ଆସିଲା ବହୁ ପ୍ରତିକ୍ଷିତ ‘ପୁଷ୍ପା-୨’ର ଟିଜର୍, ଦମଦାର ଆକ୍ସନ ସାଙ୍ଗକୁ ଭିନ୍ନ ଲୁକରେ ନଜର ଆସିଛନ୍ତି ଅଲ୍ଲୁ ଅର୍ଜୁନ

The Sakala Picture
Published On

ମୁମ୍ବାଇ: ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କର ଆଜି ୪୨ତମ ଜନ୍ମଦିନ। ପୁଷ୍ପା ଫିଲ୍ମର ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ନିଜର ଦମଦାର ଅଭିନୟ, ଲୁକ୍‌ ଏବଂ ବେଶ ଭଲ ଡ୍ୟାନ୍ସ କରି କୋଟି କୋଟି ଲୋକଙ୍କ ହୃଦୟରେ ଆଜି ରାଜ କରୁଛନ୍ତି। ତାଙ୍କର ଜନ୍ମ ଦିନରେ ଦର୍ଶକଙ୍କୁ ଭେଟି ଦେଇଛନ୍ତି ବହୁ ପ୍ରତିକ୍ଷିତ ଫିଲ୍ମ ‘ପୁଷ୍ପା-୨’ର ଟିଜର୍ । ପୋଷ୍ଟରରେ ଯେମିତି ଅଲ୍ଲୁ ଅର୍ଜୁନ୍ ଅର୍ଦ୍ଧ ନାରୀଶ୍ବର ବେଶରେ ନଜର ଆସିଥିଲେ ଟିଜରରେ ବି ସେମିତି କିଛି ଦେଖିବାକୁ […]

ମୁମ୍ବାଇ: ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କର ଆଜି ୪୨ତମ ଜନ୍ମଦିନ। ପୁଷ୍ପା ଫିଲ୍ମର ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ନିଜର ଦମଦାର ଅଭିନୟ, ଲୁକ୍‌ ଏବଂ ବେଶ ଭଲ ଡ୍ୟାନ୍ସ କରି କୋଟି କୋଟି ଲୋକଙ୍କ ହୃଦୟରେ ଆଜି ରାଜ କରୁଛନ୍ତି। ତାଙ୍କର ଜନ୍ମ ଦିନରେ ଦର୍ଶକଙ୍କୁ ଭେଟି ଦେଇଛନ୍ତି ବହୁ ପ୍ରତିକ୍ଷିତ ଫିଲ୍ମ ‘ପୁଷ୍ପା-୨’ର ଟିଜର୍ । ପୋଷ୍ଟରରେ ଯେମିତି ଅଲ୍ଲୁ ଅର୍ଜୁନ୍ ଅର୍ଦ୍ଧ ନାରୀଶ୍ବର ବେଶରେ ନଜର ଆସିଥିଲେ ଟିଜରରେ ବି ସେମିତି କିଛି ଦେଖିବାକୁ ମିଳିଛି । ରିଲିଜ୍ ଟିଜରରେ ଶାଢ଼ି ପିନ୍ଧିଥିବା ଅଲୁଙ୍କ ବେକରେ ଲେମ୍ବୁର ହାର ଆଉ ତା’ସହ ପୂରା ମୁହଁ ଏବଂ ଦେହ ଅବିର ରଙ୍ଗରେ ରଙ୍ଗୀନ ହୋଇଛି। ମାତ୍ର କିଛି ମିନିଟରେ ଟିଜର୍ ମିଲିୟନ୍ ଭ୍ୟୁଜ୍ କ୍ରସ୍ କରିସାରିଲାଣି । ସୁକୁମାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଆସନ୍ତା ଅଗଷ୍ଟ ୧୫ ତାରିଖରେ ବଡ଼ ପରଦାକୁ ଆସିବ ।

08 Apr 2024 By The Sakala

ଆସିଲା ବହୁ ପ୍ରତିକ୍ଷିତ ‘ପୁଷ୍ପା-୨’ର ଟିଜର୍, ଦମଦାର ଆକ୍ସନ ସାଙ୍ଗକୁ ଭିନ୍ନ ଲୁକରେ ନଜର ଆସିଛନ୍ତି ଅଲ୍ଲୁ ଅର୍ଜୁନ

ମୁମ୍ବାଇ: ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କର ଆଜି ୪୨ତମ ଜନ୍ମଦିନ। ପୁଷ୍ପା ଫିଲ୍ମର ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ନିଜର ଦମଦାର ଅଭିନୟ, ଲୁକ୍‌ ଏବଂ ବେଶ ଭଲ ଡ୍ୟାନ୍ସ କରି କୋଟି କୋଟି ଲୋକଙ୍କ ହୃଦୟରେ ଆଜି ରାଜ କରୁଛନ୍ତି। ତାଙ୍କର ଜନ୍ମ ଦିନରେ ଦର୍ଶକଙ୍କୁ ଭେଟି ଦେଇଛନ୍ତି ବହୁ ପ୍ରତିକ୍ଷିତ ଫିଲ୍ମ ‘ପୁଷ୍ପା-୨’ର ଟିଜର୍ । ପୋଷ୍ଟରରେ ଯେମିତି ଅଲ୍ଲୁ ଅର୍ଜୁନ୍ ଅର୍ଦ୍ଧ ନାରୀଶ୍ବର ବେଶରେ ନଜର ଆସିଥିଲେ ଟିଜରରେ ବି ସେମିତି କିଛି ଦେଖିବାକୁ ମିଳିଛି । ରିଲିଜ୍ ଟିଜରରେ ଶାଢ଼ି ପିନ୍ଧିଥିବା ଅଲୁଙ୍କ ବେକରେ ଲେମ୍ବୁର ହାର ଆଉ ତା’ସହ ପୂରା ମୁହଁ ଏବଂ ଦେହ ଅବିର ରଙ୍ଗରେ ରଙ୍ଗୀନ ହୋଇଛି। ମାତ୍ର କିଛି ମିନିଟରେ ଟିଜର୍ ମିଲିୟନ୍ ଭ୍ୟୁଜ୍ କ୍ରସ୍ କରିସାରିଲାଣି । ସୁକୁମାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଆସନ୍ତା ଅଗଷ୍ଟ ୧୫ ତାରିଖରେ ବଡ଼ ପରଦାକୁ ଆସିବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର