ଜେଲରୁ ବାହାରିଲେ ଆର୍ଯ୍ୟନ

The Sakala Picture
Published On

ମୁମ୍ବାଇ: ଜେଲରୁ ବାହାରିଲେ ଆର୍ଯ୍ୟନ ଖାନ । ୨୮ ଦିନ ଜେଲ କୋଠରୀରେ ରାତି କାଟିବା ପରେ ମୁକ୍ତି ପାଇଛନ୍ତି ଆର୍ଯ୍ୟନ । ଗୁରୁବାର ବମ୍ବେ ହାଇକୋର୍ଟ ବିଚାର କରି ଆର୍ଯ୍ୟନଙ୍କୁ ଜାମିନ ଦେଇଥିଲେ । ଶୁକ୍ରବାର ଜେଲରେ ପ୍ରକ୍ରିୟା ବିଳମ୍ବ ହେବାରୁ ଆର୍ଯ୍ୟନଙ୍କୁ ଆଉ ଗୋଟେ ରାତି ବିତାଇବାକୁ ପଡ଼ିଥିଲା । ଶନିବାର ସକାଳେ ଜେଲ କର୍ତ୍ତୃପକ୍ଷ ଜାମିନ ଆଦେଶ ନେବାକୁ ପ୍ରାୟ ସାଢ଼େ ୫ଟା ସମୟରେ ଆର୍ଥର ରୋଡ ଜେଲ ବାହାରେ ଜାମିନ ବାକ୍ସ […]

ମୁମ୍ବାଇ: ଜେଲରୁ ବାହାରିଲେ ଆର୍ଯ୍ୟନ ଖାନ । ୨୮ ଦିନ ଜେଲ କୋଠରୀରେ ରାତି କାଟିବା ପରେ ମୁକ୍ତି ପାଇଛନ୍ତି ଆର୍ଯ୍ୟନ । ଗୁରୁବାର ବମ୍ବେ ହାଇକୋର୍ଟ ବିଚାର କରି ଆର୍ଯ୍ୟନଙ୍କୁ ଜାମିନ ଦେଇଥିଲେ । ଶୁକ୍ରବାର ଜେଲରେ ପ୍ରକ୍ରିୟା ବିଳମ୍ବ ହେବାରୁ ଆର୍ଯ୍ୟନଙ୍କୁ ଆଉ ଗୋଟେ ରାତି ବିତାଇବାକୁ ପଡ଼ିଥିଲା । ଶନିବାର ସକାଳେ ଜେଲ କର୍ତ୍ତୃପକ୍ଷ ଜାମିନ ଆଦେଶ ନେବାକୁ ପ୍ରାୟ ସାଢ଼େ ୫ଟା ସମୟରେ ଆର୍ଥର ରୋଡ ଜେଲ ବାହାରେ ଜାମିନ ବାକ୍ସ ଖୋଲିଥିଲେ। ଗତକାଲି ଆର୍ଯ୍ୟନ ଖାନଙ୍କ ଜାମିନ ଆଦେଶର କପି ଏହି ବାକ୍ସ ଭିତରେ ରଖାଯାଇଥିଲା। ଆର୍ଯ୍ୟନଙ୍କୁ ନେବାକୁ ଜେଲ ବାହାରେ ଲାଗିଥିଲା ଶାହରୁଖଙ୍କ ଗାଡ଼ିର ଲମ୍ବା ଲାଇନ୍ । ଶାହରୁଖଙ୍କ ବଡ଼ିଗାର୍ଡ ଆର୍ଯ୍ୟନଙ୍କ ଅପେକ୍ଷାରେ ଜେଲ୍ ବାହାରେ ଛିଡ଼ା ହୋଇଥିଲେ । ଆର୍ଯ୍ୟନ ଜେଲ ପରିସରରୁ ବାହାରିବା ପରେ ତାଙ୍କୁ ଶାହରୁଖଙ୍କ ପର୍ସନାଲ ଗାଡ଼ିରେ ଘର ‘ମନ୍ନତ’କୁ ନିଆଯାଇଥିଲା ।

ଆହୁରି ପଢ଼ନ୍ତୁ: ଅସହ୍ୟ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଓଡ଼ିଶା; ଜଳୁଛି ପଶ୍ଚିମରୁ ଉପକୂଳ, ଆହୁରି ୪ ଦିନ ପର୍ଯ୍ୟନ୍ତ ଜାରି ରହିବ ଏପରି ସ୍ଥିତି

30 Oct 2021 By The Sakala

ଜେଲରୁ ବାହାରିଲେ ଆର୍ଯ୍ୟନ

ମୁମ୍ବାଇ: ଜେଲରୁ ବାହାରିଲେ ଆର୍ଯ୍ୟନ ଖାନ । ୨୮ ଦିନ ଜେଲ କୋଠରୀରେ ରାତି କାଟିବା ପରେ ମୁକ୍ତି ପାଇଛନ୍ତି ଆର୍ଯ୍ୟନ । ଗୁରୁବାର ବମ୍ବେ ହାଇକୋର୍ଟ ବିଚାର କରି ଆର୍ଯ୍ୟନଙ୍କୁ ଜାମିନ ଦେଇଥିଲେ । ଶୁକ୍ରବାର ଜେଲରେ ପ୍ରକ୍ରିୟା ବିଳମ୍ବ ହେବାରୁ ଆର୍ଯ୍ୟନଙ୍କୁ ଆଉ ଗୋଟେ ରାତି ବିତାଇବାକୁ ପଡ଼ିଥିଲା । ଶନିବାର ସକାଳେ ଜେଲ କର୍ତ୍ତୃପକ୍ଷ ଜାମିନ ଆଦେଶ ନେବାକୁ ପ୍ରାୟ ସାଢ଼େ ୫ଟା ସମୟରେ ଆର୍ଥର ରୋଡ ଜେଲ ବାହାରେ ଜାମିନ ବାକ୍ସ ଖୋଲିଥିଲେ। ଗତକାଲି ଆର୍ଯ୍ୟନ ଖାନଙ୍କ ଜାମିନ ଆଦେଶର କପି ଏହି ବାକ୍ସ ଭିତରେ ରଖାଯାଇଥିଲା। ଆର୍ଯ୍ୟନଙ୍କୁ ନେବାକୁ ଜେଲ ବାହାରେ ଲାଗିଥିଲା ଶାହରୁଖଙ୍କ ଗାଡ଼ିର ଲମ୍ବା ଲାଇନ୍ । ଶାହରୁଖଙ୍କ ବଡ଼ିଗାର୍ଡ ଆର୍ଯ୍ୟନଙ୍କ ଅପେକ୍ଷାରେ ଜେଲ୍ ବାହାରେ ଛିଡ଼ା ହୋଇଥିଲେ । ଆର୍ଯ୍ୟନ ଜେଲ ପରିସରରୁ ବାହାରିବା ପରେ ତାଙ୍କୁ ଶାହରୁଖଙ୍କ ପର୍ସନାଲ ଗାଡ଼ିରେ ଘର ‘ମନ୍ନତ’କୁ ନିଆଯାଇଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର