‘ପବ୍‌ଜୀ’ ପାଇଁ ବାପାମାଆଙ୍କୁ ହତ୍ୟା କଲା ପୁଅ

The Sakala Picture
Published On

ଝାନ୍‌ସୀ: ଉତ୍ତରପ୍ରଦେଶ ଝାନ୍‌ସୀର ପିଛୋର ଗ୍ରାମରୁ ବିଚଳିତ କରିବା ଭଳି ଏକ ମାମଲା ସାମ୍‌ନାକୁ ଆସିଛି। ପବ୍‌ଜୀ ପାଇଁ ୨୬ ବର୍ଷୀୟ ପୁଅ ତାୱାରେ ଆକ୍ରମଣ କରି ବାପାମାଆଙ୍କୁ ହତ୍ୟା କରିଛି। ସୂଚନା ପାଇ ପୁଲିସ ଘରେ ପହଞ୍ଚିଥିଲା। ମାତ୍ର ପୁଲିସ କର୍ମଚାରୀଙ୍କୁ ଦେଖି ପୁଅ ଅଙ୍କିତ ହସିବାରେ ଲାଗିଥିଲା। ଇନ୍ସପେକ୍ଟର ପଚାରିବାରୁ କିଛି କହି ନ ଥିଲା। ପରେ ନିଜେ ମାରିଥିବା ସ୍ବୀକାର କରିଥିଲା। ହତ୍ୟାକାରୀର ଭଉଣୀ ନିଲମ କହିଛନ୍ତି ଯେ ଭାଇ ସବୁବେଳେ ପବଜୀ […]

ଝାନ୍‌ସୀ: ଉତ୍ତରପ୍ରଦେଶ ଝାନ୍‌ସୀର ପିଛୋର ଗ୍ରାମରୁ ବିଚଳିତ କରିବା ଭଳି ଏକ ମାମଲା ସାମ୍‌ନାକୁ ଆସିଛି। ପବ୍‌ଜୀ ପାଇଁ ୨୬ ବର୍ଷୀୟ ପୁଅ ତାୱାରେ ଆକ୍ରମଣ କରି ବାପାମାଆଙ୍କୁ ହତ୍ୟା କରିଛି। ସୂଚନା ପାଇ ପୁଲିସ ଘରେ ପହଞ୍ଚିଥିଲା। ମାତ୍ର ପୁଲିସ କର୍ମଚାରୀଙ୍କୁ ଦେଖି ପୁଅ ଅଙ୍କିତ ହସିବାରେ ଲାଗିଥିଲା। ଇନ୍ସପେକ୍ଟର ପଚାରିବାରୁ କିଛି କହି ନ ଥିଲା। ପରେ ନିଜେ ମାରିଥିବା ସ୍ବୀକାର କରିଥିଲା। ହତ୍ୟାକାରୀର ଭଉଣୀ ନିଲମ କହିଛନ୍ତି ଯେ ଭାଇ ସବୁବେଳେ ପବଜୀ ଖେଳୁଥିଲା। ତାର ମାନସିକ ସ୍ଥିତି ଠିକ୍‌ ନ ଥିଲା। ବାପା ଗେମ୍‌ ଖେଳିବାକୁ ଦେଉ ନ ଥିଲେ। ଏହାକୁ ନେଇ ସବୁବେଳେ ଝଗଡ଼ା ହେଉଥିଲା।

ଆହୁରି ପଢ଼ନ୍ତୁ: ଆଜ୍ଞାମାଳ ବିଜେ ପରେ ବିଶ୍ୱ ନିୟନ୍ତାଙ୍କ ରଥଯାତ୍ରା ପାଇଁ ହେଲା ରଥକାଠ ଅନୁକୂଳ

06 Aug 2023 By The Sakala

‘ପବ୍‌ଜୀ’ ପାଇଁ ବାପାମାଆଙ୍କୁ ହତ୍ୟା କଲା ପୁଅ

ଝାନ୍‌ସୀ: ଉତ୍ତରପ୍ରଦେଶ ଝାନ୍‌ସୀର ପିଛୋର ଗ୍ରାମରୁ ବିଚଳିତ କରିବା ଭଳି ଏକ ମାମଲା ସାମ୍‌ନାକୁ ଆସିଛି। ପବ୍‌ଜୀ ପାଇଁ ୨୬ ବର୍ଷୀୟ ପୁଅ ତାୱାରେ ଆକ୍ରମଣ କରି ବାପାମାଆଙ୍କୁ ହତ୍ୟା କରିଛି। ସୂଚନା ପାଇ ପୁଲିସ ଘରେ ପହଞ୍ଚିଥିଲା। ମାତ୍ର ପୁଲିସ କର୍ମଚାରୀଙ୍କୁ ଦେଖି ପୁଅ ଅଙ୍କିତ ହସିବାରେ ଲାଗିଥିଲା। ଇନ୍ସପେକ୍ଟର ପଚାରିବାରୁ କିଛି କହି ନ ଥିଲା। ପରେ ନିଜେ ମାରିଥିବା ସ୍ବୀକାର କରିଥିଲା। ହତ୍ୟାକାରୀର ଭଉଣୀ ନିଲମ କହିଛନ୍ତି ଯେ ଭାଇ ସବୁବେଳେ ପବଜୀ ଖେଳୁଥିଲା। ତାର ମାନସିକ ସ୍ଥିତି ଠିକ୍‌ ନ ଥିଲା। ବାପା ଗେମ୍‌ ଖେଳିବାକୁ ଦେଉ ନ ଥିଲେ। ଏହାକୁ ନେଇ ସବୁବେଳେ ଝଗଡ଼ା ହେଉଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର