ବଜାର ପ୍ରବେଶ କଲା ହିରୋ ଗ୍ଲାମର ‘ଏକ୍ସ ୧୨୫’….

The Sakala Picture
Published On

ଭୁବନେଶ୍ବର,: ଏକ୍ସଟ୍ରିମ୍‌ ୧୨୫ଆର୍‌ର ଅତୁଳନୀୟ ସାଫଲ୍ୟ ପରେ ହିରୋ ମୋଟୋକର୍ପ ପକ୍ଷରୁ ନୂତନ ଗ୍ଲାମର ‘ଏକ୍ସ ୧୨୫’ର ବଜାର ପ୍ରବେଶ କରାଯାଇଛି। ଏହା ଭାରତର ସବୁଠାରୁ ଅତ୍ୟାଧୁନିକ ୧୨୫ସିସି ମୋଟରସାଇକେଲ। ଗ୍ଲାମର ବ୍ରାଣ୍ଡର ଷ୍ଟାଇଲ୍ ଓ ଉଦ୍ଭାବନାର ପରମ୍ପରା ଏବଂ ୫୦ ଲକ୍ଷ ସନ୍ତୁଷ୍ଟ ଗ୍ରାହକଙ୍କ ଭରସା ଉପରେ ଭିଭି କରି, ଗ୍ଲାମର ‘ଏକ୍ସ ୧୨୫’ ନିର୍ମାଣ କରାଯାଇଛି। ଏହାର ନୂତନ ଓ ଆକର୍ଷଣୀୟ ଡିଜାଇନ୍, ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା, ଅତୁଳନୀୟ ପରଫରମାନ୍ସ ଏବଂ ଅସାଧାରଣ ସୁବିଧା ବୈଶିଷ୍ଟ୍ୟ […]

ଭୁବନେଶ୍ବର,: ଏକ୍ସଟ୍ରିମ୍‌ ୧୨୫ଆର୍‌ର ଅତୁଳନୀୟ ସାଫଲ୍ୟ ପରେ ହିରୋ ମୋଟୋକର୍ପ ପକ୍ଷରୁ ନୂତନ ଗ୍ଲାମର ‘ଏକ୍ସ ୧୨୫’ର ବଜାର ପ୍ରବେଶ କରାଯାଇଛି। ଏହା ଭାରତର ସବୁଠାରୁ ଅତ୍ୟାଧୁନିକ ୧୨୫ସିସି ମୋଟରସାଇକେଲ। ଗ୍ଲାମର ବ୍ରାଣ୍ଡର ଷ୍ଟାଇଲ୍ ଓ ଉଦ୍ଭାବନାର ପରମ୍ପରା ଏବଂ ୫୦ ଲକ୍ଷ ସନ୍ତୁଷ୍ଟ ଗ୍ରାହକଙ୍କ ଭରସା ଉପରେ ଭିଭି କରି, ଗ୍ଲାମର ‘ଏକ୍ସ ୧୨୫’ ନିର୍ମାଣ କରାଯାଇଛି। ଏହାର ନୂତନ ଓ ଆକର୍ଷଣୀୟ ଡିଜାଇନ୍, ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା, ଅତୁଳନୀୟ ପରଫରମାନ୍ସ ଏବଂ ଅସାଧାରଣ ସୁବିଧା ବୈଶିଷ୍ଟ୍ୟ ଗୁଡ଼ିକ ନୂତନ ଯୁଗର ଉଚ୍ଚକାଂକ୍ଷୀ ଚାଳକର ପ୍ରୟୋଜନଗୁଡ଼ିକ ସମାଧାନ କରେ। ଡିଲକ୍ସ ୧୨୫ସିସି ସେଗମେଣ୍ଟକୁ ଏକ ନୂତନ ରୂପରେ ଉପସ୍ଥାପନା କରିବା ମାଧ୍ୟମରେ ଗ୍ଲାମର ଏକ୍ସରେ ଅନେକ ଗୁଡ଼ିଏ କ୍ୟାଟେଗରିର ପ୍ରଥମ ଭଦ୍ଭାବନା ସମୂହ ଉପଲବ୍ଧ ଥିବା ହିରୋ ମୋଟୋକର୍ପର ଚିଫ୍ ବିଜନେସ ଅଫିସର୍, ଇଣ୍ଡିଆ, ବିଜନେସ୍ ୟୁନିଟ୍ ଆଶୁତୋଷ ବର୍ମା କହିଛନ୍ତି। ଗ୍ଲାମର ଗ୍ଲାମର ‘ଏକ୍ସ ୧୨୫’ସମଗ୍ର ଦେଶରେ ସମସ୍ତ ହିରୋ ମୋଟୋକର୍ପ ଡିଲରଶିପରେ ଦୁଇଟି ଭାରିଆଣ୍ଟରେ ଉପଲବ୍ଧ। ଡ୍ରମର ମୂଲ୍ୟ(ଏକ୍ସ-ଶୋରୁମ ଦିଲ୍ଲୀ) ୮୯,୯୯୯ ଓ ଓ ଡିସ୍କର ମୂଲ୍ୟ ୯୯,୯୯୯ ଟଙ୍କା।

ଆହୁରି ପଢ଼ନ୍ତୁ: ସାମ୍ବାଦିକ ଛତ୍ରପତି ହତ୍ୟା ମାମଲାରେ ଡେରା ମୁଖ୍ୟ ରାମ ରହିମ ନିର୍ଦ୍ଦୋଷରେ ଖଲାସ, କିନ୍ତୁ ଜେଲରୁ ମିଳିବନି ମୁକ୍ତି

10 Sep 2025 By The Sakala

ବଜାର ପ୍ରବେଶ କଲା ହିରୋ ଗ୍ଲାମର ‘ଏକ୍ସ ୧୨୫’….

ଭୁବନେଶ୍ବର,: ଏକ୍ସଟ୍ରିମ୍‌ ୧୨୫ଆର୍‌ର ଅତୁଳନୀୟ ସାଫଲ୍ୟ ପରେ ହିରୋ ମୋଟୋକର୍ପ ପକ୍ଷରୁ ନୂତନ ଗ୍ଲାମର ‘ଏକ୍ସ ୧୨୫’ର ବଜାର ପ୍ରବେଶ କରାଯାଇଛି। ଏହା ଭାରତର ସବୁଠାରୁ ଅତ୍ୟାଧୁନିକ ୧୨୫ସିସି ମୋଟରସାଇକେଲ। ଗ୍ଲାମର ବ୍ରାଣ୍ଡର ଷ୍ଟାଇଲ୍ ଓ ଉଦ୍ଭାବନାର ପରମ୍ପରା ଏବଂ ୫୦ ଲକ୍ଷ ସନ୍ତୁଷ୍ଟ ଗ୍ରାହକଙ୍କ ଭରସା ଉପରେ ଭିଭି କରି, ଗ୍ଲାମର ‘ଏକ୍ସ ୧୨୫’ ନିର୍ମାଣ କରାଯାଇଛି। ଏହାର ନୂତନ ଓ ଆକର୍ଷଣୀୟ ଡିଜାଇନ୍, ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା, ଅତୁଳନୀୟ ପରଫରମାନ୍ସ ଏବଂ ଅସାଧାରଣ ସୁବିଧା ବୈଶିଷ୍ଟ୍ୟ ଗୁଡ଼ିକ ନୂତନ ଯୁଗର ଉଚ୍ଚକାଂକ୍ଷୀ ଚାଳକର ପ୍ରୟୋଜନଗୁଡ଼ିକ ସମାଧାନ କରେ। ଡିଲକ୍ସ ୧୨୫ସିସି ସେଗମେଣ୍ଟକୁ ଏକ ନୂତନ ରୂପରେ ଉପସ୍ଥାପନା କରିବା ମାଧ୍ୟମରେ ଗ୍ଲାମର ଏକ୍ସରେ ଅନେକ ଗୁଡ଼ିଏ କ୍ୟାଟେଗରିର ପ୍ରଥମ ଭଦ୍ଭାବନା ସମୂହ ଉପଲବ୍ଧ ଥିବା ହିରୋ ମୋଟୋକର୍ପର ଚିଫ୍ ବିଜନେସ ଅଫିସର୍, ଇଣ୍ଡିଆ, ବିଜନେସ୍ ୟୁନିଟ୍ ଆଶୁତୋଷ ବର୍ମା କହିଛନ୍ତି। ଗ୍ଲାମର ଗ୍ଲାମର ‘ଏକ୍ସ ୧୨୫’ସମଗ୍ର ଦେଶରେ ସମସ୍ତ ହିରୋ ମୋଟୋକର୍ପ ଡିଲରଶିପରେ ଦୁଇଟି ଭାରିଆଣ୍ଟରେ ଉପଲବ୍ଧ। ଡ୍ରମର ମୂଲ୍ୟ(ଏକ୍ସ-ଶୋରୁମ ଦିଲ୍ଲୀ) ୮୯,୯୯୯ ଓ ଓ ଡିସ୍କର ମୂଲ୍ୟ ୯୯,୯୯୯ ଟଙ୍କା।

https://www.thesakala.in/big-news/hero-glamour-x125-enters-the-market/article-42309
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର