ମନୋରଞ୍ଜନ

ସଲମାନ ଖାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହଠାତ୍ ଅଦୃଶ୍ୟ, X ପେଜ୍ ସକ୍ରିୟ ଥିବାରୁ ପ୍ରଶଂସକଙ୍କ ମଧ୍ୟରେ ଛନକା
ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା

ସାନ ଭାଇକୁ କୁରାଢୀରେ ପିଟି ହତ୍ଯା କଲା ବଡ ଭାଇ

The Sakala Picture
Published On

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ ଭାଲୁକଚୁଆ ଖଡ଼ିଆସାହିରେ ଅଭାବନୀୟ ଘଟଣା ଘଟିଛି।  ସାନ ଭାଇକୁ କୁରାଢ଼ୀରେ ପିଟି ହତ୍ୟାକରିଛି ବଡ଼ଭାଇ। ମୃତକ ହେଲେ ଭାଲୁକଚୁଆ ଗାଁର ନର ଦେହୁରୀଙ୍କ ସାନ ପୁଅ ଶମ୍ଭୁ ଦେହୁରୀ । ବଡ଼ଭାଇ ରୁହିଆ ଦେହୁରୀ ନିଶାଗ୍ରସ୍ତ ଅବସ୍ଥାରେ ଶୋଇଥିବା ଅବସ୍ଥାରେ ଗତକାଲି ରାତିରେ ଶମ୍ଭୁଙ୍କୁ କୁରାଢ଼ୀରେ ହାଣି ହତ୍ୟା କରିଛି । କାହିଁକି ସାନ ଭାଇକୁ ହତ୍ୟା କଲା ରୁହିଆ । ପ୍ରକୃତ କାରଣ ଅସ୍ପଷ୍ଟ ରହିଛି । […]

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ ଭାଲୁକଚୁଆ ଖଡ଼ିଆସାହିରେ ଅଭାବନୀୟ ଘଟଣା ଘଟିଛି।  ସାନ ଭାଇକୁ କୁରାଢ଼ୀରେ ପିଟି ହତ୍ୟାକରିଛି ବଡ଼ଭାଇ। ମୃତକ ହେଲେ ଭାଲୁକଚୁଆ ଗାଁର ନର ଦେହୁରୀଙ୍କ ସାନ ପୁଅ ଶମ୍ଭୁ ଦେହୁରୀ । ବଡ଼ଭାଇ ରୁହିଆ ଦେହୁରୀ ନିଶାଗ୍ରସ୍ତ ଅବସ୍ଥାରେ ଶୋଇଥିବା ଅବସ୍ଥାରେ ଗତକାଲି ରାତିରେ ଶମ୍ଭୁଙ୍କୁ କୁରାଢ଼ୀରେ ହାଣି ହତ୍ୟା କରିଛି ।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

କାହିଁକି ସାନ ଭାଇକୁ ହତ୍ୟା କଲା ରୁହିଆ । ପ୍ରକୃତ କାରଣ ଅସ୍ପଷ୍ଟ ରହିଛି । ଅଭିଯୁକ୍ତକୁ ଗିରଫ କରିଛି ବେତନଟୀ ଥାନା ପୁଲିସ । ସାଇଣ୍ଟିଫିକ୍ ଟିମ୍ ଓ ପୁଲିସ ହତ୍ୟାକାଣ୍ଡସ୍ଥଳରେ ତଦନ୍ତ କରିଛନ୍ତି ।

ଆହୁରି ପଢ଼ନ୍ତୁ: ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ନେଇ ଆଲର୍ଟ: ଭାରତ ପାଇଁ ଗୀତା ଗୋପୀନାଥଙ୍କ ତିନୋଟି ବଡ଼ ଚେତାବନୀ

13 Jul 2021 By The Sakala

ସାନ ଭାଇକୁ କୁରାଢୀରେ ପିଟି ହତ୍ଯା କଲା ବଡ ଭାଇ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ ଭାଲୁକଚୁଆ ଖଡ଼ିଆସାହିରେ ଅଭାବନୀୟ ଘଟଣା ଘଟିଛି।  ସାନ ଭାଇକୁ କୁରାଢ଼ୀରେ ପିଟି ହତ୍ୟାକରିଛି ବଡ଼ଭାଇ। ମୃତକ ହେଲେ ଭାଲୁକଚୁଆ ଗାଁର ନର ଦେହୁରୀଙ୍କ ସାନ ପୁଅ ଶମ୍ଭୁ ଦେହୁରୀ । ବଡ଼ଭାଇ ରୁହିଆ ଦେହୁରୀ ନିଶାଗ୍ରସ୍ତ ଅବସ୍ଥାରେ ଶୋଇଥିବା ଅବସ୍ଥାରେ ଗତକାଲି ରାତିରେ ଶମ୍ଭୁଙ୍କୁ କୁରାଢ଼ୀରେ ହାଣି ହତ୍ୟା କରିଛି ।

କାହିଁକି ସାନ ଭାଇକୁ ହତ୍ୟା କଲା ରୁହିଆ । ପ୍ରକୃତ କାରଣ ଅସ୍ପଷ୍ଟ ରହିଛି । ଅଭିଯୁକ୍ତକୁ ଗିରଫ କରିଛି ବେତନଟୀ ଥାନା ପୁଲିସ । ସାଇଣ୍ଟିଫିକ୍ ଟିମ୍ ଓ ପୁଲିସ ହତ୍ୟାକାଣ୍ଡସ୍ଥଳରେ ତଦନ୍ତ କରିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର