ଦ କଶ୍ମୀର ଫାଇଲ୍ସ ଫିଲ୍ମର ସଫଳତା ପରେ ବିବେକ ଅଗ୍ନିହୋତ୍ରୀ ଆଣୁଛନ୍ତି ‘ଦ ଭ୍ୟାକ୍‌ସିନ୍ ୱାର୍‌’, ଜାଣନ୍ତୁ କେବେ ହେବ ରିଲିଜ୍‌

The Sakala Picture
Published On

ମୁମ୍ବାଇ : ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଦ କଶ୍ମୀର ଫାଇଲ୍ସ ଫିଲ୍ମ ବଲିଉଡରେ ରେକର୍ଡ ସୃଷ୍ଟି କରିଥିଲା। କରୋନା ପରବର୍ତ୍ତି କାଳରେ ଯେତେବେଳେ ଲୋକମାନେ ବଲିଉଡ ଫିଲ୍ମରୁ ମୁହଁ ଫେରାଇଦେଇଥିଲେ, ସେତେବେଳେ ଏହି ଫିଲ୍ମ ବକ୍ସ ଅଫିସରେ ଝଡ ସୃଷ୍ଟି କରିବା ସହ ରେକର୍ଡ ପରେ ରେକର୍ଡ ସୃଷ୍ଟି କରିଚାଲିଥିଲା। କେବଳ ଭଲ ବ୍ୟବସାୟ ନୁହେଁ ଫିଲ୍ମକୁ ମଧ୍ୟ ଦେଶବାସୀ ବହୁ ପ୍ରଶଂସା କରିଥିଲେ। ଦେଶବାସୀଙ୍କ ଭଲ ପାଇବା ପରେ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ପୁଣି ଥରେ […]

ମୁମ୍ବାଇ : ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଦ କଶ୍ମୀର ଫାଇଲ୍ସ ଫିଲ୍ମ ବଲିଉଡରେ ରେକର୍ଡ ସୃଷ୍ଟି କରିଥିଲା। କରୋନା ପରବର୍ତ୍ତି କାଳରେ ଯେତେବେଳେ ଲୋକମାନେ ବଲିଉଡ ଫିଲ୍ମରୁ ମୁହଁ ଫେରାଇଦେଇଥିଲେ, ସେତେବେଳେ ଏହି ଫିଲ୍ମ ବକ୍ସ ଅଫିସରେ ଝଡ ସୃଷ୍ଟି କରିବା ସହ ରେକର୍ଡ ପରେ ରେକର୍ଡ ସୃଷ୍ଟି କରିଚାଲିଥିଲା। କେବଳ ଭଲ ବ୍ୟବସାୟ ନୁହେଁ ଫିଲ୍ମକୁ ମଧ୍ୟ ଦେଶବାସୀ ବହୁ ପ୍ରଶଂସା କରିଥିଲେ। ଦେଶବାସୀଙ୍କ ଭଲ ପାଇବା ପରେ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ପୁଣି ଥରେ ବଲିଉଡକୁ ଆଉ ଏଭ ଭେଟି ଦେବାକୁ ଯାଉଛନ୍ତି। ଖୁବଶୀଘ୍ର ଆସିବ ଫିଲ୍ମ ‘ ଦି ଭ୍ୟାକସିନ୍ ୱାର୍‌’। ଏନେଇ ଖୋଦ୍ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଘୋଷଣା କରିଛନ୍ତି।

ଆହୁରି ପଢ଼ନ୍ତୁ: ବ୍ୟବସାୟୀଙ୍କୁ ଅପହରଣ କରି ୨ କୋଟି ଦାବି କଲେ ଦୁବୃର୍ତ୍ତ, ପରିବାର ପୁଲିସର ଦ୍ୱାରସ୍ଥ ହେବାରୁ ମାରି ଜଙ୍ଗଲରେ ଫିଙ୍ଗିଦେଲେ

ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ କହିଛନ୍ତି ଯେ ‘ଯେତେବେଳେ କୋଭିଡ ଲକଡାଉନ୍ ସମୟରେ କାଶ୍ମୀର ଫାଇଲଗୁଡ଼ିକୁ ସ୍ଥଗିତ ରଖାଗଲା, ମୁଁ ଏହାର ଅନୁସନ୍ଧାନ ଆରମ୍ଭ କଲି। ତା’ପରେ ଆମେ  ICMR ଏବଂ NIVର ବୈଜ୍ଞାନିକମାନଙ୍କ ସହିତ ଅନୁସନ୍ଧାନ ଆରମ୍ଭ କଲୁ । ଯେଉଁମାନେ ଆମର ଟିକା ମିଳିବା ସମ୍ଭବ କରିଥିଲେ। ସେମାନଙ୍କର ସଂଗ୍ରାମ ଏବଂ ବଳିଦାନର କାହାଣୀ ଅତ୍ୟନ୍ତ ଜବରଦସ୍ତ ଥିଲା । ଏଭଳି କାହାଣୀଟି ଦେଖାଇବା ଉଚିତ। ଯାହା ଦ୍ଵାରା ପ୍ରତ୍ୟେକ ଭାରତୀୟ ନିଜ ଦେଶ ପାଇଁ ଗର୍ବିତ ଅନୁଭବ କରିପାରିବେ।

ଏଥି ସହିତ ଏହି ଚଳଚିତ୍ରଟି ୧୫ ଅଗଷ୍ଟ ୨୦୨୩ରେ ମୁକ୍ତିଲାଭ କରିବ। ଏହି ଚଳଚ୍ଚିତ୍ରଟି ହିନ୍ଦୀ, ଇଂରାଜୀ, ତେଲୁଗୁ, ତାମିଲ, ମାଲାୟାଲମ୍, କନ୍ନଡ, ଭୋଜପୁରୀ, ପଞ୍ଜାବୀ, ଗୁଜୁରାଟୀ, ମରାଠୀ ଏବଂ ବଙ୍ଗାଳୀ ସହିତ ୧୧ ରୁ ଅଧିକ ଭାଷାରେ ମୁକ୍ତିଲାଭ କରିବ ବୋଲି ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ କହିଛନ୍ତି।

10 Nov 2022 By The Sakala

ଦ କଶ୍ମୀର ଫାଇଲ୍ସ ଫିଲ୍ମର ସଫଳତା ପରେ ବିବେକ ଅଗ୍ନିହୋତ୍ରୀ ଆଣୁଛନ୍ତି ‘ଦ ଭ୍ୟାକ୍‌ସିନ୍ ୱାର୍‌’, ଜାଣନ୍ତୁ କେବେ ହେବ ରିଲିଜ୍‌

ମୁମ୍ବାଇ : ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଦ କଶ୍ମୀର ଫାଇଲ୍ସ ଫିଲ୍ମ ବଲିଉଡରେ ରେକର୍ଡ ସୃଷ୍ଟି କରିଥିଲା। କରୋନା ପରବର୍ତ୍ତି କାଳରେ ଯେତେବେଳେ ଲୋକମାନେ ବଲିଉଡ ଫିଲ୍ମରୁ ମୁହଁ ଫେରାଇଦେଇଥିଲେ, ସେତେବେଳେ ଏହି ଫିଲ୍ମ ବକ୍ସ ଅଫିସରେ ଝଡ ସୃଷ୍ଟି କରିବା ସହ ରେକର୍ଡ ପରେ ରେକର୍ଡ ସୃଷ୍ଟି କରିଚାଲିଥିଲା। କେବଳ ଭଲ ବ୍ୟବସାୟ ନୁହେଁ ଫିଲ୍ମକୁ ମଧ୍ୟ ଦେଶବାସୀ ବହୁ ପ୍ରଶଂସା କରିଥିଲେ। ଦେଶବାସୀଙ୍କ ଭଲ ପାଇବା ପରେ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ପୁଣି ଥରେ ବଲିଉଡକୁ ଆଉ ଏଭ ଭେଟି ଦେବାକୁ ଯାଉଛନ୍ତି। ଖୁବଶୀଘ୍ର ଆସିବ ଫିଲ୍ମ ‘ ଦି ଭ୍ୟାକସିନ୍ ୱାର୍‌’। ଏନେଇ ଖୋଦ୍ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଘୋଷଣା କରିଛନ୍ତି।

ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ କହିଛନ୍ତି ଯେ ‘ଯେତେବେଳେ କୋଭିଡ ଲକଡାଉନ୍ ସମୟରେ କାଶ୍ମୀର ଫାଇଲଗୁଡ଼ିକୁ ସ୍ଥଗିତ ରଖାଗଲା, ମୁଁ ଏହାର ଅନୁସନ୍ଧାନ ଆରମ୍ଭ କଲି। ତା’ପରେ ଆମେ  ICMR ଏବଂ NIVର ବୈଜ୍ଞାନିକମାନଙ୍କ ସହିତ ଅନୁସନ୍ଧାନ ଆରମ୍ଭ କଲୁ । ଯେଉଁମାନେ ଆମର ଟିକା ମିଳିବା ସମ୍ଭବ କରିଥିଲେ। ସେମାନଙ୍କର ସଂଗ୍ରାମ ଏବଂ ବଳିଦାନର କାହାଣୀ ଅତ୍ୟନ୍ତ ଜବରଦସ୍ତ ଥିଲା । ଏଭଳି କାହାଣୀଟି ଦେଖାଇବା ଉଚିତ। ଯାହା ଦ୍ଵାରା ପ୍ରତ୍ୟେକ ଭାରତୀୟ ନିଜ ଦେଶ ପାଇଁ ଗର୍ବିତ ଅନୁଭବ କରିପାରିବେ।

ଏଥି ସହିତ ଏହି ଚଳଚିତ୍ରଟି ୧୫ ଅଗଷ୍ଟ ୨୦୨୩ରେ ମୁକ୍ତିଲାଭ କରିବ। ଏହି ଚଳଚ୍ଚିତ୍ରଟି ହିନ୍ଦୀ, ଇଂରାଜୀ, ତେଲୁଗୁ, ତାମିଲ, ମାଲାୟାଲମ୍, କନ୍ନଡ, ଭୋଜପୁରୀ, ପଞ୍ଜାବୀ, ଗୁଜୁରାଟୀ, ମରାଠୀ ଏବଂ ବଙ୍ଗାଳୀ ସହିତ ୧୧ ରୁ ଅଧିକ ଭାଷାରେ ମୁକ୍ତିଲାଭ କରିବ ବୋଲି ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର