ଛେଚିଲା ବର୍ଷା: ଭୁବନେଶ୍ବର ପାଲଟିଲା ଭୂଜଳେଶ୍ବର, ଚାରିଆଡେ ଖାଲି ପାଣି ହିଁ ପାଣି

The Sakala Picture
Published On

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରେ ଆଜି ଅପରାହ୍ନରେ ପ୍ରଚୁର ବର୍ଷା ହୋଇଛି । ବର୍ଷାରେ ବେହାଲ ହୋଇଛନ୍ତି ରାଜଧାନୀବାସୀ । କେଉଁଠି କାର ଭାସିଲାଣି ତ ଆଉ କେଉଁଠି ଡଙ୍ଗା ଚାଲିବା ସ୍ଥିତି ହେଲାଣି । ଅର୍ଥାତ ସାଙ୍ଘାତିକ ବର୍ଷାରେ ସଂଜ୍ଞାହୀନ ରାଜଧାନୀ ଭୁବନେଶ୍ୱର । ଇସ୍କନ ମନ୍ଦିର ସମ୍ମୁଖ ରାସ୍ତାରେ ସୃଷ୍ଟି ହୋଇଛି କୃତ୍ରିମ ବନ୍ୟା ସ୍ଥିତି । ଏମିତିକି ରାସ୍ତା ଉପରେ ୬ ଫୁଟ ଉଚ୍ଚର ପାଣି ଚାଲୁଥିବା ଦେଖିବାକୁ ମିଲିଛି । ଅପରାହ୍ନରେ ଭୁବନେଶ୍ୱରରେ […]

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରେ ଆଜି ଅପରାହ୍ନରେ ପ୍ରଚୁର ବର୍ଷା ହୋଇଛି । ବର୍ଷାରେ ବେହାଲ ହୋଇଛନ୍ତି ରାଜଧାନୀବାସୀ । କେଉଁଠି କାର ଭାସିଲାଣି ତ ଆଉ କେଉଁଠି ଡଙ୍ଗା ଚାଲିବା ସ୍ଥିତି ହେଲାଣି । ଅର୍ଥାତ ସାଙ୍ଘାତିକ ବର୍ଷାରେ ସଂଜ୍ଞାହୀନ ରାଜଧାନୀ ଭୁବନେଶ୍ୱର । ଇସ୍କନ ମନ୍ଦିର ସମ୍ମୁଖ ରାସ୍ତାରେ ସୃଷ୍ଟି ହୋଇଛି କୃତ୍ରିମ ବନ୍ୟା ସ୍ଥିତି । ଏମିତିକି ରାସ୍ତା ଉପରେ ୬ ଫୁଟ ଉଚ୍ଚର ପାଣି ଚାଲୁଥିବା ଦେଖିବାକୁ ମିଲିଛି ।

ଆହୁରି ପଢ଼ନ୍ତୁ: ମଝି ଆକାଶରୁ ଫେରିଲା ଇଣ୍ଡିଗୋ ବିମାନ: ପଶ୍ଚିମ ଏସିଆ ସଙ୍କଟ ଯୋଗୁଁ ନୂଆଦିଲ୍ଲୀରୁ ମାଞ୍ଚେଷ୍ଟର ଯାଉଥିବା ବିମାନର ୟୁ-ଟର୍ଣ୍ଣ

ଅପରାହ୍ନରେ ଭୁବନେଶ୍ୱରରେ ବର୍ଷା ରଚିଛି ବିତ୍ପାତ । ଚତୁଃପାର୍ଶ୍ୱ ଜଳମଗ୍ନ କରିଦେଇଛି ଏଭଳି ଅଦିନିଆ ବର୍ଷା । ସେପଟେ ରାଜଧାନୀର ଅନେକ ଅଞ୍ଚଳ ଏହି ବର୍ଷାରେ ଜଳମଗ୍ନ ହୋଇଛି । ଯାନବାହନ ରାସ୍ତାରେ ଯିବା ସମ୍ଭବପର ହେଉନାହିଁ । ଅନେକ ସ୍ଥାନରେ ଗାଡ଼ି ମୋଟର ପାଣି ଭିତରେ ଫସି ରହିଥିବା ମଧ୍ୟ ଦେଖିବାକୁ ମିଳିଛି । ପାଖାପାଖି ଦୁଇ ଘଣ୍ଟା ଧରି ରାଜଧାନୀରେ ବର୍ଷା ରଚିଛି ସାଙ୍ଘାତିକ ସ୍ଥିତି । ଫଳରେ ଏବେ ରାଜଧାନୀରେ କେବଳ ପାଣି ଆଉ ପାଣି ।

ଆହୁରି ପଢ଼ନ୍ତୁ: ଗେରୁଆ ଗାମୁଛା ପକାଇଲେ ରାସନ୍‌ କାର୍ଡରେ ଯୋଡ଼ା ଯାଉଛି ନାମ: ବିରୋଧୀ

20 Jul 2021 By The Sakala

ଛେଚିଲା ବର୍ଷା: ଭୁବନେଶ୍ବର ପାଲଟିଲା ଭୂଜଳେଶ୍ବର, ଚାରିଆଡେ ଖାଲି ପାଣି ହିଁ ପାଣି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରେ ଆଜି ଅପରାହ୍ନରେ ପ୍ରଚୁର ବର୍ଷା ହୋଇଛି । ବର୍ଷାରେ ବେହାଲ ହୋଇଛନ୍ତି ରାଜଧାନୀବାସୀ । କେଉଁଠି କାର ଭାସିଲାଣି ତ ଆଉ କେଉଁଠି ଡଙ୍ଗା ଚାଲିବା ସ୍ଥିତି ହେଲାଣି । ଅର୍ଥାତ ସାଙ୍ଘାତିକ ବର୍ଷାରେ ସଂଜ୍ଞାହୀନ ରାଜଧାନୀ ଭୁବନେଶ୍ୱର । ଇସ୍କନ ମନ୍ଦିର ସମ୍ମୁଖ ରାସ୍ତାରେ ସୃଷ୍ଟି ହୋଇଛି କୃତ୍ରିମ ବନ୍ୟା ସ୍ଥିତି । ଏମିତିକି ରାସ୍ତା ଉପରେ ୬ ଫୁଟ ଉଚ୍ଚର ପାଣି ଚାଲୁଥିବା ଦେଖିବାକୁ ମିଲିଛି ।

ଅପରାହ୍ନରେ ଭୁବନେଶ୍ୱରରେ ବର୍ଷା ରଚିଛି ବିତ୍ପାତ । ଚତୁଃପାର୍ଶ୍ୱ ଜଳମଗ୍ନ କରିଦେଇଛି ଏଭଳି ଅଦିନିଆ ବର୍ଷା । ସେପଟେ ରାଜଧାନୀର ଅନେକ ଅଞ୍ଚଳ ଏହି ବର୍ଷାରେ ଜଳମଗ୍ନ ହୋଇଛି । ଯାନବାହନ ରାସ୍ତାରେ ଯିବା ସମ୍ଭବପର ହେଉନାହିଁ । ଅନେକ ସ୍ଥାନରେ ଗାଡ଼ି ମୋଟର ପାଣି ଭିତରେ ଫସି ରହିଥିବା ମଧ୍ୟ ଦେଖିବାକୁ ମିଳିଛି । ପାଖାପାଖି ଦୁଇ ଘଣ୍ଟା ଧରି ରାଜଧାନୀରେ ବର୍ଷା ରଚିଛି ସାଙ୍ଘାତିକ ସ୍ଥିତି । ଫଳରେ ଏବେ ରାଜଧାନୀରେ କେବଳ ପାଣି ଆଉ ପାଣି ।

https://www.thesakala.in/big-news/heavy-rain-fall-in-bbsr/article-3946
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର