ବିନା ଇଣ୍ଟରନେଟରେ ଗୁଗୁଲ୍‌ ମ୍ୟାପ୍‌ରେ ହୋଇପାରିବ ଲୋକେସନ୍ ସେୟାର

The Sakala Picture
Published On

ନୂଆଦିଲ୍ଲୀ : ସାରା ଦୁନିଆର ବଡ଼ ବଡ଼ କମ୍ପାନୀଗୁଡିକ ସମ୍ପ୍ରତି ସେମାନଙ୍କର ଆପ୍ସ ଏବଂ ସେବାଗୁଡିକୁ ଅପଡେଟ୍‌ କରୁଛନ୍ତି। ବର୍ତ୍ତମାନ ଗୁଗୁଲ୍‌ ଆପରେ ଏକ ଧମଦାର ଫିଚର ସାମ୍ନାକୁ ଆସୁଛି। ଏହି ଫିଚର ସାଟେଲାଇଟ କନେକ୍ଟିଭିଟିକୁ ଆହୁରି ଉନ୍ନତ କରିବ। ରିପୋର୍ଟ ମୁତାବକ, ଡିଭାଇସ୍‌ରେ ସେଲ୍ୟୁଲାରର ନେଟୱର୍କ ଏବଂ ୱାଇ-ଫାଇ ନ ଥିବା କାରଣରୁ ଗୁଗୁଲ୍‌ ମ୍ୟାପର ସାଟେଲାଇଟ କନେକ୍ଟିଭିଟି ଫିଚରର ସାହାଯ୍ୟ ନିଆଯାଇପାରିବ। ଗୁଗୁଲ ଆପ୍ସ ସାଟେଲାଇଟ କନେକ୍ଟିଭିଟି ଫିଚରର ବିଟା ଭର୍ଜସ୍‌ ଆରମ୍ଭ କରିଛି। […]

ନୂଆଦିଲ୍ଲୀ : ସାରା ଦୁନିଆର ବଡ଼ ବଡ଼ କମ୍ପାନୀଗୁଡିକ ସମ୍ପ୍ରତି ସେମାନଙ୍କର ଆପ୍ସ ଏବଂ ସେବାଗୁଡିକୁ ଅପଡେଟ୍‌ କରୁଛନ୍ତି। ବର୍ତ୍ତମାନ ଗୁଗୁଲ୍‌ ଆପରେ ଏକ ଧମଦାର ଫିଚର ସାମ୍ନାକୁ ଆସୁଛି। ଏହି ଫିଚର ସାଟେଲାଇଟ କନେକ୍ଟିଭିଟିକୁ ଆହୁରି ଉନ୍ନତ କରିବ। ରିପୋର୍ଟ ମୁତାବକ, ଡିଭାଇସ୍‌ରେ ସେଲ୍ୟୁଲାରର ନେଟୱର୍କ ଏବଂ ୱାଇ-ଫାଇ ନ ଥିବା କାରଣରୁ ଗୁଗୁଲ୍‌ ମ୍ୟାପର ସାଟେଲାଇଟ କନେକ୍ଟିଭିଟି ଫିଚରର ସାହାଯ୍ୟ ନିଆଯାଇପାରିବ। ଗୁଗୁଲ ଆପ୍ସ ସାଟେଲାଇଟ କନେକ୍ଟିଭିଟି ଫିଚରର ବିଟା ଭର୍ଜସ୍‌ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: ଟ୍ରମ୍ପ୍‌ଙ୍କ ନୂଆ ଶୁଳ୍କ ବୋମା: ଜେନେରିକ୍ ଔଷଧ ଉପରେ ୨୦୦% ଟାରିଫ୍‌

ଏହି ଅପଡେଟର ଖାସ କଥା ହେଉଛି, ୟୁଜର୍ସ ଗୁଗୁଲ୍‌ ମ୍ୟାପରେ ହିଁ ନିଜ ଲୋକେସନ ସେୟାର କରିପାରିବେ। ଯେଉଁ ଅଞ୍ଚଳରେ ମୋବାଇଲ ନେଟୱର୍କର ସମସ୍ୟା ରହିଛି, ସେଠାରେ ଏହି ଫିଚର ବହୁମାତ୍ରାରେ ଲାଭଦାୟକ ପ୍ରମାଣିତ ହେବ। ମିଡିଆ ରିପୋର୍ଟ ମୁତାବକ, ୟୁଜର୍ସ ଖୁବ ଶୀଘ୍ର ଏହି ଅପଡେଟ ବ୍ୟବହାର କରିପାରିବେ। ୟୁଜର୍ସ ୧୫ ମିନିଟ୍‌ ପରେ ଗୁଗୁଲ ମ୍ୟାପରେ ଲୋକେସନ ସେୟାର କରିପାରିବେ, ହେଲେ ଏହି ସୁବିଧା ସେମାନଙ୍କୁ ମାତ୍ର ୫ ଥର ମିଳିବ। ଏହାକୁ ଏପର୍ଯ୍ୟନ୍ତ ଆଣ୍ଡ୍ରଏଡ୍‌ ଡିଭାଇସ ସହ ଯୋଡାଯାଇନାହିଁ। ଗୁଗୁଲ ମ୍ୟାପରେ ସାଟେଲାଇଟ୍‌ କନେକ୍ଟିଭିଟି କୌଣସି ମଧ୍ୟ ଜରୁରୀ ସ୍ଥିତିରେ ଉପଯୋଗୀ ପ୍ରମାଣିତ ହେବ।

ଆହୁରି ପଢ଼ନ୍ତୁ: ଟୋଲ୍ ପ୍ଲାଜାର ୨୦ କି.ମି ପରିଧିରେ ରହୁଥିଲେ ‘ଲୋକାଲ୍ ପାସ୍’, ରାଜମାର୍ଗଯାତ୍ରା ଆପ୍‌ରେ କରିହେବ ଆବେଦନ...

24 Apr 2024 By The Sakala

ବିନା ଇଣ୍ଟରନେଟରେ ଗୁଗୁଲ୍‌ ମ୍ୟାପ୍‌ରେ ହୋଇପାରିବ ଲୋକେସନ୍ ସେୟାର

ନୂଆଦିଲ୍ଲୀ : ସାରା ଦୁନିଆର ବଡ଼ ବଡ଼ କମ୍ପାନୀଗୁଡିକ ସମ୍ପ୍ରତି ସେମାନଙ୍କର ଆପ୍ସ ଏବଂ ସେବାଗୁଡିକୁ ଅପଡେଟ୍‌ କରୁଛନ୍ତି। ବର୍ତ୍ତମାନ ଗୁଗୁଲ୍‌ ଆପରେ ଏକ ଧମଦାର ଫିଚର ସାମ୍ନାକୁ ଆସୁଛି। ଏହି ଫିଚର ସାଟେଲାଇଟ କନେକ୍ଟିଭିଟିକୁ ଆହୁରି ଉନ୍ନତ କରିବ। ରିପୋର୍ଟ ମୁତାବକ, ଡିଭାଇସ୍‌ରେ ସେଲ୍ୟୁଲାରର ନେଟୱର୍କ ଏବଂ ୱାଇ-ଫାଇ ନ ଥିବା କାରଣରୁ ଗୁଗୁଲ୍‌ ମ୍ୟାପର ସାଟେଲାଇଟ କନେକ୍ଟିଭିଟି ଫିଚରର ସାହାଯ୍ୟ ନିଆଯାଇପାରିବ। ଗୁଗୁଲ ଆପ୍ସ ସାଟେଲାଇଟ କନେକ୍ଟିଭିଟି ଫିଚରର ବିଟା ଭର୍ଜସ୍‌ ଆରମ୍ଭ କରିଛି।

ଏହି ଅପଡେଟର ଖାସ କଥା ହେଉଛି, ୟୁଜର୍ସ ଗୁଗୁଲ୍‌ ମ୍ୟାପରେ ହିଁ ନିଜ ଲୋକେସନ ସେୟାର କରିପାରିବେ। ଯେଉଁ ଅଞ୍ଚଳରେ ମୋବାଇଲ ନେଟୱର୍କର ସମସ୍ୟା ରହିଛି, ସେଠାରେ ଏହି ଫିଚର ବହୁମାତ୍ରାରେ ଲାଭଦାୟକ ପ୍ରମାଣିତ ହେବ। ମିଡିଆ ରିପୋର୍ଟ ମୁତାବକ, ୟୁଜର୍ସ ଖୁବ ଶୀଘ୍ର ଏହି ଅପଡେଟ ବ୍ୟବହାର କରିପାରିବେ। ୟୁଜର୍ସ ୧୫ ମିନିଟ୍‌ ପରେ ଗୁଗୁଲ ମ୍ୟାପରେ ଲୋକେସନ ସେୟାର କରିପାରିବେ, ହେଲେ ଏହି ସୁବିଧା ସେମାନଙ୍କୁ ମାତ୍ର ୫ ଥର ମିଳିବ। ଏହାକୁ ଏପର୍ଯ୍ୟନ୍ତ ଆଣ୍ଡ୍ରଏଡ୍‌ ଡିଭାଇସ ସହ ଯୋଡାଯାଇନାହିଁ। ଗୁଗୁଲ ମ୍ୟାପରେ ସାଟେଲାଇଟ୍‌ କନେକ୍ଟିଭିଟି କୌଣସି ମଧ୍ୟ ଜରୁରୀ ସ୍ଥିତିରେ ଉପଯୋଗୀ ପ୍ରମାଣିତ ହେବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp