ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ ପରଲୋକ

The Sakala Picture
Published On

ଭୁବନେଶ୍ୱର: ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ ପରଲୋକ । ୬୩ ବର୍ଷ ବୟସରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ସୁନାପଞ୍ଜୁରୀ ଫିଲ୍ମର `ପୁଚୁକି ଗାଲି’ ଗୀତ ତାଙ୍କ ସଙ୍ଗୀତ ନିର୍ଦ୍ଦେଶନାର ସୃଷ୍ଟି ହୋଇଥିବା ଅଭୁଲା ଗୀତ । ୬ ଫେବ୍ରୁଆରୀ  ୧୯୫୮ରେ ଜନ୍ମଗ୍ରହଣ କରିଥିଲେ ସେ । ବୁଲୁ ଭାଇ ଭାବେ ସମସ୍ତଙ୍କର ଅତି ପରିଚିତ ଥିଲେ ଅମରେନ୍ଦ୍ର ମହାନ୍ତି । ବହୁ ଖ୍ୟାତନାମା ସଂଗୀତଜ୍ଞଙ୍କ ସହ କାମ କରିଛନ୍ତି । ଅକ୍ଷୟ ମହାନ୍ତିଙ୍କ […]

ଭୁବନେଶ୍ୱର: ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ ପରଲୋକ । ୬୩ ବର୍ଷ ବୟସରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ସୁନାପଞ୍ଜୁରୀ ଫିଲ୍ମର `ପୁଚୁକି ଗାଲି’ ଗୀତ ତାଙ୍କ ସଙ୍ଗୀତ ନିର୍ଦ୍ଦେଶନାର ସୃଷ୍ଟି ହୋଇଥିବା ଅଭୁଲା ଗୀତ । ୬ ଫେବ୍ରୁଆରୀ  ୧୯୫୮ରେ ଜନ୍ମଗ୍ରହଣ କରିଥିଲେ ସେ । ବୁଲୁ ଭାଇ ଭାବେ ସମସ୍ତଙ୍କର ଅତି ପରିଚିତ ଥିଲେ ଅମରେନ୍ଦ୍ର ମହାନ୍ତି । ବହୁ ଖ୍ୟାତନାମା ସଂଗୀତଜ୍ଞଙ୍କ ସହ କାମ କରିଛନ୍ତି । ଅକ୍ଷୟ ମହାନ୍ତିଙ୍କ ଠାରୁ ଆରମ୍ଭ କରି ଅନେକଙ୍କ ସହ କାମ କରିଛନ୍ତି ସେ  । ଅମରେନ୍ଦ୍ରଙ୍କ ଦେହାନ୍ତ ସଙ୍ଗୀତ ଜଗତରେ ଅପୂରଣୀୟ କ୍ଷତି ସୃଷ୍ଟି କରିଛି ।

ଆହୁରି ପଢ଼ନ୍ତୁ: ଭାରତକୁ ବିପଦରେ ପକାଇଛି ସୌର ଝଡ଼; ପ୍ରବଳ ରେଡିଓ ବ୍ଲାକ୍‌ ଆଉଟ୍‌ ନେଇ ଇସ୍ରୋର ଚେତାବନୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp