ଜୁନରେ ରେକର୍ଡ ଜିଏସଟି ସଂଗ୍ରହ: 12 ପ୍ରତିଶତ ବୃଦ୍ଧି ସହିତ 1.61 ଲକ୍ଷ କୋଟି…

The Sakala Picture
Published On

ନୂଆଦିଲ୍ଲୀ : ଜିଏସଟି ସଂଗ୍ରହରେ ଜୁନ ୨୦୨୩ ରେ ରେକର୍ଡ ପରିମାଣରେ ବୃଦ୍ଧି ଘଟିଛି। ଅର୍ଥ ମନ୍ତ୍ରଣାଳୟ କହିଛି ଯେ ଜୁନ୍ ୨୦୨୩ ରେ ମୋଟ ୧,୬୧,୪୯୭ କୋଟି ଟଙ୍କା ଜିଏସଟି ସଂଗ୍ରହ କରାଯାଇଛି। ଏଥିରେ ଗତ ବର୍ଷ ଜୁନ୍ ତୁଳନାରେ ୧୨ ପ୍ରତିଶତ ବୃଦ୍ଧି ପଞ୍ଜିକୃତ ହୋଇଛି। ଅର୍ଥ ମନ୍ତ୍ରଣାଳୟ କହିଛି ଯେ ଦେଶରେ ଜିଏସଟି ଲାଗୁ ହେବା ପରେ ଏହା ଚତୁର୍ଥ ଥର ପାଇଁ ଜିଏସଟି ସଂଗ୍ରହ ୧.୬୦ ଲକ୍ଷ କୋଟି ଅତିକ୍ରମ କରିଛି। […]

ନୂଆଦିଲ୍ଲୀ : ଜିଏସଟି ସଂଗ୍ରହରେ ଜୁନ ୨୦୨୩ ରେ ରେକର୍ଡ ପରିମାଣରେ ବୃଦ୍ଧି ଘଟିଛି। ଅର୍ଥ ମନ୍ତ୍ରଣାଳୟ କହିଛି ଯେ ଜୁନ୍ ୨୦୨୩ ରେ ମୋଟ ୧,୬୧,୪୯୭ କୋଟି ଟଙ୍କା ଜିଏସଟି ସଂଗ୍ରହ କରାଯାଇଛି। ଏଥିରେ ଗତ ବର୍ଷ ଜୁନ୍ ତୁଳନାରେ ୧୨ ପ୍ରତିଶତ ବୃଦ୍ଧି ପଞ୍ଜିକୃତ ହୋଇଛି। ଅର୍ଥ ମନ୍ତ୍ରଣାଳୟ କହିଛି ଯେ ଦେଶରେ ଜିଏସଟି ଲାଗୁ ହେବା ପରେ ଏହା ଚତୁର୍ଥ ଥର ପାଇଁ ଜିଏସଟି ସଂଗ୍ରହ ୧.୬୦ ଲକ୍ଷ କୋଟି ଅତିକ୍ରମ କରିଛି। ଜିଏସ୍ଟି ୧ ଜୁଲାଇ ୨୦୧୭ ରେ ଲାଗୁ କରାଯାଇଥିଲା। ୨୦୨୧ -୨୨, ୨୦୨୨ – ୨୩ ଏବଂ ୨୦୨୩ – ୨୪ ଆର୍ଥିକ ବର୍ଷର ପ୍ରଥମ ତ୍ରୟ ମାସରେ ହାରାହାରି ମାସିକ ଜିଏସଟି ସଂଗ୍ରହ ଯଥାକ୍ରମେ ୧.୧୦ ଲକ୍ଷ କୋଟି, ୧.୫୧ ଲକ୍ଷ କୋଟି ଏବଂ ୧.୬୯ ଲକ୍ଷ କୋଟିରେ ପହଞ୍ଚିଛି। ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ ଜିଏସଟି ସଂଗ୍ରହ କ୍ରମାଗତ ଭାବରେ ବୃଦ୍ଧି ପାଉଛି।

ଆହୁରି ପଢ଼ନ୍ତୁ: ଆଜି T-20 ବିଶ୍ଵକପର ଦ୍ଵିତୀୟ ସେମିଫାଇନାଲ: ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

01 Jul 2023 By The Sakala

ଜୁନରେ ରେକର୍ଡ ଜିଏସଟି ସଂଗ୍ରହ: 12 ପ୍ରତିଶତ ବୃଦ୍ଧି ସହିତ 1.61 ଲକ୍ଷ କୋଟି…

ନୂଆଦିଲ୍ଲୀ : ଜିଏସଟି ସଂଗ୍ରହରେ ଜୁନ ୨୦୨୩ ରେ ରେକର୍ଡ ପରିମାଣରେ ବୃଦ୍ଧି ଘଟିଛି। ଅର୍ଥ ମନ୍ତ୍ରଣାଳୟ କହିଛି ଯେ ଜୁନ୍ ୨୦୨୩ ରେ ମୋଟ ୧,୬୧,୪୯୭ କୋଟି ଟଙ୍କା ଜିଏସଟି ସଂଗ୍ରହ କରାଯାଇଛି। ଏଥିରେ ଗତ ବର୍ଷ ଜୁନ୍ ତୁଳନାରେ ୧୨ ପ୍ରତିଶତ ବୃଦ୍ଧି ପଞ୍ଜିକୃତ ହୋଇଛି। ଅର୍ଥ ମନ୍ତ୍ରଣାଳୟ କହିଛି ଯେ ଦେଶରେ ଜିଏସଟି ଲାଗୁ ହେବା ପରେ ଏହା ଚତୁର୍ଥ ଥର ପାଇଁ ଜିଏସଟି ସଂଗ୍ରହ ୧.୬୦ ଲକ୍ଷ କୋଟି ଅତିକ୍ରମ କରିଛି। ଜିଏସ୍ଟି ୧ ଜୁଲାଇ ୨୦୧୭ ରେ ଲାଗୁ କରାଯାଇଥିଲା। ୨୦୨୧ -୨୨, ୨୦୨୨ – ୨୩ ଏବଂ ୨୦୨୩ – ୨୪ ଆର୍ଥିକ ବର୍ଷର ପ୍ରଥମ ତ୍ରୟ ମାସରେ ହାରାହାରି ମାସିକ ଜିଏସଟି ସଂଗ୍ରହ ଯଥାକ୍ରମେ ୧.୧୦ ଲକ୍ଷ କୋଟି, ୧.୫୧ ଲକ୍ଷ କୋଟି ଏବଂ ୧.୬୯ ଲକ୍ଷ କୋଟିରେ ପହଞ୍ଚିଛି। ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ ଜିଏସଟି ସଂଗ୍ରହ କ୍ରମାଗତ ଭାବରେ ବୃଦ୍ଧି ପାଉଛି।

https://www.thesakala.in/big-news/record-gst-collection-in-june-1-61-lakh-crore-with-12-per-cent-growth/article-23114
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର