ଜଳୁଛି କୁଲଡ଼ିହା ସଂରକ୍ଷିତ ଜଙ୍ଗଲ, ୧୦ରୁ ଅଧିକ ଜାଗାରେ ଲାଗିଛି ନିଆଁ

The Sakala Picture
Published On

ନୀଳଗିରି: କୁଲଡିହା ସଂରକ୍ଷିତ ଜଙ୍ଗଲ ବିଷ୍ଣୁପୂର୍ ପାହାଡ଼ରେ ୧୦ରୁ ଅଧିକ ଜାଗାରେ ନିଆଁ ଲାଗିଥିବା ଜଣାପଡ଼ିଛି। ଗୋଟେ ପାହାଡ଼ରୁ ଆଉ ଗୋଟେ ପାହାଡ଼କୁ ନିଆଁ ବ୍ୟାପିବାରେ ଲାଗିଛି। ପାହାଡ଼ରେ ଥିବା ମୂଲ୍ୟବାନ ଗଛପତ୍ର ଜଳି ପୋଡ଼ି ପାଉଁଶ ହୋଇଯାଇଛି। ନିଆଁକୁ ଆୟତ କରିବା ପାଇଁ ବନ ବିଭାଗ ଏବଂ ସବୁଜ ବାହିନୀର ପ୍ରୟାସ ଜାରି ରଖିଛନ୍ତି। ବାରମ୍ବାର ବନବିଭାଗ ମାଇକ ଦ୍ଵାରା ପ୍ରଚାର ପ୍ରସାର କରିବା ସହ ପାହାଡ଼ ଅଞ୍ଚଳରେ ଥିବା ବସ୍ତି ବାସିନ୍ଦାମାନଙ୍କୁ ସଚେତନ କରିବା […]

ନୀଳଗିରି: କୁଲଡିହା ସଂରକ୍ଷିତ ଜଙ୍ଗଲ ବିଷ୍ଣୁପୂର୍ ପାହାଡ଼ରେ ୧୦ରୁ ଅଧିକ ଜାଗାରେ ନିଆଁ ଲାଗିଥିବା ଜଣାପଡ଼ିଛି। ଗୋଟେ ପାହାଡ଼ରୁ ଆଉ ଗୋଟେ ପାହାଡ଼କୁ ନିଆଁ ବ୍ୟାପିବାରେ ଲାଗିଛି। ପାହାଡ଼ରେ ଥିବା ମୂଲ୍ୟବାନ ଗଛପତ୍ର ଜଳି ପୋଡ଼ି ପାଉଁଶ ହୋଇଯାଇଛି। ନିଆଁକୁ ଆୟତ କରିବା ପାଇଁ ବନ ବିଭାଗ ଏବଂ ସବୁଜ ବାହିନୀର ପ୍ରୟାସ ଜାରି ରଖିଛନ୍ତି।

ଆହୁରି ପଢ଼ନ୍ତୁ: ଚାକିରୀ ଦେବାକୁ କହି ୨୫ ଲକ୍ଷ ଟଙ୍କା ଠକେଇ, 420 ମହିଳାଙ୍କୁ ଗିରଫ କଲା ପୋଲିସ

ବାରମ୍ବାର ବନବିଭାଗ ମାଇକ ଦ୍ଵାରା ପ୍ରଚାର ପ୍ରସାର କରିବା ସହ ପାହାଡ଼ ଅଞ୍ଚଳରେ ଥିବା ବସ୍ତି ବାସିନ୍ଦାମାନଙ୍କୁ ସଚେତନ କରିବା ସତ୍ତ୍ୱେ ଦୁର୍ବୃତ୍ତ ମାନେ ଜଙ୍ଗଲରେ ନିଆଁ ଲଗାଉଛନ୍ତି । କାଲି ସନ୍ଧ୍ୟାରେ କେହି ଦୁର୍ବୃତ୍ତ ବିଷ୍ଣୁପୂର ପାହାଡ଼ରେ ନିଆଁ ଲଗାଇଥିବା ଜଣାପଡ଼ିଛି। ଶିକାର କରିବା ଆଶାରେ ଜଙ୍ଗଲରେ ନିଆଁ ଲଗାଇଥିବା ଅନୁମାନ କରାଯାଉଛି। ନିଆଁ ଲାଗିବା ହେତୁ ଲକ୍ଷଲକ୍ଷ ମୂଲ୍ୟବାନ ଗଛ ଜଳିପୋଡ଼ି ନଷ୍ଟ । ତେବେ ବାରମ୍ବାର ଦୁର୍ବୃତ୍ତମାନେ ଜଙ୍ଗଲରେ ନିଆଁ ଲଗାଇବା ହେତୁ ଗାଁ ମୁହାଁ ଏବଂ ସହର ମୁହାଁ ହେଉଛନ୍ତି ଜଙ୍ଗଲରେ ଥିବା ବନ୍ୟଜନ୍ତୁ।

ଆହୁରି ପଢ଼ନ୍ତୁ: ଧାନ ବିକ୍ରି ସମସ୍ୟା ଓ ପ୍ରଶାସନିକ ଅବହେଳା; ରାଷ୍ଟ୍ରପତିଙ୍କ ନିକଟରେ ‘ଇଚ୍ଛାମୃତ୍ୟୁ’ ଆବେଦନ କଲେ ବରଗଡ଼ର ଯୁବଚାଷୀ

31 Mar 2021 By The Sakala

ଜଳୁଛି କୁଲଡ଼ିହା ସଂରକ୍ଷିତ ଜଙ୍ଗଲ, ୧୦ରୁ ଅଧିକ ଜାଗାରେ ଲାଗିଛି ନିଆଁ

ନୀଳଗିରି: କୁଲଡିହା ସଂରକ୍ଷିତ ଜଙ୍ଗଲ ବିଷ୍ଣୁପୂର୍ ପାହାଡ଼ରେ ୧୦ରୁ ଅଧିକ ଜାଗାରେ ନିଆଁ ଲାଗିଥିବା ଜଣାପଡ଼ିଛି। ଗୋଟେ ପାହାଡ଼ରୁ ଆଉ ଗୋଟେ ପାହାଡ଼କୁ ନିଆଁ ବ୍ୟାପିବାରେ ଲାଗିଛି। ପାହାଡ଼ରେ ଥିବା ମୂଲ୍ୟବାନ ଗଛପତ୍ର ଜଳି ପୋଡ଼ି ପାଉଁଶ ହୋଇଯାଇଛି। ନିଆଁକୁ ଆୟତ କରିବା ପାଇଁ ବନ ବିଭାଗ ଏବଂ ସବୁଜ ବାହିନୀର ପ୍ରୟାସ ଜାରି ରଖିଛନ୍ତି।

ବାରମ୍ବାର ବନବିଭାଗ ମାଇକ ଦ୍ଵାରା ପ୍ରଚାର ପ୍ରସାର କରିବା ସହ ପାହାଡ଼ ଅଞ୍ଚଳରେ ଥିବା ବସ୍ତି ବାସିନ୍ଦାମାନଙ୍କୁ ସଚେତନ କରିବା ସତ୍ତ୍ୱେ ଦୁର୍ବୃତ୍ତ ମାନେ ଜଙ୍ଗଲରେ ନିଆଁ ଲଗାଉଛନ୍ତି । କାଲି ସନ୍ଧ୍ୟାରେ କେହି ଦୁର୍ବୃତ୍ତ ବିଷ୍ଣୁପୂର ପାହାଡ଼ରେ ନିଆଁ ଲଗାଇଥିବା ଜଣାପଡ଼ିଛି। ଶିକାର କରିବା ଆଶାରେ ଜଙ୍ଗଲରେ ନିଆଁ ଲଗାଇଥିବା ଅନୁମାନ କରାଯାଉଛି। ନିଆଁ ଲାଗିବା ହେତୁ ଲକ୍ଷଲକ୍ଷ ମୂଲ୍ୟବାନ ଗଛ ଜଳିପୋଡ଼ି ନଷ୍ଟ । ତେବେ ବାରମ୍ବାର ଦୁର୍ବୃତ୍ତମାନେ ଜଙ୍ଗଲରେ ନିଆଁ ଲଗାଇବା ହେତୁ ଗାଁ ମୁହାଁ ଏବଂ ସହର ମୁହାଁ ହେଉଛନ୍ତି ଜଙ୍ଗଲରେ ଥିବା ବନ୍ୟଜନ୍ତୁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର