‘ସ୍ବର୍ଗରଥ‘କୁ ଲୋକାର୍ପିତ କଲେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା

The Sakala Picture
Published On

ପୁରୀ : ଜିଲ୍ଲାପାଳ ସମର୍ଥ ବର୍ମା ସ୍ବର୍ଗରଥକୁ ଲୋକାର୍ପିତ କରିଛନ୍ତି । ଶବକୁ ସ୍ବର୍ଗଦ୍ବାର ପର୍ଯ୍ୟନ୍ତ ଆଣିବା ନିମନ୍ତେ ଏହା ବାହାକ ଭାବେ କାର୍ଯ୍ୟ କରିବ । ପୁରୀ ପୌରଞ୍ଚଳ ଓ ପୌରାଞ୍ଚଳ ସୀମାର ୧୦ କିଲୋମିଟର ମଧ୍ୟରେ ଏହି ସେବା ଉପଲବ୍ଧ ହେବ । ପୌରାଞ୍ଚଳ ମଧ୍ୟରେ ୭୦୦ ଓ ପୌରାଞ୍ଚଳ ସୀମାର ୧୦ କିଲୋମିଟର ମଧ୍ୟରେ ୧୨୦୦ ଟଙ୍କା ଦେବାକୁ ହେବ । ଏଥିନିମନ୍ତେ ୦୬୭୫୨-୨୯୧୨୯୧ ନମ୍ବରକୁ ଫୋନ କରି ଏହି ସେବା ଉପଲବ୍ଧ […]

ପୁରୀ : ଜିଲ୍ଲାପାଳ ସମର୍ଥ ବର୍ମା ସ୍ବର୍ଗରଥକୁ ଲୋକାର୍ପିତ କରିଛନ୍ତି । ଶବକୁ ସ୍ବର୍ଗଦ୍ବାର ପର୍ଯ୍ୟନ୍ତ ଆଣିବା ନିମନ୍ତେ ଏହା ବାହାକ ଭାବେ କାର୍ଯ୍ୟ କରିବ । ପୁରୀ ପୌରଞ୍ଚଳ ଓ ପୌରାଞ୍ଚଳ ସୀମାର ୧୦ କିଲୋମିଟର ମଧ୍ୟରେ ଏହି ସେବା ଉପଲବ୍ଧ ହେବ । ପୌରାଞ୍ଚଳ ମଧ୍ୟରେ ୭୦୦ ଓ ପୌରାଞ୍ଚଳ ସୀମାର ୧୦ କିଲୋମିଟର ମଧ୍ୟରେ ୧୨୦୦ ଟଙ୍କା ଦେବାକୁ ହେବ । ଏଥିନିମନ୍ତେ ୦୬୭୫୨-୨୯୧୨୯୧ ନମ୍ବରକୁ ଫୋନ କରି ଏହି ସେବା ଉପଲବ୍ଧ କରିହେବ । ଓଏମସି ପକ୍ଷରୁ ଏହି ଗାଡି ଯୋଗାଇ ଦିଆଯାଇଛି । ଏହାଦ୍ବାରା ପୁରୀ ପୌରାଞ୍ଚଳର ବାସିନ୍ଦା ଏହି ସବୁଦିନିଆ ସେବା ପାଇପାରିବେ ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଜଳସେଚନ ବିଭାଗର ଅତିରିକ୍ତ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ

ଏଥିସହ ଜିଲ୍ଲାପାଳ ଶବ ସତ୍କାର କ୍ଷେତ୍ରରେ ଉତ୍ତମ ସେବା ଯୋଗାଇ ଦେଇଥିବା ସତ୍କାର ସେବକ ଅଭୟ ନାୟକ, କୈଳାଶ ନାୟକ, ଗଙ୍ଗୁ ନାୟକଙ୍କ ସମେତ ଅନ୍ୟ କନିଷ୍ଠ, ସହାୟକ, ସୁରକ୍ଷା ଓ ପରିମଳ ସେବକଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରିଛନ୍ତି । ଜିଲ୍ଲାପାଳ ବର୍ମା ସ୍ବର୍ଗଦ୍ବାର ବୁଲି ଦେଖିବା ସହ ଜାରି ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । କାର୍ଯ୍ୟକୁ ତ୍ବରାନ୍ବିତ କରି ଯଥାଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅବସରରେ ଉପ ଜିଲ୍ଲାପାଳ ଭବତାରଣ ସାହୁ, ସ୍ବର୍ଗଦ୍ବାର ପରିଚାଳନା କମିଟି ସଭ୍ୟ ସିଦ୍ଧାର୍ଥ ରାୟ, କଟକୀ ମଠ ମହନ୍ତ ବିଜୟ ନାରାୟଣ ରାମାନୁଜ ଦାସଗୁରୁ, ସ୍ବର୍ଗଦ୍ବାରରେ ନିୟୋଜତ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

ଆହୁରି ପଢ଼ନ୍ତୁ: ଆସାମ, କେରଳ ଓ ପୁଡୁଚେରୀରେ ଚାଲିଛି ମତଦାନ, ବିଜେପି ଓ ବିରୋଧୀଙ୍କ ପାଇଁ ବଡ଼ ପରୀକ୍ଷା

04 Nov 2021 By The Sakala

‘ସ୍ବର୍ଗରଥ‘କୁ ଲୋକାର୍ପିତ କଲେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା

ପୁରୀ : ଜିଲ୍ଲାପାଳ ସମର୍ଥ ବର୍ମା ସ୍ବର୍ଗରଥକୁ ଲୋକାର୍ପିତ କରିଛନ୍ତି । ଶବକୁ ସ୍ବର୍ଗଦ୍ବାର ପର୍ଯ୍ୟନ୍ତ ଆଣିବା ନିମନ୍ତେ ଏହା ବାହାକ ଭାବେ କାର୍ଯ୍ୟ କରିବ । ପୁରୀ ପୌରଞ୍ଚଳ ଓ ପୌରାଞ୍ଚଳ ସୀମାର ୧୦ କିଲୋମିଟର ମଧ୍ୟରେ ଏହି ସେବା ଉପଲବ୍ଧ ହେବ । ପୌରାଞ୍ଚଳ ମଧ୍ୟରେ ୭୦୦ ଓ ପୌରାଞ୍ଚଳ ସୀମାର ୧୦ କିଲୋମିଟର ମଧ୍ୟରେ ୧୨୦୦ ଟଙ୍କା ଦେବାକୁ ହେବ । ଏଥିନିମନ୍ତେ ୦୬୭୫୨-୨୯୧୨୯୧ ନମ୍ବରକୁ ଫୋନ କରି ଏହି ସେବା ଉପଲବ୍ଧ କରିହେବ । ଓଏମସି ପକ୍ଷରୁ ଏହି ଗାଡି ଯୋଗାଇ ଦିଆଯାଇଛି । ଏହାଦ୍ବାରା ପୁରୀ ପୌରାଞ୍ଚଳର ବାସିନ୍ଦା ଏହି ସବୁଦିନିଆ ସେବା ପାଇପାରିବେ ।

ଏଥିସହ ଜିଲ୍ଲାପାଳ ଶବ ସତ୍କାର କ୍ଷେତ୍ରରେ ଉତ୍ତମ ସେବା ଯୋଗାଇ ଦେଇଥିବା ସତ୍କାର ସେବକ ଅଭୟ ନାୟକ, କୈଳାଶ ନାୟକ, ଗଙ୍ଗୁ ନାୟକଙ୍କ ସମେତ ଅନ୍ୟ କନିଷ୍ଠ, ସହାୟକ, ସୁରକ୍ଷା ଓ ପରିମଳ ସେବକଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରିଛନ୍ତି । ଜିଲ୍ଲାପାଳ ବର୍ମା ସ୍ବର୍ଗଦ୍ବାର ବୁଲି ଦେଖିବା ସହ ଜାରି ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । କାର୍ଯ୍ୟକୁ ତ୍ବରାନ୍ବିତ କରି ଯଥାଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅବସରରେ ଉପ ଜିଲ୍ଲାପାଳ ଭବତାରଣ ସାହୁ, ସ୍ବର୍ଗଦ୍ବାର ପରିଚାଳନା କମିଟି ସଭ୍ୟ ସିଦ୍ଧାର୍ଥ ରାୟ, କଟକୀ ମଠ ମହନ୍ତ ବିଜୟ ନାରାୟଣ ରାମାନୁଜ ଦାସଗୁରୁ, ସ୍ବର୍ଗଦ୍ବାରରେ ନିୟୋଜତ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର