ପିଶାଚ ପାଲଟିଲା ମା’; ମନ୍ତ୍ର ହାସଲ ପାଇଁ… ନିଜର ଦେଢ଼ ବର୍ଷର ଶିଶୁକନ୍ୟାକୁ ମାରି ଯକୃତ ଖାଇଲା ମାଆ

The Sakala Picture
Published On

ରାଞ୍ଚି: ଝାଡ଼ଖଣ୍ଡରୁ ବିଚଳିତ କରିବା ଭଳି ମାମଲା ସାମ୍‌ନାକୁ ଆସିଛି। ଗୁଣେଗାରେଡ଼ି ପାଇଁ ମାଆ ପିଶାଚ ପାଲଟି ଯାଇଛି। ପାଲାମୁ ଖରଡ଼ ଗ୍ରାମର ମହିଳା ଗୀତା ଦେବୀ ମନ୍ତ୍ର ହାସଲ କରିବା ପାଇଁ ନିଜର ଦେଢ଼ ବର୍ଷର ଶିଶୁକନ୍ୟାକୁ ବଳି ଦେଇଛି। ଆଉ ମୃତେଦହକୁ ଖଣ୍ଡ ଖଣ୍ଡ କରି ଯକୃତ ଖାଇଛି। ପୁଲିସ ଏହି ମହିଳାଙ୍କୁ ଗିରଫ କରିଛି। ସେ ନିଜ ଦୋଷ ସ୍ବୀକାର କରିଛନ୍ତି। ଏହି ଘଟଣାକୁ ନେଇ ଗାଁରେ ଆଲୋଡ଼ନ ସୃଷ୍ଟି ହୋଇଛି। ମନୁଷ୍ୟ […]

ରାଞ୍ଚି: ଝାଡ଼ଖଣ୍ଡରୁ ବିଚଳିତ କରିବା ଭଳି ମାମଲା ସାମ୍‌ନାକୁ ଆସିଛି। ଗୁଣେଗାରେଡ଼ି ପାଇଁ ମାଆ ପିଶାଚ ପାଲଟି ଯାଇଛି। ପାଲାମୁ ଖରଡ଼ ଗ୍ରାମର ମହିଳା ଗୀତା ଦେବୀ ମନ୍ତ୍ର ହାସଲ କରିବା ପାଇଁ ନିଜର ଦେଢ଼ ବର୍ଷର ଶିଶୁକନ୍ୟାକୁ ବଳି ଦେଇଛି। ଆଉ ମୃତେଦହକୁ ଖଣ୍ଡ ଖଣ୍ଡ କରି ଯକୃତ ଖାଇଛି। ପୁଲିସ ଏହି ମହିଳାଙ୍କୁ ଗିରଫ କରିଛି। ସେ ନିଜ ଦୋଷ ସ୍ବୀକାର କରିଛନ୍ତି। ଏହି ଘଟଣାକୁ ନେଇ ଗାଁରେ ଆଲୋଡ଼ନ ସୃଷ୍ଟି ହୋଇଛି। ମନୁଷ୍ୟ ସମାଜକୁ ଲଜ୍ଜିତ କରିଦେଇଛି। ଏକବିଂଶ ଶତଦ୍ଦୀରେ ମନୁଷ୍ୟ ପାଦ ଦେଇଥିବାବେଳେ ଗୁଣିଗାରେଡି ପଛରେ ପଡ଼ି ସବୁ କିଛି ସାରି ଦେଉଛି। ପୁଲିସ ସୂଚନା ଅନୁଯାୟୀ ମହିଳା ତନ୍ତ୍ର-ମନ୍ତ୍ର ଶିଖିବାକୁ ଚାହୁଁଥିଲେ। ଏଥିପାଇଁ ଝିଅ କିମ୍ବା ସ୍ବାମୀଙ୍କୁ ବଳିଦେବାକୁ ପଡ଼ିବ ବୋଲି ସ୍ବପ୍ନ ଦେଖି ଥିଲେ। ସ୍ବାମୀ ଦିଲ୍ଲୀରେ ରହୁଥିବାରୁ ସେ ଝିଅକୁ ବଳିଦେବାକୁ ଯୋଜନା କରିଥିଲେ ।

ଆହୁରି ପଢ଼ନ୍ତୁ: ବିବାହ ବେଦୀରେ ବସିବା ପରେ ବଦଳିଗଲା ବରର ମନ, କନିଆଁକୁ ଛାଡ଼ି ପଳାଇ ଆସିଲା ପୁଅ

ମହିଳା ପ୍ରଥମେ ବଜାରକୁ ଯାଇ ପୂଜା ପାଇଁ ଚୁଡ଼ି, ପୋଷାକ ଏବଂ ଅନ୍ୟାନ୍ୟ ସାମଗ୍ରୀ ଆଣିଥିଲେ। ସେହି ଦିନ ସନ୍ଧ୍ୟାରେ ଏହି ସବୁ ସାମଗ୍ରୀ ଧରି ଝିଅକୁ ନେଇ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। ସେଠାରେ ଝିଅ ଶରୀରରୁ ପୋଷାକ ଏବଂ ନିଜ ଶାଢ଼ୀ ବାହାର କରି ଉଲଗ୍ନ ହୋଇ ନାଚିଥିଲେ। ପରେ ଝିଅର ତଣ୍ଟି କାଟି ବଳି ଦେଇଥିଲେ। ଶରୀରକୁ ଖଣ୍ଡ ଖଣ୍ଡ କରି କାଟି ସେଥିରୁ ଯକୃତ ବାହାର କରି ଖାଇଥିଲେ ଏବଂ ମୃତଦେହକୁ ପୋତି ଉଲଗ୍ନ ହୋଇ ଘରକୁ ଫେରିଥିଲେ। ଏହା ଦେଖି ପଡୋଶୀ ଏବଂ ଶାଶୁ ପ୍ରଶ୍ନ କରିବାରୁ ଝିଅକୁ ମାରିଥିବା କହିଥିଲେ। ଏ ବିଷୟର ସୂଚନା ପାଇ ପୁଲିସ ମହିଳାଙ୍କୁ ଗିରଫ କରି ଘଟଣାସ୍ଥଳକୁ ନେଇଥିଲା। ସେଠାରୁ ଝିଅର ମୃତଦେହ ଉଦ୍ଧାର କରିଥିଲା।

ଆହୁରି ପଢ଼ନ୍ତୁ: ଆରବିଆଇ ମୁଦ୍ରାନୀତି: ରେପୋ ରେଟ୍ ଅପରିବର୍ତ୍ତିତ, ୫.୨୫% ରେ ସ୍ଥିର ରଖିଲା ଭାରତୀୟ ରିଜର୍ଭ ବ୍ୟାଙ୍କ

16 Nov 2024 By The Sakala

ପିଶାଚ ପାଲଟିଲା ମା’; ମନ୍ତ୍ର ହାସଲ ପାଇଁ… ନିଜର ଦେଢ଼ ବର୍ଷର ଶିଶୁକନ୍ୟାକୁ ମାରି ଯକୃତ ଖାଇଲା ମାଆ

ରାଞ୍ଚି: ଝାଡ଼ଖଣ୍ଡରୁ ବିଚଳିତ କରିବା ଭଳି ମାମଲା ସାମ୍‌ନାକୁ ଆସିଛି। ଗୁଣେଗାରେଡ଼ି ପାଇଁ ମାଆ ପିଶାଚ ପାଲଟି ଯାଇଛି। ପାଲାମୁ ଖରଡ଼ ଗ୍ରାମର ମହିଳା ଗୀତା ଦେବୀ ମନ୍ତ୍ର ହାସଲ କରିବା ପାଇଁ ନିଜର ଦେଢ଼ ବର୍ଷର ଶିଶୁକନ୍ୟାକୁ ବଳି ଦେଇଛି। ଆଉ ମୃତେଦହକୁ ଖଣ୍ଡ ଖଣ୍ଡ କରି ଯକୃତ ଖାଇଛି। ପୁଲିସ ଏହି ମହିଳାଙ୍କୁ ଗିରଫ କରିଛି। ସେ ନିଜ ଦୋଷ ସ୍ବୀକାର କରିଛନ୍ତି। ଏହି ଘଟଣାକୁ ନେଇ ଗାଁରେ ଆଲୋଡ଼ନ ସୃଷ୍ଟି ହୋଇଛି। ମନୁଷ୍ୟ ସମାଜକୁ ଲଜ୍ଜିତ କରିଦେଇଛି। ଏକବିଂଶ ଶତଦ୍ଦୀରେ ମନୁଷ୍ୟ ପାଦ ଦେଇଥିବାବେଳେ ଗୁଣିଗାରେଡି ପଛରେ ପଡ଼ି ସବୁ କିଛି ସାରି ଦେଉଛି। ପୁଲିସ ସୂଚନା ଅନୁଯାୟୀ ମହିଳା ତନ୍ତ୍ର-ମନ୍ତ୍ର ଶିଖିବାକୁ ଚାହୁଁଥିଲେ। ଏଥିପାଇଁ ଝିଅ କିମ୍ବା ସ୍ବାମୀଙ୍କୁ ବଳିଦେବାକୁ ପଡ଼ିବ ବୋଲି ସ୍ବପ୍ନ ଦେଖି ଥିଲେ। ସ୍ବାମୀ ଦିଲ୍ଲୀରେ ରହୁଥିବାରୁ ସେ ଝିଅକୁ ବଳିଦେବାକୁ ଯୋଜନା କରିଥିଲେ ।

ମହିଳା ପ୍ରଥମେ ବଜାରକୁ ଯାଇ ପୂଜା ପାଇଁ ଚୁଡ଼ି, ପୋଷାକ ଏବଂ ଅନ୍ୟାନ୍ୟ ସାମଗ୍ରୀ ଆଣିଥିଲେ। ସେହି ଦିନ ସନ୍ଧ୍ୟାରେ ଏହି ସବୁ ସାମଗ୍ରୀ ଧରି ଝିଅକୁ ନେଇ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। ସେଠାରେ ଝିଅ ଶରୀରରୁ ପୋଷାକ ଏବଂ ନିଜ ଶାଢ଼ୀ ବାହାର କରି ଉଲଗ୍ନ ହୋଇ ନାଚିଥିଲେ। ପରେ ଝିଅର ତଣ୍ଟି କାଟି ବଳି ଦେଇଥିଲେ। ଶରୀରକୁ ଖଣ୍ଡ ଖଣ୍ଡ କରି କାଟି ସେଥିରୁ ଯକୃତ ବାହାର କରି ଖାଇଥିଲେ ଏବଂ ମୃତଦେହକୁ ପୋତି ଉଲଗ୍ନ ହୋଇ ଘରକୁ ଫେରିଥିଲେ। ଏହା ଦେଖି ପଡୋଶୀ ଏବଂ ଶାଶୁ ପ୍ରଶ୍ନ କରିବାରୁ ଝିଅକୁ ମାରିଥିବା କହିଥିଲେ। ଏ ବିଷୟର ସୂଚନା ପାଇ ପୁଲିସ ମହିଳାଙ୍କୁ ଗିରଫ କରି ଘଟଣାସ୍ଥଳକୁ ନେଇଥିଲା। ସେଠାରୁ ଝିଅର ମୃତଦେହ ଉଦ୍ଧାର କରିଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର