ଜମ୍ମୁ ତୱି ଏକ୍ସପ୍ରେସ ଲାଇନଚ୍ୟୁତ

The Sakala Picture
Published On

ସମ୍ବଲପୁର: ବିଳମ୍ବିତ ରାତିରେ ସମ୍ବଲପୁର ରେଳ ଷ୍ଟେସନ ନିକଟରେ ଜମ୍ମୁ ତୱି ଏକ୍ସପ୍ରେସ ଲାଇନଚ୍ୟୁତ । ସମ୍ବଲପୁର ଷ୍ଟେସନ ନିକଟରେ ଘଟିଛି ଏହି ଅଘଟଣ । ଜମ୍ମୁ ତୱି ଏକ୍ସପ୍ରେସର ପେଣ୍ଟ୍ରିକାର ବଗି ଟ୍ରାକରୁ ଲାଇନଚ୍ୟୁତ ହୋଇଛି । ଗୋଟିଏ ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଲିଛି । ଗାଡିଟି ଖାଲି ଥିବାରୁ କାହାରି କୌଣସି କ୍ଷତି ହୋଇନାହି । ଘଟଣା ସ୍ଥଳରେ ସମ୍ବଲପୁର ରେଳ ବିଭାଗ କମଚାରୀ ପହ| ଟ୍ରାକ ମରାମତି କରି ରେଳ ଚଳାଚଳ […]

ସମ୍ବଲପୁର: ବିଳମ୍ବିତ ରାତିରେ ସମ୍ବଲପୁର ରେଳ ଷ୍ଟେସନ ନିକଟରେ ଜମ୍ମୁ ତୱି ଏକ୍ସପ୍ରେସ ଲାଇନଚ୍ୟୁତ । ସମ୍ବଲପୁର ଷ୍ଟେସନ ନିକଟରେ ଘଟିଛି ଏହି ଅଘଟଣ । ଜମ୍ମୁ ତୱି ଏକ୍ସପ୍ରେସର ପେଣ୍ଟ୍ରିକାର ବଗି ଟ୍ରାକରୁ ଲାଇନଚ୍ୟୁତ ହୋଇଛି । ଗୋଟିଏ ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଲିଛି । ଗାଡିଟି ଖାଲି ଥିବାରୁ କାହାରି କୌଣସି କ୍ଷତି ହୋଇନାହି । ଘଟଣା ସ୍ଥଳରେ ସମ୍ବଲପୁର ରେଳ ବିଭାଗ କମଚାରୀ ପହ| ଟ୍ରାକ ମରାମତି କରି ରେଳ ଚଳାଚଳ ସ୍ବଭାବିକ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା: ଦୁର୍ଘଟଣାରେ ମୃତ୍ୟୁ ବା ସ୍ଥାୟୀ ବିକଳାଙ୍ଗ ହେଲେ ମିଳିବ ୨ ଲକ୍ଷ ଟଙ୍କାର ସହାୟତା ରାଶି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର