ଆଇସିସି ବିଶ୍ୱକପ୍‌ ୨୦୨୩: ବିରାଟଙ୍କ ଶତକୀୟ ପାରି, ବାଂଲାଦେଶକୁ ୭ ୱିକେଟରେ ହରାଇଲା ଭାରତ

The Sakala Picture
Published On

ପୁନେ: ଆଇସିସି ଦିନିକିଆ ବିଶ୍ୱକପ୍‌ ୨୦୨୩ । ପୁନେରେ ଆଜି ଭାରତ ଓ  ବାଂଲାଦେଶ ମଧ୍ୟରେ ହାଇଭୋଲଟେଜ୍‌ ମ୍ୟାଚ୍‌ ଖେଳାଯାଇଥିଲା। ଟସ୍‌ ଜିତି ବାଂଲାଦେଶର ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୮ ୱିକେଟ ହରାଇ ୨୫୬ ରନ କରିଥିଲା । ଏହି ମ୍ୟାଚ ଜିତିବାକୁ ହେଲେ ଭାରତକୁ ୨୫୭ ରନର ଆବଶ୍ୟକତା ରହିଥିଲା। ଭାରତ ୪୧.୩ ଓଭରରେ ୩ ୱିକେଟ ହରାଇ ୨୬୧ ରନ କରି ସହଜରେ ମ୍ୟାଚକୁ ଜିତି […]

ପୁନେ: ଆଇସିସି ଦିନିକିଆ ବିଶ୍ୱକପ୍‌ ୨୦୨୩ । ପୁନେରେ ଆଜି ଭାରତ ଓ  ବାଂଲାଦେଶ ମଧ୍ୟରେ ହାଇଭୋଲଟେଜ୍‌ ମ୍ୟାଚ୍‌ ଖେଳାଯାଇଥିଲା। ଟସ୍‌ ଜିତି ବାଂଲାଦେଶର ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୮ ୱିକେଟ ହରାଇ ୨୫୬ ରନ କରିଥିଲା । ଏହି ମ୍ୟାଚ ଜିତିବାକୁ ହେଲେ ଭାରତକୁ ୨୫୭ ରନର ଆବଶ୍ୟକତା ରହିଥିଲା। ଭାରତ ୪୧.୩ ଓଭରରେ ୩ ୱିକେଟ ହରାଇ ୨୬୧ ରନ କରି ସହଜରେ ମ୍ୟାଚକୁ ଜିତି ନେଇଛି।

ଆହୁରି ପଢ଼ନ୍ତୁ: ଆଜିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭାରତ ପକ୍ଷରୁ ରୋହିତ ଶର୍ମା ୪୦  ବଲରେ ୪୮ ରନ କରି ଆଉଟ ହୋଇଥିଲେ। ଶୁଭମନ ଗିଲ୍‌ ୫୫ ବଲରେ ୫୩ ରନ କରି ଆଉଟ ହୋଇଥିଲେ। ଶ୍ରେୟାସ ଆୟର ୨୫ ବଲରେ ୧୯ ରନ କରି ଆଉଟ ହୋଇଥିଲେ। ଗୋଟିଏ ପଟେ ବିରାଟ କୋହଲି ପାରିକୁ ସମ୍ଭାଳି ରଖିଥିଲେ। ପରେ ତାଙ୍କ ସାଥ ଦେବାକୁ ପଡିଆକୁ ଆସିଥିଲେ କେଏଲ ରାହୁଲ। ବିରାଟ କୋହଲି ଏକ ଶତକୀୟ ପାରି ଖେଳିଥିଲେ। ବିରାଟ ୯୭ ବଲରେ ୧୦୩ରନ କରି ଅପରାଜିତ ରହିଥିବା ବେଳେ କେଏଲ ରାହୁଲ ୩୪ ବଲରେ ୩୪ ରନ କରି ଅପରାଜିତ ରହିଥିଲେ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ଏବେ ଅଲୋଡ଼ା, ମାତ୍ର 'ଉତ୍ତରପ୍ରଦେଶ ଏବେ ‘୫-ଟି’ର ଶ୍ରେଷ୍ଠ ମଡେ଼ଲ'

ବାଂଲାଦେଶ ପକ୍ଷରୁ ମେହଦି ହାସାନ ମିରାଜ ୨ଟି ୱିକେଟ ନେଇଥିବା ବେଳେ ହସନ ମେହେମ୍ମଦ ଗୋଟିଏ ୱିକେଟ ନେଇଥିେଲେ।

ଆହୁରି ପଢ଼ନ୍ତୁ: ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ବ୍ୟବସ୍ଥା: ଗୋଟିଏ ବିଷୟରେ ଦେଇପାରିବେ ଇମ୍‌ପ୍ରୁଭମେଣ୍ଟ ପରୀକ୍ଷା

19 Oct 2023 By The Sakala

ଆଇସିସି ବିଶ୍ୱକପ୍‌ ୨୦୨୩: ବିରାଟଙ୍କ ଶତକୀୟ ପାରି, ବାଂଲାଦେଶକୁ ୭ ୱିକେଟରେ ହରାଇଲା ଭାରତ

ପୁନେ: ଆଇସିସି ଦିନିକିଆ ବିଶ୍ୱକପ୍‌ ୨୦୨୩ । ପୁନେରେ ଆଜି ଭାରତ ଓ  ବାଂଲାଦେଶ ମଧ୍ୟରେ ହାଇଭୋଲଟେଜ୍‌ ମ୍ୟାଚ୍‌ ଖେଳାଯାଇଥିଲା। ଟସ୍‌ ଜିତି ବାଂଲାଦେଶର ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୮ ୱିକେଟ ହରାଇ ୨୫୬ ରନ କରିଥିଲା । ଏହି ମ୍ୟାଚ ଜିତିବାକୁ ହେଲେ ଭାରତକୁ ୨୫୭ ରନର ଆବଶ୍ୟକତା ରହିଥିଲା। ଭାରତ ୪୧.୩ ଓଭରରେ ୩ ୱିକେଟ ହରାଇ ୨୬୧ ରନ କରି ସହଜରେ ମ୍ୟାଚକୁ ଜିତି ନେଇଛି।

ଭାରତ ପକ୍ଷରୁ ରୋହିତ ଶର୍ମା ୪୦  ବଲରେ ୪୮ ରନ କରି ଆଉଟ ହୋଇଥିଲେ। ଶୁଭମନ ଗିଲ୍‌ ୫୫ ବଲରେ ୫୩ ରନ କରି ଆଉଟ ହୋଇଥିଲେ। ଶ୍ରେୟାସ ଆୟର ୨୫ ବଲରେ ୧୯ ରନ କରି ଆଉଟ ହୋଇଥିଲେ। ଗୋଟିଏ ପଟେ ବିରାଟ କୋହଲି ପାରିକୁ ସମ୍ଭାଳି ରଖିଥିଲେ। ପରେ ତାଙ୍କ ସାଥ ଦେବାକୁ ପଡିଆକୁ ଆସିଥିଲେ କେଏଲ ରାହୁଲ। ବିରାଟ କୋହଲି ଏକ ଶତକୀୟ ପାରି ଖେଳିଥିଲେ। ବିରାଟ ୯୭ ବଲରେ ୧୦୩ରନ କରି ଅପରାଜିତ ରହିଥିବା ବେଳେ କେଏଲ ରାହୁଲ ୩୪ ବଲରେ ୩୪ ରନ କରି ଅପରାଜିତ ରହିଥିଲେ।

ବାଂଲାଦେଶ ପକ୍ଷରୁ ମେହଦି ହାସାନ ମିରାଜ ୨ଟି ୱିକେଟ ନେଇଥିବା ବେଳେ ହସନ ମେହେମ୍ମଦ ଗୋଟିଏ ୱିକେଟ ନେଇଥିେଲେ।

https://www.thesakala.in/big-news/india-won-by-7-wkts-india-vs-bangladesh-icc-cricket-world-cup-2023/article-26544
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର