ୍ରାସ ଘଟାଉଛୁ। ଜର୍ଜିଭା କହିଛନ୍ତି ଯେ ଓମିକ୍ରନ୍ ପୂର୍ବରୁ ମଧ୍ୟ ଡେଲଟା ଭାରିଆଣ୍ଟର ନକାରାତ୍ମକ ପ୍ରଭାବ ଯୋଗୁ ବିଶ୍ବ ଅଭିବୃଦ୍ଧି ମନ୍ଥରତା ରହିବା ନେଇ ଆଇଏମ୍ଏଫ୍ ଚିନ୍ତିତ ଥିଲା । ଏଥିଯୋଗୁ ଆମେରିକା ଏବଂ ଚାଇନାରେ ସାମଗ୍ରୀ ଉତ୍ପାଦନରେ ବିଳମ୍ବ ଘଟିଛି। ଅକ୍ଟୋବରରେ ଆଇଏମ୍ଏଫ୍ ଆକଳନ କରିଥିଲା ଯେ, ବିକଶିତ ଅର୍ଥନୀତି ଥିବା ରାଷ୍ଟ୍ରଗୁଡିକ ୨୦୨୨ରେ କରେନା ମହାମାରୀ ପୂର୍ବରୁ ସେମାନଙ୍କର ଉତ୍ପାଦନକୁ ପୁନସଂସ୍ଥାପିତ କରିପାରିବେ ।

ଆହୁରି ପଢ଼ନ୍ତୁ: ହାଣ୍ଡିଶାଳରେ ଯୁଦ୍ଧର ପ୍ରଭାବ; ଲିଟର ପିଛା ୫ରୁ୧୦ ଟଙ୍କା ବଢ଼ିଲା ଖାଇବା ତେଲ ଦାମ୍

05 Dec 2021 By The Sakala

ଆଇଏମ୍ଏଫ୍ ଆକଳନ: ‘ଓମିକ୍ରନ୍’ ପାଇଁ ବିଗିଡ଼ିବ ବିଶ୍ବ ଅର୍ଥନୀତି

ନୂଆଦିଲ୍ଲୀ: କରୋନାର ନୂତନ ଭାରିଆଣ୍ଟ ‘ଓମିକ୍ରନ୍’ ପୁଣିଥରେ ବିଶ୍ବ ଅର୍ଥନୀତି ପାଇଁ ନକାରାତ୍ମକ କାର୍ଯ୍ୟ କରିବ। ଏହି କାରଣରୁ ବିଶ୍ବ ଅର୍ଥନୀତିରେ ଅବନତି ଘଟିପାରେ ବୋଲି ବର୍ତ୍ତମାନ ଏକ ଭୟ ସୃଷ୍ଟି ହୋଇଛି । ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଟାଲିନା ଜର୍ଜିଭା କହିଛନ୍ତି ଯେ, ଓମିକ୍ରନ୍ ଭାରିଆଣ୍ଟ ବିଶ୍ବ ଅର୍ଥନୀତିରେ ଆଇଏମ୍ଏଫ୍ର ଦୃଷ୍ଟିକୋଣକୁ ହ୍ରାସ କରିପାରେ। ଓମିକ୍ରନ୍‌ ଅତି ଶୀଘ୍ର ବିସ୍ତାର ଲାଭ କରିପାରେ। ଏହି କାରଣରୁ ଆମେ ବିଶ୍ବ ଅଭିବୃଦ୍ଧି ନେଇ ଅକ୍ଟୋବରରେ କରିଥିବା ଆକଳନରେ ହ୍ରାସ ଘଟାଉଛୁ। ଜର୍ଜିଭା କହିଛନ୍ତି ଯେ ଓମିକ୍ରନ୍ ପୂର୍ବରୁ ମଧ୍ୟ ଡେଲଟା ଭାରିଆଣ୍ଟର ନକାରାତ୍ମକ ପ୍ରଭାବ ଯୋଗୁ ବିଶ୍ବ ଅଭିବୃଦ୍ଧି ମନ୍ଥରତା ରହିବା ନେଇ ଆଇଏମ୍ଏଫ୍ ଚିନ୍ତିତ ଥିଲା । ଏଥିଯୋଗୁ ଆମେରିକା ଏବଂ ଚାଇନାରେ ସାମଗ୍ରୀ ଉତ୍ପାଦନରେ ବିଳମ୍ବ ଘଟିଛି। ଅକ୍ଟୋବରରେ ଆଇଏମ୍ଏଫ୍ ଆକଳନ କରିଥିଲା ଯେ, ବିକଶିତ ଅର୍ଥନୀତି ଥିବା ରାଷ୍ଟ୍ରଗୁଡିକ ୨୦୨୨ରେ କରେନା ମହାମାରୀ ପୂର୍ବରୁ ସେମାନଙ୍କର ଉତ୍ପାଦନକୁ ପୁନସଂସ୍ଥାପିତ କରିପାରିବେ ।

https://www.thesakala.in/business/imf-estimates-the-global-economy-will-be-in-shambles-for-omicron/article-7371
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp