ବିଶ୍ଵର ପ୍ରଥମ ଖେଳାଳି ଭାବେ ୯ମ ଅଷ୍ଟ୍ରେଲିଆନ ଓପନ ଟାଇଟେଲ ଜିତିଲେ ଜୋକୋଭିକ୍

The Sakala Picture
Published On

ମେଲବର୍ଣ୍ଣ: : ବିଶ୍ବର ପ୍ରଥମ ଖେଳାଳି ଭାବେ ସର୍ବିଆନ ଟେନିସ ଷ୍ଟାର ନୋଭାକ ଜୋକୋଭିକ ନବମ ଥର ପାଇଁ  ଅଷ୍ଟ୍ରେଲିଆନ ଓପନ ଟାଇଟେଲର ବିଜେତା ହୋଇଛନ୍ତି । ପୁରୁଷ ଏକକ ବର୍ଗରେ ଋଷିଆର ଡାନିଲ ମେଡେଭେଡବଙ୍କୁ ୭-୫, ୬-୨, ୬-୨ ସେଟ୍‌ରେ ହରାଇ  ନୋଭାକ ଜୋକୋଭିକ ଚମ୍ପିଆନ ହୋଇଛନ୍ତି। ଏହା ଜୋକଭିକଙ୍କ ନବମ ଅଷ୍ଟ୍ରେଲିଆ ଓପନ ଟାଇଟେଲ ଓ ୧୮ତମ ଗ୍ରାଣ୍ଡସ୍ଲାମ ଟାଇଟେଲ । The Djokovic Dynasty continues 👑@DjokerNole extends his record for most […]

ମେଲବର୍ଣ୍ଣ: : ବିଶ୍ବର ପ୍ରଥମ ଖେଳାଳି ଭାବେ ସର୍ବିଆନ ଟେନିସ ଷ୍ଟାର ନୋଭାକ ଜୋକୋଭିକ ନବମ ଥର ପାଇଁ  ଅଷ୍ଟ୍ରେଲିଆନ ଓପନ ଟାଇଟେଲର ବିଜେତା ହୋଇଛନ୍ତି । ପୁରୁଷ ଏକକ ବର୍ଗରେ ଋଷିଆର ଡାନିଲ ମେଡେଭେଡବଙ୍କୁ ୭-୫, ୬-୨, ୬-୨ ସେଟ୍‌ରେ ହରାଇ  ନୋଭାକ ଜୋକୋଭିକ ଚମ୍ପିଆନ ହୋଇଛନ୍ତି। ଏହା ଜୋକଭିକଙ୍କ ନବମ ଅଷ୍ଟ୍ରେଲିଆ ଓପନ ଟାଇଟେଲ ଓ ୧୮ତମ ଗ୍ରାଣ୍ଡସ୍ଲାମ ଟାଇଟେଲ ।

ଆହୁରି ପଢ଼ନ୍ତୁ: ଅନିଲ ଅମ୍ବାନୀଙ୍କ ରିଲାଏନ୍ସ ପାୱାର ଉପରେ ଇଡିର ଚଢ଼ଉ: ମୁମ୍ବାଇ ଓ ହାଇଦ୍ରାବାଦର ୧୨ଟି ସ୍ଥାନରେ ଚାଲିଛି ତଲାସି

ଫାଇନାଲ ମୁକାବିଲାରେ ଋଷିଆର ଡାନିଲ ମେଡେଭେଡବ ଓ  ସର୍ବିଆନ ଟେନିସ ଷ୍ଟାର ନୋଭାକ ଜୋକୋଭିକ କଡା ମୁକାବିଲାର ଆଶା କରାଯାଉଥିଲା। କାରଣ ଡାନିଲ ମେଡେଭେଡବ ଜଣେ ଦକ୍ଷ ଖେଳାଳି। କିନ୍ତୁ  ସର୍ବିଆନ ଟେନିସ ଷ୍ଟାର ନୋଭାକ ଜୋକୋଭିକ ପ୍ରଥମ ସେଟ୍‌ରୁ ହିଁ ଏକ ତରଫା ଭାବେ ଆଗୁଆ ରହିଚାଲିଲେ। ପ୍ରଥମ ସେଟ୍‌ରୁ ମେଦେଭେଦେଭଙ୍କ ଖରାପ ପ୍ରଦର୍ଶନ ଆରମ୍ଭ ହୋଇଥିଲା। ଶେଷରେ ସେ ଜୋକୋଭିକଙ୍କଠାରୁ ପରାଜିତ ହୋଇଥିଲେ। ଜୋକୋଭିକ୍‌ ଲଗାତାର ୩ୟ ଥର ଏବଂ ସର୍ବାଧିକ ୯ଥର ଅଷ୍ଟ୍ରେଲିଆନ୍‌ ଓପନ ଜିତିବାରେ ବିଶ୍ଵର ପ୍ରଥମ ଖେଳାଳି।

21 Feb 2021 By The Sakala

ବିଶ୍ଵର ପ୍ରଥମ ଖେଳାଳି ଭାବେ ୯ମ ଅଷ୍ଟ୍ରେଲିଆନ ଓପନ ଟାଇଟେଲ ଜିତିଲେ ଜୋକୋଭିକ୍

ମେଲବର୍ଣ୍ଣ: : ବିଶ୍ବର ପ୍ରଥମ ଖେଳାଳି ଭାବେ ସର୍ବିଆନ ଟେନିସ ଷ୍ଟାର ନୋଭାକ ଜୋକୋଭିକ ନବମ ଥର ପାଇଁ  ଅଷ୍ଟ୍ରେଲିଆନ ଓପନ ଟାଇଟେଲର ବିଜେତା ହୋଇଛନ୍ତି । ପୁରୁଷ ଏକକ ବର୍ଗରେ ଋଷିଆର ଡାନିଲ ମେଡେଭେଡବଙ୍କୁ ୭-୫, ୬-୨, ୬-୨ ସେଟ୍‌ରେ ହରାଇ  ନୋଭାକ ଜୋକୋଭିକ ଚମ୍ପିଆନ ହୋଇଛନ୍ତି। ଏହା ଜୋକଭିକଙ୍କ ନବମ ଅଷ୍ଟ୍ରେଲିଆ ଓପନ ଟାଇଟେଲ ଓ ୧୮ତମ ଗ୍ରାଣ୍ଡସ୍ଲାମ ଟାଇଟେଲ ।

ଫାଇନାଲ ମୁକାବିଲାରେ ଋଷିଆର ଡାନିଲ ମେଡେଭେଡବ ଓ  ସର୍ବିଆନ ଟେନିସ ଷ୍ଟାର ନୋଭାକ ଜୋକୋଭିକ କଡା ମୁକାବିଲାର ଆଶା କରାଯାଉଥିଲା। କାରଣ ଡାନିଲ ମେଡେଭେଡବ ଜଣେ ଦକ୍ଷ ଖେଳାଳି। କିନ୍ତୁ  ସର୍ବିଆନ ଟେନିସ ଷ୍ଟାର ନୋଭାକ ଜୋକୋଭିକ ପ୍ରଥମ ସେଟ୍‌ରୁ ହିଁ ଏକ ତରଫା ଭାବେ ଆଗୁଆ ରହିଚାଲିଲେ। ପ୍ରଥମ ସେଟ୍‌ରୁ ମେଦେଭେଦେଭଙ୍କ ଖରାପ ପ୍ରଦର୍ଶନ ଆରମ୍ଭ ହୋଇଥିଲା। ଶେଷରେ ସେ ଜୋକୋଭିକଙ୍କଠାରୁ ପରାଜିତ ହୋଇଥିଲେ। ଜୋକୋଭିକ୍‌ ଲଗାତାର ୩ୟ ଥର ଏବଂ ସର୍ବାଧିକ ୯ଥର ଅଷ୍ଟ୍ରେଲିଆନ୍‌ ଓପନ ଜିତିବାରେ ବିଶ୍ଵର ପ୍ରଥମ ଖେଳାଳି।

https://www.thesakala.in/sports/djokovic-wins-9th-australian-open-title-as-worlds-first-player/article-150
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର