ସୂର୍ଯ୍ୟଙ୍କୁ ମୁହଁକରି କାହିଁକି ଫୁଟିଥାଏ ସୂର୍ଯ୍ୟମୁଖୀ

The Sakala Picture
Published On

ବଗିଚାରେ ଭଳିକି ଭଳି ଫୁଟୁଥିବା ରଙ୍ଗବେରଙ୍ଗର ପ୍ରତ୍ୟେକ । ଫୁଲର କିଛି ଭିନ୍ନ ଭିନ୍ନ ବିଶେଷତ୍ଵ ରହିଥିବାବେଳେ ସୂର୍ଯ୍ୟମୁଖୀ ଫୁଲ ବେଶ୍ ସ୍ବତନ୍ତ୍ର ହୋଇଥାଏ | କାରଣ ଏହି ଫୁଲଟି ସବୁବେଳେ ସୂର୍ଯ୍ୟଙ୍କ ଆଡକୁ ହିଁ ମୁହଁ କରି ଫୁଟିଥାଏ | ଫୁଲଟି କାହିଁକି ସୂର୍ଯ୍ୟଙ୍କ ଆଡକୁ ମୁହଁ କରି ରହିଛି ବୋଲି ଅନେକଙ୍କ ମନରେ ପ୍ରଶ୍ନ ଆସେ । ସୂର୍ଯ୍ୟମୁଖୀ ଫୁଲ ଥଣ୍ଡାଦିନ ଅପେକ୍ଷା ଖରାଦିନରେ ଅଧିକ ଫୁଟିଥାଏ। ଏହି ଫୁଲର ବିକାଶ ସେହି କ୍ଷେତ୍ରରେ […]

ବଗିଚାରେ ଭଳିକି ଭଳି ଫୁଟୁଥିବା ରଙ୍ଗବେରଙ୍ଗର ପ୍ରତ୍ୟେକ । ଫୁଲର କିଛି ଭିନ୍ନ ଭିନ୍ନ ବିଶେଷତ୍ଵ ରହିଥିବାବେଳେ ସୂର୍ଯ୍ୟମୁଖୀ ଫୁଲ ବେଶ୍ ସ୍ବତନ୍ତ୍ର ହୋଇଥାଏ | କାରଣ ଏହି ଫୁଲଟି ସବୁବେଳେ ସୂର୍ଯ୍ୟଙ୍କ ଆଡକୁ ହିଁ ମୁହଁ କରି ଫୁଟିଥାଏ | ଫୁଲଟି କାହିଁକି ସୂର୍ଯ୍ୟଙ୍କ ଆଡକୁ ମୁହଁ କରି ରହିଛି ବୋଲି ଅନେକଙ୍କ ମନରେ ପ୍ରଶ୍ନ ଆସେ । ସୂର୍ଯ୍ୟମୁଖୀ ଫୁଲ ଥଣ୍ଡାଦିନ ଅପେକ୍ଷା ଖରାଦିନରେ ଅଧିକ ଫୁଟିଥାଏ।

ଆହୁରି ପଢ଼ନ୍ତୁ: ଯାଜପୁରରେ ଅଘଟଣ: ନଦୀ ପାର ସମୟରେ ବୁଡିଗଲା ଡଙ୍ଗା; ଦୁଇ ନିଖୋଜ, ଦୁଇ ଉଦ୍ଧାର

ଏହି ଫୁଲର ବିକାଶ ସେହି କ୍ଷେତ୍ରରେ ଅଧିକ ହୋଇଥାଏ ଯେଉଁଠାରେ ଖରା ୬ ଘଣ୍ଟାରୁ ଅଧିକ ବାହାରିଥାଏ। ଖରା ସ୍ଥାନରେ ଏହା ଭଲ ଭାବେ ଫୁଟିଥାଏ | ଫୁଟିବା ସମୟରେ ଫୁଲର ମୁହଁ ପୂର୍ବ ଦିଗକୁ ରହିଥାଏ। ସକାଳ ସମୟରୁ ଫୁଲ ପୂର୍ବ ଦିଗକୁ ରହିଥାଏ | ଧୀରେ ଧୀରେ ସୂର୍ଯ୍ୟଙ୍କ ଦିଗ ପରିବର୍ତ୍ତନ ସହ ଫୁଲର ଦିଗ ମଧ୍ୟ ପରିବର୍ତ୍ତନ ହୁଏ। କିନ୍ତୁ ଏହାର କାରଣ କ’ଣ? ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ହେଲିଓ ଟ୍ରେପୋଜିମ୍ କାରଣରୁ ଏହା ହୋଇଥାଏ ।

ଆହୁରି ପଢ଼ନ୍ତୁ: ଅକ୍ଟୋବର ୨୬ ସୁଦ୍ଧା ବାତ୍ୟା ରୂପ ନେଇପାରେ ଲଘୁଚାପ, ୨୮ରେ ଓଡ଼ିଶା-ଆନ୍ଧ୍ର ଉପକୂଳ ଛୁଇଁବା ନେଇ ଆଇଏମଡି ଡିଜିଙ୍କ ସୂଚନା

ଏଥିପାଇଁ ଫୁଲ ସୂର୍ଯ୍ୟଙ୍କୁ ଦେଖ୍ ଦିଗ ପରିବର୍ତ୍ତନ କରେ। ୨୦୧୬ରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଥିଲା ଯେ, ମଣିଷ ଶରୀରରେ ଯେପରି ଜୈବିକ ଘଣ୍ଟା (ବାୟୋଲଜିକାଲ ବ୍ଲକ୍‌) ରହିଛି ଠିକ୍ ସେହିପରି ସୂର୍ଯ୍ୟମୁଖୀ ଫୁଲ ଭିତରେ ଏହି ସ୍ବତନ୍ତ୍ର ବ୍ୟବସ୍ଥା ରହିଛି। ଏହାକୁ ହେଲିଓ ଟ୍ରପୋଜିମ୍ ନାମରେ ନାମିତ କରାଯାଇଛି । ଏହାକୁ ସୂର୍ଯ୍ୟମୁଖୀର ଜୈବିକ ଘଣ୍ଟା ବୋଲି କୁହାଯାଇଥାଏ। ଏହା ସୂର୍ଯ୍ୟ କିରଣକୁ ଚିହ୍ନଟ କରି ଫୁଲକୁ ସେହି ଦିଗକୁ ମୋଡିବା ଲାଗି ପ୍ରେରିତ କରିଥାଏ।

ଆହୁରି ପଢ଼ନ୍ତୁ: ବାତ୍ୟା ଆଶଙ୍କା: ଅକ୍ଟୋବର ୨୮ ଓ ୨୯ ତାରିଖରେ ରାଜ୍ୟର ୫ଟି ଜିଲ୍ଲାରେ ସ୍କୁଲ ଓ କଲେଜ ବନ୍ଦ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର