ଶନିବାର ଖୋଲିବ ଷ୍ଟକ୍‌ ବଜାର, ଚାଲିବ ସ୍ବତନ୍ତ୍ର ଲାଇଭ୍ ଟ୍ରେଡିଂ ସେସନ୍‌

The Sakala Picture
Published On

ମୁମ୍ବଇ: ଶନିବାର ଖୋଲାରହିବ ଷ୍ଟକ୍‌ ବଜାର। ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ) ଓ ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ) ପକ୍ଷରୁ ଚାଲିବ ସ୍ବତନ୍ତ୍ର ଲାଇଭ୍ ଟ୍ରେଡିଂ ସେସନ୍‌। ଏହାର କାରଣ ହେଉଛି ଏହି ବାଣିଜ୍ୟିକ ଅଧିବେଶନ ମାଧ୍ୟମରେ ଷ୍ଟକ୍ ଏକ୍ସଚେଞ୍ଜର ବିପର୍ଯ୍ୟୟ ପୁନରୁଦ୍ଧାର ସାଇଟ୍ ଟ୍ରାଏଲ୍ କରାଯିବ। ଏହାର ଅର୍ଥ ହେଉଛି ଯଦି କେବେ ସାଇବର ଆକ୍ରମଣ କିମ୍ବା ଜରୁରୀକାଳୀନ ପରିସ୍ଥିତି  ଉପୁଜେ ନିୟମିତ ବିଏସଇ ଓ  ଏନଏସଇ  ୱିଣ୍ଡୋକୁ ସହଜରେ ଅନ୍ୟ ସାଇଟ୍‌କୁ ସ୍ଥାନାନ୍ତର କରାଯାଇପାରିବ। […]

ମୁମ୍ବଇ: ଶନିବାର ଖୋଲାରହିବ ଷ୍ଟକ୍‌ ବଜାର। ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ) ଓ ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ) ପକ୍ଷରୁ ଚାଲିବ ସ୍ବତନ୍ତ୍ର ଲାଇଭ୍ ଟ୍ରେଡିଂ ସେସନ୍‌। ଏହାର କାରଣ ହେଉଛି ଏହି ବାଣିଜ୍ୟିକ ଅଧିବେଶନ ମାଧ୍ୟମରେ ଷ୍ଟକ୍ ଏକ୍ସଚେଞ୍ଜର ବିପର୍ଯ୍ୟୟ ପୁନରୁଦ୍ଧାର ସାଇଟ୍ ଟ୍ରାଏଲ୍ କରାଯିବ। ଏହାର ଅର୍ଥ ହେଉଛି ଯଦି କେବେ ସାଇବର ଆକ୍ରମଣ କିମ୍ବା ଜରୁରୀକାଳୀନ ପରିସ୍ଥିତି  ଉପୁଜେ ନିୟମିତ ବିଏସଇ ଓ  ଏନଏସଇ  ୱିଣ୍ଡୋକୁ ସହଜରେ ଅନ୍ୟ ସାଇଟ୍‌କୁ ସ୍ଥାନାନ୍ତର କରାଯାଇପାରିବ।  ପ୍ରଥମ ସେସନ୍‌ ସକାଳ ୯ଟାରୁ ୧୦ ଟା ପର୍ଯ୍ୟନ୍ତ ହେବ।  ଏଥିରେ, ପ୍ରି-ଓପନ୍ ଅଧିବେଶନ ସକାଳ ୯ଟା ୧୫ ପର୍ଯ୍ୟନ୍ତ ହେବ। ଷ୍ଟକ୍ ବଜାର ୯ଟା ୧୫ ମିନିଟ୍‌ରେ ଖୋଲିବ ଓ ୧୦ଟାରେ  ବନ୍ଦ ହେବ। ଦ୍ୱିତୀୟ ଅଧିବେଶନ ରାତି ୧୧ଟା ୧୫ରୁ  ୧୨ଟା ୩୦ ପର୍ଯ୍ୟନ୍ତ  ଚାଲିବ। ବଜାରର ପ୍ରି-ଓପନ୍ ସକାଳ ୧୧ଟା ୧୫ରେ ହେବ। ଏହାପରେ ବଜାର ସକାଳ  ୧୧ଟା ୩୦ରୁ ରାତି ୧୨ଟା ୩୦  ପର୍ଯ୍ୟନ୍ତ ଖୋଲା ରହିବ।

ଆହୁରି ପଢ଼ନ୍ତୁ: ଦୁବାଇ ଆନ୍ତର୍ଜାତୀୟ ବିମାନବନ୍ଦର ଉପରେ ଇରାନର ଡ୍ରୋନ୍ ଆକ୍ରମଣ

20 Jan 2024 By The Sakala

ଶନିବାର ଖୋଲିବ ଷ୍ଟକ୍‌ ବଜାର, ଚାଲିବ ସ୍ବତନ୍ତ୍ର ଲାଇଭ୍ ଟ୍ରେଡିଂ ସେସନ୍‌

ମୁମ୍ବଇ: ଶନିବାର ଖୋଲାରହିବ ଷ୍ଟକ୍‌ ବଜାର। ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ) ଓ ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ) ପକ୍ଷରୁ ଚାଲିବ ସ୍ବତନ୍ତ୍ର ଲାଇଭ୍ ଟ୍ରେଡିଂ ସେସନ୍‌। ଏହାର କାରଣ ହେଉଛି ଏହି ବାଣିଜ୍ୟିକ ଅଧିବେଶନ ମାଧ୍ୟମରେ ଷ୍ଟକ୍ ଏକ୍ସଚେଞ୍ଜର ବିପର୍ଯ୍ୟୟ ପୁନରୁଦ୍ଧାର ସାଇଟ୍ ଟ୍ରାଏଲ୍ କରାଯିବ। ଏହାର ଅର୍ଥ ହେଉଛି ଯଦି କେବେ ସାଇବର ଆକ୍ରମଣ କିମ୍ବା ଜରୁରୀକାଳୀନ ପରିସ୍ଥିତି  ଉପୁଜେ ନିୟମିତ ବିଏସଇ ଓ  ଏନଏସଇ  ୱିଣ୍ଡୋକୁ ସହଜରେ ଅନ୍ୟ ସାଇଟ୍‌କୁ ସ୍ଥାନାନ୍ତର କରାଯାଇପାରିବ।  ପ୍ରଥମ ସେସନ୍‌ ସକାଳ ୯ଟାରୁ ୧୦ ଟା ପର୍ଯ୍ୟନ୍ତ ହେବ।  ଏଥିରେ, ପ୍ରି-ଓପନ୍ ଅଧିବେଶନ ସକାଳ ୯ଟା ୧୫ ପର୍ଯ୍ୟନ୍ତ ହେବ। ଷ୍ଟକ୍ ବଜାର ୯ଟା ୧୫ ମିନିଟ୍‌ରେ ଖୋଲିବ ଓ ୧୦ଟାରେ  ବନ୍ଦ ହେବ। ଦ୍ୱିତୀୟ ଅଧିବେଶନ ରାତି ୧୧ଟା ୧୫ରୁ  ୧୨ଟା ୩୦ ପର୍ଯ୍ୟନ୍ତ  ଚାଲିବ। ବଜାରର ପ୍ରି-ଓପନ୍ ସକାଳ ୧୧ଟା ୧୫ରେ ହେବ। ଏହାପରେ ବଜାର ସକାଳ  ୧୧ଟା ୩୦ରୁ ରାତି ୧୨ଟା ୩୦  ପର୍ଯ୍ୟନ୍ତ ଖୋଲା ରହିବ।

https://www.thesakala.in/big-news/stock-market-to-open-on-saturday/article-29278
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର