ଶିଶୁ କନ୍ୟାକୁ ଜନ୍ମ ଦେଲେ ଆଲିଆ

The Sakala Picture
Published On

ମୁମ୍ଵାଇ: ଶିଶୁ କନ୍ୟାର ପିତାମାତା ହୋଇଛନ୍ତି ରଣବୀର-ଆଲିଆ। ଏନେଇ ଆଲିଆ ଭଟ୍ଟ ଏକ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି । ଏହି ପୋଷ୍ଟରେ ସିଂହ-ସିଂହଳୀ ଏବଂ ଛୁଆର ଏକ କାର୍ଟୁନ୍ ଫଟୋ ସେୟାର କରାଯାଇଛି। ଫଟୋରେ ଲେଖା ହୋଇଛି-ଆମ ଜୀବନର ସର୍ବୋତ୍ତମ ଖବର। ଆମର ଶିଶୁ ଆସିଛି, ଏବଂ ଏହି ଶିଶୁ କନ୍ୟା ସଂପୂର୍ଣ୍ଣ ଯାଦୁଗରୀ। ଭାଗ୍ୟବାନ ଏବଂ ପିତାମାତା ହୋଇଛୁ । ଖବର ଅନୁଯାୟୀ, ଜୁନ୍ ମାସରେ, ଆଲିଆ ଏକ ଫଟୋ ଶେୟାର କରି […]

ମୁମ୍ଵାଇ: ଶିଶୁ କନ୍ୟାର ପିତାମାତା ହୋଇଛନ୍ତି ରଣବୀର-ଆଲିଆ। ଏନେଇ ଆଲିଆ ଭଟ୍ଟ ଏକ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି । ଏହି ପୋଷ୍ଟରେ ସିଂହ-ସିଂହଳୀ ଏବଂ ଛୁଆର ଏକ କାର୍ଟୁନ୍ ଫଟୋ ସେୟାର କରାଯାଇଛି। ଫଟୋରେ ଲେଖା ହୋଇଛି-ଆମ ଜୀବନର ସର୍ବୋତ୍ତମ ଖବର। ଆମର ଶିଶୁ ଆସିଛି, ଏବଂ ଏହି ଶିଶୁ କନ୍ୟା ସଂପୂର୍ଣ୍ଣ ଯାଦୁଗରୀ। ଭାଗ୍ୟବାନ ଏବଂ ପିତାମାତା ହୋଇଛୁ ।

ଆହୁରି ପଢ଼ନ୍ତୁ: ରାଜଧାନୀ ଆଜାଦନଗର ବିସ୍ଫୋରଣ ଘଟଣା: କ୍ରାଇମ ସ୍ପଟରେ NIA ଟିମର ତଦନ୍ତ

ଖବର ଅନୁଯାୟୀ, ଜୁନ୍ ମାସରେ, ଆଲିଆ ଏକ ଫଟୋ ଶେୟାର କରି ଗର୍ଭବତୀ ହେବାର ଖବର ଶେୟାର କରିଥିଲେ। ଆଜି ସକାଳେ ରଣବୀର-ଆଲିଆଙ୍କୁ ମୁମ୍ବାଇର ଏକ ଡାକ୍ତରଖାନା ବାହାରେ ଦେଖିବାକୁ ମିଳିଥିଲା।  ଏହି ଅବସରରେ ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ଯନ୍ତ ଆଲିଆ-ରଣବୀର ବାପାମାଆ ହେବାକୁ ନେଇ ଶୁଭେଚ୍ଛା ଜଣେଇଛନ୍ତି।

ଆହୁରି ପଢ଼ନ୍ତୁ: ଗିରଫ ହେଲେ ଜଳସେଚନ ବିଭାଗର କୁବେର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ, ଚଢ଼ାଉ ବେଳେ ଠାବ ହୋଇଥିଲା ବିପୁଳ ସଂପତ୍ତି

06 Nov 2022 By The Sakala

ଶିଶୁ କନ୍ୟାକୁ ଜନ୍ମ ଦେଲେ ଆଲିଆ

ମୁମ୍ଵାଇ: ଶିଶୁ କନ୍ୟାର ପିତାମାତା ହୋଇଛନ୍ତି ରଣବୀର-ଆଲିଆ। ଏନେଇ ଆଲିଆ ଭଟ୍ଟ ଏକ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି । ଏହି ପୋଷ୍ଟରେ ସିଂହ-ସିଂହଳୀ ଏବଂ ଛୁଆର ଏକ କାର୍ଟୁନ୍ ଫଟୋ ସେୟାର କରାଯାଇଛି। ଫଟୋରେ ଲେଖା ହୋଇଛି-ଆମ ଜୀବନର ସର୍ବୋତ୍ତମ ଖବର। ଆମର ଶିଶୁ ଆସିଛି, ଏବଂ ଏହି ଶିଶୁ କନ୍ୟା ସଂପୂର୍ଣ୍ଣ ଯାଦୁଗରୀ। ଭାଗ୍ୟବାନ ଏବଂ ପିତାମାତା ହୋଇଛୁ ।

ଖବର ଅନୁଯାୟୀ, ଜୁନ୍ ମାସରେ, ଆଲିଆ ଏକ ଫଟୋ ଶେୟାର କରି ଗର୍ଭବତୀ ହେବାର ଖବର ଶେୟାର କରିଥିଲେ। ଆଜି ସକାଳେ ରଣବୀର-ଆଲିଆଙ୍କୁ ମୁମ୍ବାଇର ଏକ ଡାକ୍ତରଖାନା ବାହାରେ ଦେଖିବାକୁ ମିଳିଥିଲା।  ଏହି ଅବସରରେ ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ଯନ୍ତ ଆଲିଆ-ରଣବୀର ବାପାମାଆ ହେବାକୁ ନେଇ ଶୁଭେଚ୍ଛା ଜଣେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର