ଶେଷ ହେବ ସିମ୍ ଯୁଗ : ସ୍ୟାଟ୍‌କମ୍‌ ସହାୟତାରେ ଚାଲିବ ସାଟେଲାଇଟ୍ ଇଣ୍ଟରନେଟ୍

The Sakala Picture
Published On

ଦୀର୍ଘ ବର୍ଷ ଧରି ଲୋକେ ସାଟେଲାଇଟ୍ ସେବାକୁ ଅପେକ୍ଷା କରି ରହିଛନ୍ତି। ବର୍ତ୍ତମାନ ଏହି ବିଷୟରେ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ଭାରତ ଗ୍ରୁପ ଦ୍ୱାରା ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। କାରଣ ଭାରତୀୟ ସମର୍ଥିତ ୱାନ୍‌ ୱେବ୍ ସ୍ପେକ୍ଟ୍ରମ୍ ପାଇଁ ଆବେଦନ କରିଛି। କମ୍ପାନୀ ବାଣିଜ୍ୟିକ ସାଟେଲାଇଟ୍ ଉପଗ୍ରହ ବ୍ରଡବ୍ୟାଣ୍ଡ ସେବା ଚଳିତ ବର୍ଷ ଜୁନ୍ ସୁଦ୍ଧା ଆରମ୍ଭ କରିବାକୁ ଯାଉଥିବା ଆଶା କରାଯାଉଛି। କମ୍ପାନୀ ୬ବର୍ଷ ପାଇଁ ଏକ ଆବଣ୍ଟନ ଚୁକ୍ତି ମଧ୍ୟ […]

ଦୀର୍ଘ ବର୍ଷ ଧରି ଲୋକେ ସାଟେଲାଇଟ୍ ସେବାକୁ ଅପେକ୍ଷା କରି ରହିଛନ୍ତି। ବର୍ତ୍ତମାନ ଏହି ବିଷୟରେ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ଭାରତ ଗ୍ରୁପ ଦ୍ୱାରା ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। କାରଣ ଭାରତୀୟ ସମର୍ଥିତ ୱାନ୍‌ ୱେବ୍ ସ୍ପେକ୍ଟ୍ରମ୍ ପାଇଁ ଆବେଦନ କରିଛି। କମ୍ପାନୀ ବାଣିଜ୍ୟିକ ସାଟେଲାଇଟ୍ ଉପଗ୍ରହ ବ୍ରଡବ୍ୟାଣ୍ଡ ସେବା ଚଳିତ ବର୍ଷ ଜୁନ୍ ସୁଦ୍ଧା ଆରମ୍ଭ କରିବାକୁ ଯାଉଥିବା ଆଶା କରାଯାଉଛି।

ଆହୁରି ପଢ଼ନ୍ତୁ: ଚନ୍ଦ୍ର ବିଜୟର ‘ପାୱାର ହାଉସ’: ଜାଣନ୍ତୁ କେମିତି ପ୍ରସ୍ତୁତ ହୋଇଥିଲା ଦୁନିଆର ସବୁଠାରୁ ଶକ୍ତିଶାଳୀ ରକେଟ୍ ଇଞ୍ଜିନ୍

କମ୍ପାନୀ ୬ବର୍ଷ ପାଇଁ ଏକ ଆବଣ୍ଟନ ଚୁକ୍ତି ମଧ୍ୟ ସ୍ୱାକ୍ଷର କରିଛି। ଭାରତରେ ଲୋ ଆର୍ଥ ଅର୍ବିଟ କନେକ୍ଟିଭିଟି ସେବା ଯୋଗାଇବା ପାଇଁ ଏକ ବର୍ଷର ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ହ୍ୟୁଜେସ୍‌କମ୍ୟୁନିକେସନ୍ ଇଣ୍ଡିଆ ଏବଂ ୱାନ୍ ୱେବ୍ ମିଳିତ ଭାବେ ଏହାକୁ ସ୍ୱାକ୍ଷର କରିଛନ୍ତି। କମ୍ପାନୀ କହିଛି ଯେ ଏହା ୱାନ୍‌ୱେବ୍‌କୁ ବହୁତ ସାହାଯ୍ୟ କରିବ। କାରଣ ଏହି ବଜାରରେ ଅନ୍ୟ କୌଣସି କମ୍ପାନୀ ନାହିଁ। ଏଭଳି ପରିସ୍ଥିତିରେ ଏହା ଉଭୟ କମ୍ପାନୀ ପାଇଁ ଏକ ବଡ଼ ନିଷ୍ପତ୍ତି ବୋଲି ପ୍ରମାଣିତ ହୋଇପାରେ।

ଆହୁରି ପଢ଼ନ୍ତୁ: ଚାଟ୍ ଜିପିଟିରେ ଆସିଲା ନୂଆ 'ହେଲଥ୍ ଫିଚର': ଏବେ ଆପଣଙ୍କ ମେଡିକାଲ ରିପୋର୍ଟ ପଢ଼ିବ ଏଆଇ

ତେବେ ଏ ସମ୍ପର୍କରେ ଭାରତ ସରକାରଙ୍କ ଆଡୁ ଏପର୍ଯ୍ୟନ୍ତ କୌଣସି ବିବୃତ୍ତି ଦିଆଯାଇ ନାହିଁ। ଏହାସହ ଏହା କିପରି କାର୍ଯ୍ୟ କରିବ, ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କିନ୍ତୁ ଟେଲିକମ୍ କମ୍ପାନୀଗୁଡିକ କ୍ରମାଗତ ଭାବରେ ଏହା ଉପରେ କାର୍ଯ୍ୟ କରୁଛନ୍ତି। ଥରେ ଆପଣ ଉପଗ୍ରହ ସଂଯୋଗ ପାଇଲେ, ଆପଣଙ୍କୁ ଆଉ ସିମ୍ କାର୍ଡ ମଧ୍ୟ ଦରକାର ହେବ ନାହିଁ। ବର୍ତ୍ତମାନ ଏହି ବିଷୟରେ ବ୍ୟାପକ ପରୀକ୍ଷାନୀରିକ୍ଷା ଚାଲିଛି। ତେବେ ଉପଭୋକ୍ତାମାନେ ଏହାକୁ କେବେ ପାଇବେ, ତାହା ସ୍ପଷ୍ଟ ହୋଇନାହିଁ।

17 Mar 2024 By The Sakala

ଶେଷ ହେବ ସିମ୍ ଯୁଗ : ସ୍ୟାଟ୍‌କମ୍‌ ସହାୟତାରେ ଚାଲିବ ସାଟେଲାଇଟ୍ ଇଣ୍ଟରନେଟ୍

ଦୀର୍ଘ ବର୍ଷ ଧରି ଲୋକେ ସାଟେଲାଇଟ୍ ସେବାକୁ ଅପେକ୍ଷା କରି ରହିଛନ୍ତି। ବର୍ତ୍ତମାନ ଏହି ବିଷୟରେ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ଭାରତ ଗ୍ରୁପ ଦ୍ୱାରା ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। କାରଣ ଭାରତୀୟ ସମର୍ଥିତ ୱାନ୍‌ ୱେବ୍ ସ୍ପେକ୍ଟ୍ରମ୍ ପାଇଁ ଆବେଦନ କରିଛି। କମ୍ପାନୀ ବାଣିଜ୍ୟିକ ସାଟେଲାଇଟ୍ ଉପଗ୍ରହ ବ୍ରଡବ୍ୟାଣ୍ଡ ସେବା ଚଳିତ ବର୍ଷ ଜୁନ୍ ସୁଦ୍ଧା ଆରମ୍ଭ କରିବାକୁ ଯାଉଥିବା ଆଶା କରାଯାଉଛି।

କମ୍ପାନୀ ୬ବର୍ଷ ପାଇଁ ଏକ ଆବଣ୍ଟନ ଚୁକ୍ତି ମଧ୍ୟ ସ୍ୱାକ୍ଷର କରିଛି। ଭାରତରେ ଲୋ ଆର୍ଥ ଅର୍ବିଟ କନେକ୍ଟିଭିଟି ସେବା ଯୋଗାଇବା ପାଇଁ ଏକ ବର୍ଷର ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ହ୍ୟୁଜେସ୍‌କମ୍ୟୁନିକେସନ୍ ଇଣ୍ଡିଆ ଏବଂ ୱାନ୍ ୱେବ୍ ମିଳିତ ଭାବେ ଏହାକୁ ସ୍ୱାକ୍ଷର କରିଛନ୍ତି। କମ୍ପାନୀ କହିଛି ଯେ ଏହା ୱାନ୍‌ୱେବ୍‌କୁ ବହୁତ ସାହାଯ୍ୟ କରିବ। କାରଣ ଏହି ବଜାରରେ ଅନ୍ୟ କୌଣସି କମ୍ପାନୀ ନାହିଁ। ଏଭଳି ପରିସ୍ଥିତିରେ ଏହା ଉଭୟ କମ୍ପାନୀ ପାଇଁ ଏକ ବଡ଼ ନିଷ୍ପତ୍ତି ବୋଲି ପ୍ରମାଣିତ ହୋଇପାରେ।

ତେବେ ଏ ସମ୍ପର୍କରେ ଭାରତ ସରକାରଙ୍କ ଆଡୁ ଏପର୍ଯ୍ୟନ୍ତ କୌଣସି ବିବୃତ୍ତି ଦିଆଯାଇ ନାହିଁ। ଏହାସହ ଏହା କିପରି କାର୍ଯ୍ୟ କରିବ, ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କିନ୍ତୁ ଟେଲିକମ୍ କମ୍ପାନୀଗୁଡିକ କ୍ରମାଗତ ଭାବରେ ଏହା ଉପରେ କାର୍ଯ୍ୟ କରୁଛନ୍ତି। ଥରେ ଆପଣ ଉପଗ୍ରହ ସଂଯୋଗ ପାଇଲେ, ଆପଣଙ୍କୁ ଆଉ ସିମ୍ କାର୍ଡ ମଧ୍ୟ ଦରକାର ହେବ ନାହିଁ। ବର୍ତ୍ତମାନ ଏହି ବିଷୟରେ ବ୍ୟାପକ ପରୀକ୍ଷାନୀରିକ୍ଷା ଚାଲିଛି। ତେବେ ଉପଭୋକ୍ତାମାନେ ଏହାକୁ କେବେ ପାଇବେ, ତାହା ସ୍ପଷ୍ଟ ହୋଇନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର