ରାସ୍ତାକଡ଼ରେ ଜଳିଗଲା ଗୋରୁ ବୋଝେଇ ଗାଡ଼ି

The Sakala Picture
Published On

ଉଦଳା: ଗତକାଲି ବିଳମ୍ବିତ ରାତିରେ ରାସ୍ତା କଡରେ ହୁତୁହୁତୁ ହୋଇ ଜଳିଗଲା ଗୋରୁ ବୋଝେଇ ପିକଅପ ଭ୍ୟାନ୍। ଗାଡ଼ିରେ ନିଆଁ ଲାଗିବାରୁ ଗୋଟିଏ ଗୋରୁ ଜୀବନ୍ତ ଦଗ୍ଧ ହୋଇଥିବା ଜଣାପଡ଼ିଛି। ୮ ଗୋରୁ ମଧ୍ୟରୁ ୭ ଗୋରୁକୁ ଉଦ୍ଧାର କରିଛନ୍ତି ସ୍ଥାନୀୟଲୋକେ। ଗୁରୁତର ଗୋରୁଙ୍କୁ ଛାଡିଦେଇ ମୃତ ଗୋରୁକୁ ପୋତି ଦେଇ ଚାଲିଗଲେ ଗୋରୁ ମାଫିଆ। କପ୍ତିପଦା ଥାନା ପୋଡାଡିହା ଛକ ନିକଟରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ଭୟ: ଓଡ଼ିଶା ମୁହାଁ ହେବ କି ଘୂର୍ଣ୍ଣିବଳୟ?

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର