ବାଣିଜ୍ୟ
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
ଇରାନ ଯୁଦ୍ଧର ପ୍ରଭାବ; ଭଡ଼ା ବଢ଼ାଇବ ଏୟାର ଇଣ୍ଡିଆ, ୩ଟି ପର୍ଯ୍ୟାୟରେ ବିମାନ ଭଡ଼ା ବଢ଼ାଇବାକୁ ନିଷ୍ପତ୍ତି
Published On
By Madhusudan Das
ନୂଆଦିଲ୍ଲୀ: ମଧ୍ୟ ପ୍ରାଚ୍ୟ ସଙ୍କଟ ମଧ୍ୟରେ ଏୟାର ଇଣ୍ଡିଆ ଏହାର ଭଡ଼ା ବୃଦ୍ଧି କରିବ । ବିମାନ କମ୍ପାନୀ ଘରୋଇ ବିମାନ ଟିକଟ ଉପରେ ଇନ୍ଧନ ସରଚାର୍ଜ ଲାଗୁ କରିବ। ଇରାନ୍ ଯୁଦ୍ଧ ଯୋଗୁଁ ବିମାନ ଟର୍ବାଇନ୍ ଇନ୍ଧନ (ଏଟିଏଫ୍)ର ମୂଲ୍ୟ ବୃଦ୍ଧି ପରେ, ଏୟାର ଇଣ୍ଡିଆ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ ମାର୍ଚ୍ଚ ୧୨ରୁ...
ହାଣ୍ଡିଶାଳରେ ଯୁଦ୍ଧର ପ୍ରଭାବ; ଲିଟର ପିଛା ୫ରୁ୧୦ ଟଙ୍କା ବଢ଼ିଲା ଖାଇବା ତେଲ ଦାମ୍
Published On
By Madhusudan Das
ଭୁବନେଶ୍ୱର: ଖାଉଟିଙ୍କୁ ଝଟକା । ରୋଷେଇ ଘରେ ମହଙ୍ଗା ମାଡ । ଗ୍ୟାସ ପରେ ବଢ଼ିଲା ଖାଇବା ତେଲ । ହାଣ୍ଡିଶାଳରେ ପଡ଼ିଲାଣି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ । ବଜାରରେ ବୃଦ୍ଧି ପାଉଛି ଖାଇବା ତେଲ ଦର । କିଛିଦିନ ତଳେ ରିଫାଇନ୍ ତେଲ ଲିଟର ୧୬୦ଟଙ୍କାରେ ବିକ୍ରି ହେଉଥିବା ବେଳେ ଦୁଇଦିନ ହେଲା ଲିଟର...
ମଧ୍ୟପ୍ରାଚ୍ୟରେ ଯୁଦ୍ଧର ନିଆଁ: ବ୍ୟାରେଲ ପିଛା ୧୦୦ ଡଲାର ଟପିଲା ଅଶୋଧିତ ତୈଳ ଦର, ଖସିଲା ଟଙ୍କାର ମୂଲ୍ୟ
Published On
By Madhusudan Das
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ ଅନ୍ତର୍ଜାତୀୟ ତୈଳ ଦରରେ ଆଶାତୀତ ବୃଦ୍ଧି ଘଟିଛି। ଗତ ୪ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୦୦ ଡଲାର ପାର କରିଛି। ବର୍ତ୍ତମାନ ଅନ୍ତର୍ଜାତୀୟ ବଜାରରେ ଏହା ବ୍ୟାରେଲ ପିଛା ୧୧୦ ଡଲାରରେ କାରବାର କରୁଛି। ଗତ ଶୁକ୍ରବାର ଠାରୁ...
ଟ୍ରମ୍ପଙ୍କୁ 'ସୁପ୍ରିମ୍' ଝଟକା: ଟାରିଫ୍ ରଦ୍ଦ କଲେ ଆମେରିକା ସୁପ୍ରିମକୋର୍ଟ; କହିଲେ, ରାଷ୍ଟ୍ରପତିଙ୍କର ନାହିଁ ଟାରିଫ୍ ଲଗାଇବାର କ୍ଷମତା
Published On
By Madhusudan Das
ୱାଶିଂଟନ(ଏଜେନ୍ସି): ମନଇଚ୍ଛା ଶୁଳ୍କ ଲଗାଇ ବିଶ୍ବରେ ଅସ୍ଥିରତା ସୃଷ୍ଟି କରିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ‘ସୁପ୍ରିମ’ ପ୍ରହାର ବାଜିଛି। ବିଶ୍ବବ୍ୟାପୀ ଟ୍ରମ୍ପ ଲଗାଇଥିବା ଶୁଳ୍କ ତଥା ଟାରିଫକୁ ଶୁକ୍ରବାର ଆମେରିକାର ସର୍ବୋଚ୍ଚ ଅଦାଲତ ରଦ୍ଦ କରିଦେଇଛନ୍ତି। ଅନ୍ୟ ଦେଶ ଉପରେ ଲଗା ଯାଇଥିବା ଏହି ଶୁଳ୍କକୁ ବେଆଇନ ଦର୍ଶାଇବା ସହିତ ଶୁଳ୍କ ଲଗାଇବାର କୌଣସି...
ସେୟାର ବଜାରରେ ହାହାକାର: ଗୋଟିଏ ଦିନରେ ନିବେଶକ ହରାଇଲେ ୭ ଲକ୍ଷ କୋଟି, ଜାଣନ୍ତୁ କାରଣ
Published On
By Suryakanta
ବିଗତ ତିନି ଦିନର କ୍ରମାଗତ ଅଭିବୃଦ୍ଧି ପରେ ଗୁରୁବାର ଭାରତୀୟ ସେୟାର ବଜାରରେ ବଡ଼ ଧରଣର ହ୍ରାସ ଘଟିଛି। କାରବାର ଶେଷ ବେଳକୁ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (BSE) ସେନ୍ସେକ୍ସ ଏବଂ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ (NSE) ନିଫ୍ଟି ରେଡ୍ ମାର୍କରେ ବନ୍ଦ ହୋଇଛି। ଏହି ଅଚାନକ ହ୍ରାସ ଯୋଗୁଁ ନିବେଶକମାନଙ୍କର ପ୍ରାୟ ୭ ଲକ୍ଷ...
ଏପ୍ରିଲ ପହିଲାରୁ ବଡ଼ ପରିବର୍ତ୍ତନ: ପାନ୍ କାର୍ଡଠାରୁ ସେୟାର ବଜାର ନିୟମାବଳୀ ଯାଏଁ ସବୁ ବଦଳିବ
Published On
By Madhusudan Das
ନୂଆଦିଲ୍ଲୀ:ନୂତନ ଆର୍ଥିକ ବର୍ଷ ଏପ୍ରିଲ ପହିଲାରୁ କାର୍ଯ୍ୟକାରୀ ହେବାକୁ ଯାଉଥିବା ଅନେକ ପ୍ରମୁଖ ଆୟକର ଏବଂ ଆର୍ଥିକ ନିୟମାବଳୀ ସରକାର କେତେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଘୋଷଣା କରିଛନ୍ତି। ୨୦୨୬ ବଜେଟରେ ପାନ୍ କାର୍ଡ ବ୍ୟବହାର, ନଗଦ କାରବାର, ପିଲାମାନଙ୍କ ଶିକ୍ଷା ପାଇଁ ଟିକସ ଛାଡ଼, ନିବେଶ-ସଂଯୁକ୍ତ ଟିକସ ଏବଂ ସେୟାର ବଜାର ନିୟମାବଳୀ ସମେତ ଅନେକ...
ଭାରତ ହାତରୁ ଖସିଲା, ଚୀନ୍ ହାତେଇଲା: ଶସ୍ତା ରୁଷିଆ ତୈଳ ଆମଦାନୀରେ ଡ୍ରାଗନର ନୂଆ ରେକର୍ଡ
Published On
By Suryakanta
ଭାରତ ରୁଷିଆରୁ ତୈଳ ଆମଦାନୀ ହ୍ରାସ କରିବା ପରେ ଚୀନ୍ ଏହାର ଭରପୂର ଫାଇଦା ଉଠାଇଛି। ୨୦୨୬ ଫେବୃଆରୀ ମାସରେ ଚୀନ୍ର ରୁଷିଆ ତୈଳ ଆମଦାନୀ ଏକ ନୂତନ ରେକର୍ଡ ସ୍ତରରେ ପହଞ୍ଚିଛି। ରିପୋର୍ଟ ଅନୁଯାୟୀ, ଚୀନ୍ ଏହି ମାସରେ ଦୈନିକ ପ୍ରାୟ ୨ ନିୟୁତ ବ୍ୟାରେଲରୁ ଅଧିକ ତୈଳ ଆମଦାନୀ କରିବାକୁ ଯାଉଛି, ଯାହାକି...
ଚାଇନିଜ୍ ରୋବୋ-ଡଗ୍’ ବିବାଦ: ଏଆଇ ସମ୍ମିଳନୀରୁ ଷ୍ଟଲ୍ ହଟାଇଲା ଗାଲଗୋଟିଆସ୍ ବିଶ୍ୱବିଦ୍ୟାଳୟ
Published On
By Madhusudan Das
ନୂଆଦିଲ୍ଲୀ: ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଚାଲିଥିବା 'ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬'ରେ ଏକ ବଡ଼ ଧରଣର ବିବାଦ ଦେଖିବାକୁ ମିଳିଛି। ‘ଚାଇନିଜ୍ ରୋବୋ-ଡଗ୍’ କୁ ନିଜର ଉଦ୍ଭାବନ ବୋଲି ଦାବି କରି ବିବାଦ ଘେରକୁ ଆସିଥିବା Galgotias University (ଗାଲଗୋଟିଆସ୍ ବିଶ୍ୱବିଦ୍ୟାଳୟ) ଶେଷରେ ନିଜର ଷ୍ଟଲ୍ ଖାଲି କରିଛି। ବୁଧବାର ଦିନ ବିଶ୍ୱବିଦ୍ୟାଳୟର କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନେ...
କୋଚିନ୍ ସିପିୟାର୍ଡକୁ ମିଳିଲା ୫,୦୦୦ କୋଟିର ବଡ଼ ଅର୍ଡର, ରକେଟ୍ ଭଳି ବଢ଼ିଲା ସେୟାର ଦର
Published On
By Suryakanta
ସରକାରୀ ପ୍ରତିରକ୍ଷା କମ୍ପାନୀ କୋଚିନ୍ ସିପିୟାର୍ଡ (Cochin Shipyard) ପାଇଁ ମଙ୍ଗଳବାର ଦିନଟି ବେଶ୍ ଲାଭଦାୟକ ସାବ୍ୟସ୍ତ ହୋଇଛି। କମ୍ପାନୀକୁ ଭାରତୀୟ ନୌସେନା ପକ୍ଷରୁ ଏକ ବିଶାଳ ଅର୍ଡର ମିଳିବା ପରେ ଏହାର ସେୟାର ମୂଲ୍ୟରେ ବଡ଼ ଧରଣର ବୃଦ୍ଧି ଘଟିଛି। ଷ୍ଟକ୍ ମାର୍କେଟରେ କମ୍ପାନୀର ସେୟାର ପ୍ରାୟ ୭% ପର୍ଯ୍ୟନ୍ତ ବୃଦ୍ଧି ପାଇଛି।
୫,୦୦୦...
ଷ୍ଟକ୍ ବ୍ରୋକରଙ୍କ ପାଇଁ ବ୍ୟାଙ୍କ ଋଣ ନିୟମ କଡ଼ାକଡ଼ି କଲା RBI; ଏପ୍ରିଲ୍ ୧ରୁ ଲାଗୁ ହେବ ନୂଆ ଗାଇଡଲାଇନ୍
Published On
By Suryakanta
ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଷ୍ଟକ୍ ବ୍ରୋକର ଏବଂ ଅନ୍ୟାନ୍ୟ କ୍ୟାପିଟାଲ ମାର୍କେଟ୍ ମଧ୍ୟସ୍ଥିଙ୍କୁ ଦିଆଯାଉଥିବା ବ୍ୟାଙ୍କ ଋଣ ଉପରେ ନିୟମ କଡ଼ାକଡ଼ି କରିଛି। ଆର୍ଥିକ ସ୍ଥିରତା ବଜାୟ ରଖିବା ଏବଂ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ବିପଦ ହ୍ରାସ କରିବା ଲକ୍ଷ୍ୟରେ ଆରବିଆଇ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଏହି ନୂତନ ନିୟମ ଆସନ୍ତା ଏପ୍ରିଲ୍ ୧...
ଡିଜିଟାଲ୍ ଠକେଇ ବିରୁଦ୍ଧରେ ବଡ଼ ଢାଲ 'ସାଇବର ବୀମା'
Published On
By Madhusudan Das
ନୂଆଦିଲ୍ଲୀ: ଆଜିର ଦୁନିଆରେ, ଡିଜିଟାଲ୍ ପେମେଣ୍ଟ ଆମ ଦୈନନ୍ଦିନ ଜୀବନର ଏକ ଅଂଶ ପାଲଟିଛି। ମୋବାଇଲ୍ ବ୍ୟାଙ୍କିଙ୍ଗ, ୟୁପିଆଇ ଏବଂ ଅନ୍ଲାଇନ୍ କାରବାର ଜିନିଷଗୁଡ଼ିକୁ ସହଜ କରିଛି, କିନ୍ତୁ ଏହା ସହିତ ସାଇବର ଠକେଇର ବିପଦ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। କେତେକ ସମୟରେ ଏକ ଛୋଟ ଅସାବଧାନତା କିମ୍ବା ଏକ ଭୁଲ କ୍ଲିକ୍...
AI ସଙ୍କଟରେ କମ୍ପିଲା ସେୟାର ବଜାର: TCS ଓ Infosys ଧରାଶାୟୀ, ନିବେଶକଙ୍କ ବୁଡ଼ିଲା ଲକ୍ଷେ କୋଟିରୁ ଅଧିକ ଟଙ୍କା
Published On
By Suryakanta
ଆଜି ଭାରତୀୟ ସେୟାର ବଜାର ପାଇଁ ଏକ 'କଳା ଶୁକ୍ରବାର' ସାବ୍ୟସ୍ତ ହୋଇଛି। ବିଶେଷ କରି ଆଇଟି (IT) ସେକ୍ଟରରେ ବଡ଼ ଧରଣର ହ୍ରାସ ପରିଲକ୍ଷିତ ହୋଇଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) କୁ ନେଇ ସୃଷ୍ଟି ହୋଇଥିବା ଭୟ ଏବଂ ଆମେରିକୀୟ ବଜାରର ମାନ୍ଦାବସ୍ଥା ଯୋଗୁଁ ଆଜି ଦେଶର ପ୍ରମୁଖ ଆଇଟି କମ୍ପାନୀଗୁଡ଼ିକର ସେୟାର ମୂଲ୍ୟରେ...



