ସୁଟିଂ ସେଟରେ ଆତ୍ମହତ୍ୟା କଲେ ଲୋକପ୍ରିୟ ମରାଠି ଟିଭି ଅଭିନେତ୍ରୀ ତୁନିଶା ଶର୍ମା

The Sakala Picture
Published On

ମୁମ୍ବାଇ: ପୁଣି ଜଣେ ଅଭିନେତ୍ରୀ କଲେ ଆତ୍ମହତ୍ୟା । ଲୋକପ୍ରିୟ ମରାଠି ଅଭିନେତ୍ରୀ ତୁନିଶା ଶର୍ମା ଆତ୍ମହତ୍ୟା କରିଛନ୍ତି । ମାତ୍ର ୨୦ ବର୍ଷ ବୟସରେ ଆତ୍ମହତ୍ୟା କରିଛନ୍ତି ଲୋକପ୍ରିୟ ମରାଠି ଟିଭି ଅଭିନେତ୍ରୀ ତୁନିଶା ଶର୍ମା । ସୁଟିଂ ସେଟରେ ମେକଅପ ରୁମରେ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ବହୁ ଲାେକପ୍ରିୟ ସିରିଏଲରେ ସେ ଅଭିନୟ କରିଥିଲେ । ଟେଲି ସୋ ‘ଦାସ୍ତାନ ଏ କାବୁଲ’ରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିଲେ […]

ମୁମ୍ବାଇ: ପୁଣି ଜଣେ ଅଭିନେତ୍ରୀ କଲେ ଆତ୍ମହତ୍ୟା । ଲୋକପ୍ରିୟ ମରାଠି ଅଭିନେତ୍ରୀ ତୁନିଶା ଶର୍ମା ଆତ୍ମହତ୍ୟା କରିଛନ୍ତି । ମାତ୍ର ୨୦ ବର୍ଷ ବୟସରେ ଆତ୍ମହତ୍ୟା କରିଛନ୍ତି ଲୋକପ୍ରିୟ ମରାଠି ଟିଭି ଅଭିନେତ୍ରୀ ତୁନିଶା ଶର୍ମା । ସୁଟିଂ ସେଟରେ ମେକଅପ ରୁମରେ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ବହୁ ଲାେକପ୍ରିୟ ସିରିଏଲରେ ସେ ଅଭିନୟ କରିଥିଲେ । ଟେଲି ସୋ ‘ଦାସ୍ତାନ ଏ କାବୁଲ’ରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିଲେ ତୁନିଶା । ତେବେ ସେ କାହିଁକି ଆତ୍ମହତ୍ୟା କଲେ ଏବଂ ଆତ୍ମହତ୍ୟା ପଛର କ’ଣ କାରଣ ରହିଛି ତାହା ସ୍ପଷ୍ଟ ହୋଇପାରିନାହିଁ ।

ଆହୁରି ପଢ଼ନ୍ତୁ: ‘ଦ କେରଳ ଷ୍ଟୋରୀ ୨’ ବିବାଦ: ରେଡ୍ ମିଟ୍ ସିନ୍ ପାଇଁ ମିଳୁଛି ହତ୍ୟା ଧମକ, ମୁହଁ ଖୋଲିଲେ ଅଭିନେତ୍ରୀ ଉଲ୍‌କା ଗୁପ୍ତା

ସୂଚନା ଅନୁସାରେ, ସିରିୟଲର ଶୁଟିଂ ସେଟ୍ ରେ ଟି-ବ୍ରେକ ସମୟରେ ଶୌଚାଳୟ ଯାଇଥିଲେ ତୁନିଷା । ତେବେ ଦୀର୍ଘ ସମୟ ପରେ ସେଠାରୁ ନ ବାହାରିବାରୁ ଶେଷରେ କବାଟ ଭଙ୍ଗାଯାଇଥିଲା । କବାଟ ଭଙ୍ଗାଯିବା ପରେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । ସେପଟେ ଆତ୍ମହତ୍ୟା ସମ୍ପର୍କରେ ସୂଚନା ପାଇଁ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଂଚି ତଦଣ୍ଡ ଜାରି ରଖିଛି ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ଏବେ ଅଲୋଡ଼ା, ମାତ୍ର 'ଉତ୍ତରପ୍ରଦେଶ ଏବେ ‘୫-ଟି’ର ଶ୍ରେଷ୍ଠ ମଡେ଼ଲ'

24 Dec 2022 By The Sakala

ସୁଟିଂ ସେଟରେ ଆତ୍ମହତ୍ୟା କଲେ ଲୋକପ୍ରିୟ ମରାଠି ଟିଭି ଅଭିନେତ୍ରୀ ତୁନିଶା ଶର୍ମା

ମୁମ୍ବାଇ: ପୁଣି ଜଣେ ଅଭିନେତ୍ରୀ କଲେ ଆତ୍ମହତ୍ୟା । ଲୋକପ୍ରିୟ ମରାଠି ଅଭିନେତ୍ରୀ ତୁନିଶା ଶର୍ମା ଆତ୍ମହତ୍ୟା କରିଛନ୍ତି । ମାତ୍ର ୨୦ ବର୍ଷ ବୟସରେ ଆତ୍ମହତ୍ୟା କରିଛନ୍ତି ଲୋକପ୍ରିୟ ମରାଠି ଟିଭି ଅଭିନେତ୍ରୀ ତୁନିଶା ଶର୍ମା । ସୁଟିଂ ସେଟରେ ମେକଅପ ରୁମରେ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ବହୁ ଲାେକପ୍ରିୟ ସିରିଏଲରେ ସେ ଅଭିନୟ କରିଥିଲେ । ଟେଲି ସୋ ‘ଦାସ୍ତାନ ଏ କାବୁଲ’ରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିଲେ ତୁନିଶା । ତେବେ ସେ କାହିଁକି ଆତ୍ମହତ୍ୟା କଲେ ଏବଂ ଆତ୍ମହତ୍ୟା ପଛର କ’ଣ କାରଣ ରହିଛି ତାହା ସ୍ପଷ୍ଟ ହୋଇପାରିନାହିଁ ।

ସୂଚନା ଅନୁସାରେ, ସିରିୟଲର ଶୁଟିଂ ସେଟ୍ ରେ ଟି-ବ୍ରେକ ସମୟରେ ଶୌଚାଳୟ ଯାଇଥିଲେ ତୁନିଷା । ତେବେ ଦୀର୍ଘ ସମୟ ପରେ ସେଠାରୁ ନ ବାହାରିବାରୁ ଶେଷରେ କବାଟ ଭଙ୍ଗାଯାଇଥିଲା । କବାଟ ଭଙ୍ଗାଯିବା ପରେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । ସେପଟେ ଆତ୍ମହତ୍ୟା ସମ୍ପର୍କରେ ସୂଚନା ପାଇଁ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଂଚି ତଦଣ୍ଡ ଜାରି ରଖିଛି ।

https://www.thesakala.in/big-news/actress-tunisha-sharma-hanged-herself-on-a-shooting-set/article-17631
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର