ଭିଜିଲାନ୍ସ ଜାଲରେ ଆରଡି ଡିଭିଜନ ସହକାରୀ ଯନ୍ତ୍ରୀ

The Sakala Picture
Published On

ନୟାଗଡ଼: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୟାଗଡ଼ ରଣପୁର ଆରଡି ଡିଭିଜନ ସହକାରୀ ଯନ୍ତ୍ରୀ ଋଷିନାଥ ବରାଳଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଖୋର୍ଦ୍ଧା, ନୟାଗଡ଼ ଢେଙ୍କାନାଳର ୪ଟି ସ୍ଥାନରେ ଏକକାଳୀନ ୪ଟି ଟିମ୍ ଚଢ଼ାଉ କରୁଛନ୍ତି । ଚଢାଉରେ ୪ ଜଣ ଡିଏସପିଙ୍କ ସମେତ ୮ ଇନ୍ସପେକ୍ଟର ରହିଛନ୍ତି । ମିଳିଥିବା ସୂଚନା ଅନୁସାରେ ଋଷିନାଥଙ୍କ ନାଁରେ ଗୋଟିଏ ପ୍ଲଟ୍, ଗୋଟିଏ ଚାରିଚକିଆ, ଗୋଟିଏ ବାଇକ୍ ଓ ୧ ଲକ୍ଷ ୩୦ ହଜାର ନଗଦ […]

ନୟାଗଡ଼: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୟାଗଡ଼ ରଣପୁର ଆରଡି ଡିଭିଜନ ସହକାରୀ ଯନ୍ତ୍ରୀ ଋଷିନାଥ ବରାଳଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଖୋର୍ଦ୍ଧା, ନୟାଗଡ଼ ଢେଙ୍କାନାଳର ୪ଟି ସ୍ଥାନରେ ଏକକାଳୀନ ୪ଟି ଟିମ୍ ଚଢ଼ାଉ କରୁଛନ୍ତି । ଚଢାଉରେ ୪ ଜଣ ଡିଏସପିଙ୍କ ସମେତ ୮ ଇନ୍ସପେକ୍ଟର ରହିଛନ୍ତି । ମିଳିଥିବା ସୂଚନା ଅନୁସାରେ ଋଷିନାଥଙ୍କ ନାଁରେ ଗୋଟିଏ ପ୍ଲଟ୍, ଗୋଟିଏ ଚାରିଚକିଆ, ଗୋଟିଏ ବାଇକ୍ ଓ ୧ ଲକ୍ଷ ୩୦ ହଜାର ନଗଦ ଟଙ୍କା ଜବତ ହୋଇଛି । ତାଙ୍କ ପାଖରେ ଆହୁରି ସ୍ଥାବର ଅସ୍ଥାବର ସମ୍ପତ୍ତି ଠାକ ହୋଇଛି । ଯାହାର ମୂଲ୍ୟ ଆକଳନ କରୁଛନ୍ତି ଭିଜିଲାନ୍ସ ଅଧିକାରୀ ।

ଆହୁରି ପଢ଼ନ୍ତୁ: ଆକାଶଛୁଆଁ ପିଆଜ ଦର: ଖୁଚୁରା ବଜାରରେ କିଲୋ ପିଛା ୭୦ ଟଙ୍କା ଛୁଇଁଲା ଦାମ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର