ଅନ୍‍ଲାଇନ୍‍ରୁ ଡାଉନ୍‍ଲୋଡ୍‍ କରି ହେଉନି ଡିଏଲ୍‍, ଆର୍‌ସି; ପୁଣି ପ୍ରଚଳନ ହେବ ପ୍ଲାଷ୍ଟିକ୍‍ କାର୍ଡ

The Sakala Picture
Published On

ଭୁବନେଶ୍ୱର : ଲୋକଙ୍କ ସୁବିଧା ପାଇଁ ପରିବହନ ବିଭାଗ ପକ୍ଷରୁ ଅନ୍‍ଲାଇନ୍‍ରେ ଡିଏଲ୍‍ ଏବଂ ଆରସି ସଫ୍ଟ କପି ଡାଉନ୍‍ଲୋଡ୍‍ ବ୍ୟବସ୍ଥା କରାଯାଇଛି। ହେଲେ ଅଧିକାଂଶ ଆବେଦନକାରୀ ଅନ୍‍ଲାଇନ୍‍ରୁ ପିଡିଏଫ୍‍ ଫାଇଲ୍‍ ଡାଉନଲୋଡ୍‍ କରିବାରେ ଅସମର୍ଥ ହେଉଛନ୍ତି। ବିଭାଗ ନିକଟରେ ଏହି ଅଭିଯୋଗ ପହଞ୍ଚିବା ପରେ ନିୟମ ପରିବର୍ତ୍ତନ କରି ପୂର୍ବ ଭଳି ପ୍ଲାଷ୍ଟିକ୍‍ କାର୍ଡ ପ୍ରଚଳନ କରିବା ପାଇଁ ନିଷ୍ପତ୍ତି ହୋଇଛି। ଏଥିପାଇଁ ଗ୍ରାହକଙ୍କୁ ୧୦୦ ଟଙ୍କା ଦେବାକୁ ହେବ। ଜନସାଧାରଣ ଆବେଦନ ସମୟରେ ପ୍ଲାଷ୍ଟିକ୍‍ […]

ଭୁବନେଶ୍ୱର : ଲୋକଙ୍କ ସୁବିଧା ପାଇଁ ପରିବହନ ବିଭାଗ ପକ୍ଷରୁ ଅନ୍‍ଲାଇନ୍‍ରେ ଡିଏଲ୍‍ ଏବଂ ଆରସି ସଫ୍ଟ କପି ଡାଉନ୍‍ଲୋଡ୍‍ ବ୍ୟବସ୍ଥା କରାଯାଇଛି। ହେଲେ ଅଧିକାଂଶ ଆବେଦନକାରୀ ଅନ୍‍ଲାଇନ୍‍ରୁ ପିଡିଏଫ୍‍ ଫାଇଲ୍‍ ଡାଉନଲୋଡ୍‍ କରିବାରେ ଅସମର୍ଥ ହେଉଛନ୍ତି। ବିଭାଗ ନିକଟରେ ଏହି ଅଭିଯୋଗ ପହଞ୍ଚିବା ପରେ ନିୟମ ପରିବର୍ତ୍ତନ କରି ପୂର୍ବ ଭଳି ପ୍ଲାଷ୍ଟିକ୍‍ କାର୍ଡ ପ୍ରଚଳନ କରିବା ପାଇଁ ନିଷ୍ପତ୍ତି ହୋଇଛି। ଏଥିପାଇଁ ଗ୍ରାହକଙ୍କୁ ୧୦୦ ଟଙ୍କା ଦେବାକୁ ହେବ। ଜନସାଧାରଣ ଆବେଦନ ସମୟରେ ପ୍ଲାଷ୍ଟିକ୍‍ କାର୍ଡରେ ଆରସି ଏବଂ ଡିଏଲ୍‍ ପାଇବା ପାଇଁ ଆବେଦନ କରିପାରିବେ। ପୂର୍ବପରି ଡାକ ଜରିଆରେ ଆବେଦନକାରୀଙ୍କ ନିକଟରେ କାର୍ଡ ପହଞ୍ଚିବ। ପ୍ଲାଷ୍ଟିକ୍‍ କାର୍ଡ ଏବଂ ଡାକ ଖର୍ଚ୍ଚ ବାବଦକୁ ଆବେଦନକାରୀ ୧୦୦ ଟଙ୍କା ଦାଖଲ କରିବେ।

ଆହୁରି ପଢ଼ନ୍ତୁ: ପଞ୍ଜାବ ରାଜନୀତିରେ ମହାଭୂକମ୍ପ: ବିଜେପିରେ ମିଶିବା ପରେ ହରଭଜନ ସିଂହଙ୍କ ଘର ବାହାରେ 'ଗଦ୍ଦାର' ଲେଖିଲେ ଆପ୍ କର୍ମୀ

22 Sep 2022 By The Sakala

ଅନ୍‍ଲାଇନ୍‍ରୁ ଡାଉନ୍‍ଲୋଡ୍‍ କରି ହେଉନି ଡିଏଲ୍‍, ଆର୍‌ସି; ପୁଣି ପ୍ରଚଳନ ହେବ ପ୍ଲାଷ୍ଟିକ୍‍ କାର୍ଡ

ଭୁବନେଶ୍ୱର : ଲୋକଙ୍କ ସୁବିଧା ପାଇଁ ପରିବହନ ବିଭାଗ ପକ୍ଷରୁ ଅନ୍‍ଲାଇନ୍‍ରେ ଡିଏଲ୍‍ ଏବଂ ଆରସି ସଫ୍ଟ କପି ଡାଉନ୍‍ଲୋଡ୍‍ ବ୍ୟବସ୍ଥା କରାଯାଇଛି। ହେଲେ ଅଧିକାଂଶ ଆବେଦନକାରୀ ଅନ୍‍ଲାଇନ୍‍ରୁ ପିଡିଏଫ୍‍ ଫାଇଲ୍‍ ଡାଉନଲୋଡ୍‍ କରିବାରେ ଅସମର୍ଥ ହେଉଛନ୍ତି। ବିଭାଗ ନିକଟରେ ଏହି ଅଭିଯୋଗ ପହଞ୍ଚିବା ପରେ ନିୟମ ପରିବର୍ତ୍ତନ କରି ପୂର୍ବ ଭଳି ପ୍ଲାଷ୍ଟିକ୍‍ କାର୍ଡ ପ୍ରଚଳନ କରିବା ପାଇଁ ନିଷ୍ପତ୍ତି ହୋଇଛି। ଏଥିପାଇଁ ଗ୍ରାହକଙ୍କୁ ୧୦୦ ଟଙ୍କା ଦେବାକୁ ହେବ। ଜନସାଧାରଣ ଆବେଦନ ସମୟରେ ପ୍ଲାଷ୍ଟିକ୍‍ କାର୍ଡରେ ଆରସି ଏବଂ ଡିଏଲ୍‍ ପାଇବା ପାଇଁ ଆବେଦନ କରିପାରିବେ। ପୂର୍ବପରି ଡାକ ଜରିଆରେ ଆବେଦନକାରୀଙ୍କ ନିକଟରେ କାର୍ଡ ପହଞ୍ଚିବ। ପ୍ଲାଷ୍ଟିକ୍‍ କାର୍ଡ ଏବଂ ଡାକ ଖର୍ଚ୍ଚ ବାବଦକୁ ଆବେଦନକାରୀ ୧୦୦ ଟଙ୍କା ଦାଖଲ କରିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର