ଅନଲାଇନ୍ କ୍ଲାସ ପାଇଁ ସାମସଙ୍ଗର ଶସ୍ତା ସ୍ମାର୍ଟଫୋନ

The Sakala Picture
Published On

ନୂଆଦିଲ୍ଲୀ: ଗତ ବର୍ଷ ସାମସଙ୍ଗ ଏକ ସ୍ମାର୍ଟଫୋନ୍ ସାମସଙ୍ଗ ଗାଲାକ୍ସି ଏମ-୦୧ କୋର ଲଞ୍ଚ କରିଥିଲା। ଏହା ସାମସଙ୍ଗର ସବୁଠାରୁ ଶସ୍ତା ଆଣ୍ଡ୍ରୋଏଡ୍ ସ୍ମାର୍ଟଫୋନ୍ ଅଟେ। ଯେଉଁମାନେ ପ୍ରଥମ ଥର ପାଇଁ ସ୍ମାର୍ଟଫୋନ୍ କିଣିବାକୁ ଚାହୁଁଛନ୍ତି କିମ୍ବା ପିଲାମାନଙ୍କ ଅନଲାଇନ୍ କ୍ଲାସ୍ ପାଇଁ ସ୍ମାର୍ଟଫୋନ୍ କିଣିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏହା ଉପଯୁକ୍ତ ଅଟେ। ଏହି ସାମସଙ୍ଗ ଫୋନ୍ ବର୍ତ୍ତମାନ ଶସ୍ତା ହୋଇଛି। ସାମସଙ୍ଗ ଗାଲାକ୍ସି ଏମ-୦୧ କୋର ୧ଜିବି ରାମ ଓ ୧୬ ଜିବି ଷ୍ଟୋରେଜର […]

ନୂଆଦିଲ୍ଲୀ: ଗତ ବର୍ଷ ସାମସଙ୍ଗ ଏକ ସ୍ମାର୍ଟଫୋନ୍ ସାମସଙ୍ଗ ଗାଲାକ୍ସି ଏମ-୦୧ କୋର ଲଞ୍ଚ କରିଥିଲା। ଏହା ସାମସଙ୍ଗର ସବୁଠାରୁ ଶସ୍ତା ଆଣ୍ଡ୍ରୋଏଡ୍ ସ୍ମାର୍ଟଫୋନ୍ ଅଟେ। ଯେଉଁମାନେ ପ୍ରଥମ ଥର ପାଇଁ ସ୍ମାର୍ଟଫୋନ୍ କିଣିବାକୁ ଚାହୁଁଛନ୍ତି କିମ୍ବା ପିଲାମାନଙ୍କ ଅନଲାଇନ୍ କ୍ଲାସ୍ ପାଇଁ ସ୍ମାର୍ଟଫୋନ୍ କିଣିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏହା ଉପଯୁକ୍ତ ଅଟେ। ଏହି ସାମସଙ୍ଗ ଫୋନ୍ ବର୍ତ୍ତମାନ ଶସ୍ତା ହୋଇଛି।

ଆହୁରି ପଢ଼ନ୍ତୁ: ଟେଲିଗ୍ରାମ ହେଉଛି 'ଆତଙ୍କବାଦୀଙ୍କ ଆଡ୍ଡା', ଦିଲ୍ଲୀ ହାଇକୋର୍ଟରେ କେନ୍ଦ୍ର ସରକାରଙ୍କ ବଡ଼ ଦାବି

ଆହୁରି ପଢ଼ନ୍ତୁ: ବାୟୋକମ୍ପ୍ୟୁଟ୍ ପ୍ରତିଷ୍ଠାତା ଅନଘା ରାଜେଶ ବେଙ୍ଗାଲୁରୁ ଅଫିସ୍ ବନ୍ଦ କରି ଆମେରିକା ଗଲେ, କହିଲେ 'ଭାରତ ଏବେ ପ୍ରସ୍ତୁତ ନୁହେଁ'

ସାମସଙ୍ଗ ଗାଲାକ୍ସି ଏମ-୦୧ କୋର ୧ଜିବି ରାମ ଓ ୧୬ ଜିବି ଷ୍ଟୋରେଜର ମୂଲ୍ୟ ୪,୯୯୯ ଟଙ୍କା ଥିବା ବେଳେ ୨ଜିବି ରାମ ସହିତ ୩୨ ଜିବି ଷ୍ଟୋରେଜ୍ ମୂଲ୍ୟ ୫,୪୯୯ ଟଙ୍କା ରହିଛି।

ଗାଲାକ୍ସି ଏମ-୦୧ କୋରରେ ୫.୩ ଇଞ୍ଚ ଏଚଡି ପ୍ଲସ ଡିସପ୍ଲେ ଦିଆଯାଇଛି।  ଏହି ଫୋନରେ ମିଡିଆଟେକର କ୍ୱାଡକୋର ୬୭୩୯ ପ୍ରୋସେସର ଦିଆଯାଇଛି। ଫୋନରେ ଆଣ୍ଡ୍ରୋଏଡ୍ ଗୋ ମଧ୍ଯ ଅଛି। ମେମୋରୀ କାର୍ଡ ସାହାଯ୍ୟରେ ଷ୍ଟୋରେଜ୍ ବୃଦ୍ଧି କରାଯାଇପାରିବ।

ଏହି ସାମସଙ୍ଗ ଫୋନରେ ଫ୍ଲାସ ଲାଇଟ୍ ସହିତ ୮ ମେଗାପିକ୍ସେଲର ପଛ କ୍ୟାମେରା ଦିଆଯଇଛି। ଏହା ବ୍ୟତୀତ ଫୋନରେ ସେଲଫି ପାଇଁ ୫ ମେଗାପିକ୍ସେଲ କ୍ୟାମେରା ଉପଲବ୍ଧ। ଏହାବ୍ୟତୀତ ଏହି ଫୋନରେ ୪ଜି ନେଟୱାର୍କ ସହ ୩୦୦୦ ଏମଏଚ ବ୍ୟାଟେରୀ ଅଛି। ଯାହାକି ୧୧ ଘଣ୍ଟାର ବ୍ୟାକଅପ୍ ଦେବାରେ ସମର୍ଥ ଅଟେ।

17 Mar 2021 By The Sakala

ଅନଲାଇନ୍ କ୍ଲାସ ପାଇଁ ସାମସଙ୍ଗର ଶସ୍ତା ସ୍ମାର୍ଟଫୋନ

ନୂଆଦିଲ୍ଲୀ: ଗତ ବର୍ଷ ସାମସଙ୍ଗ ଏକ ସ୍ମାର୍ଟଫୋନ୍ ସାମସଙ୍ଗ ଗାଲାକ୍ସି ଏମ-୦୧ କୋର ଲଞ୍ଚ କରିଥିଲା। ଏହା ସାମସଙ୍ଗର ସବୁଠାରୁ ଶସ୍ତା ଆଣ୍ଡ୍ରୋଏଡ୍ ସ୍ମାର୍ଟଫୋନ୍ ଅଟେ। ଯେଉଁମାନେ ପ୍ରଥମ ଥର ପାଇଁ ସ୍ମାର୍ଟଫୋନ୍ କିଣିବାକୁ ଚାହୁଁଛନ୍ତି କିମ୍ବା ପିଲାମାନଙ୍କ ଅନଲାଇନ୍ କ୍ଲାସ୍ ପାଇଁ ସ୍ମାର୍ଟଫୋନ୍ କିଣିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏହା ଉପଯୁକ୍ତ ଅଟେ। ଏହି ସାମସଙ୍ଗ ଫୋନ୍ ବର୍ତ୍ତମାନ ଶସ୍ତା ହୋଇଛି।

ସାମସଙ୍ଗ ଗାଲାକ୍ସି ଏମ-୦୧ କୋର ୧ଜିବି ରାମ ଓ ୧୬ ଜିବି ଷ୍ଟୋରେଜର ମୂଲ୍ୟ ୪,୯୯୯ ଟଙ୍କା ଥିବା ବେଳେ ୨ଜିବି ରାମ ସହିତ ୩୨ ଜିବି ଷ୍ଟୋରେଜ୍ ମୂଲ୍ୟ ୫,୪୯୯ ଟଙ୍କା ରହିଛି।

ଗାଲାକ୍ସି ଏମ-୦୧ କୋରରେ ୫.୩ ଇଞ୍ଚ ଏଚଡି ପ୍ଲସ ଡିସପ୍ଲେ ଦିଆଯାଇଛି।  ଏହି ଫୋନରେ ମିଡିଆଟେକର କ୍ୱାଡକୋର ୬୭୩୯ ପ୍ରୋସେସର ଦିଆଯାଇଛି। ଫୋନରେ ଆଣ୍ଡ୍ରୋଏଡ୍ ଗୋ ମଧ୍ଯ ଅଛି। ମେମୋରୀ କାର୍ଡ ସାହାଯ୍ୟରେ ଷ୍ଟୋରେଜ୍ ବୃଦ୍ଧି କରାଯାଇପାରିବ।

ଏହି ସାମସଙ୍ଗ ଫୋନରେ ଫ୍ଲାସ ଲାଇଟ୍ ସହିତ ୮ ମେଗାପିକ୍ସେଲର ପଛ କ୍ୟାମେରା ଦିଆଯଇଛି। ଏହା ବ୍ୟତୀତ ଫୋନରେ ସେଲଫି ପାଇଁ ୫ ମେଗାପିକ୍ସେଲ କ୍ୟାମେରା ଉପଲବ୍ଧ। ଏହାବ୍ୟତୀତ ଏହି ଫୋନରେ ୪ଜି ନେଟୱାର୍କ ସହ ୩୦୦୦ ଏମଏଚ ବ୍ୟାଟେରୀ ଅଛି। ଯାହାକି ୧୧ ଘଣ୍ଟାର ବ୍ୟାକଅପ୍ ଦେବାରେ ସମର୍ଥ ଅଟେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp