ଟାଇପ୍‌ ନ କରି ହ୍ବାଟସ୍‌ଆପରେ ପଠାନ୍ତୁ ମେସେଜ୍‌

The Sakala Picture
Published On

ବିଶ୍ବବ୍ୟାପୀ କୋଟି କୋଟି ଲୋକ ତତ୍‌କ୍ଷଣାତ୍ ମେସେଜିଂ ଆପ୍ ହ୍ବାଟସ୍‌ଆପ୍‌ ବ୍ୟବହାର କରିଥାନ୍ତି। ସମସ୍ତେ ଟାଇପ୍ କରି ମେସେଜ୍ ପଠାଇଥାନ୍ତି। କିନ୍ତୁ ଆପଣ ଟାଇପ୍‌ ନ କରି ମଧ୍ୟ ହ୍ବାଟସ୍‌ଆପ୍‌ରେ ଟେକ୍ସଟ୍ ମେସେଜ୍‌ ପଠାଇ ପାରିବେ । ଏଭଳି ଆପଣ କେବଳ ହ୍ବାଟସ୍‌ଆପ୍‌ରେ ନୁହେଁ, ଅନ୍ୟ ଆପ୍‌ଗୁଡ଼ିକରେ ମଧ୍ୟ କରିପାରିବେ । ଏଥିରେ ଆପଣଙ୍କୁ ଟାଇପ୍ କରିବାର ଆବଶ୍ୟକତା ପଡ଼ିବ ନାହିଁ। ଏହି ଫିଚର୍‌ ଆପଣଙ୍କ ସ୍ବର ଉପରେ କାମ କରିବ। ଅର୍ଥାତ୍‌ ଆପଣ ଯେଉଁ ମେସେଜ୍ […]

ବିଶ୍ବବ୍ୟାପୀ କୋଟି କୋଟି ଲୋକ ତତ୍‌କ୍ଷଣାତ୍ ମେସେଜିଂ ଆପ୍ ହ୍ବାଟସ୍‌ଆପ୍‌ ବ୍ୟବହାର କରିଥାନ୍ତି। ସମସ୍ତେ ଟାଇପ୍ କରି ମେସେଜ୍ ପଠାଇଥାନ୍ତି। କିନ୍ତୁ ଆପଣ ଟାଇପ୍‌ ନ କରି ମଧ୍ୟ ହ୍ବାଟସ୍‌ଆପ୍‌ରେ ଟେକ୍ସଟ୍ ମେସେଜ୍‌ ପଠାଇ ପାରିବେ । ଏଭଳି ଆପଣ କେବଳ ହ୍ବାଟସ୍‌ଆପ୍‌ରେ ନୁହେଁ, ଅନ୍ୟ ଆପ୍‌ଗୁଡ଼ିକରେ ମଧ୍ୟ କରିପାରିବେ । ଏଥିରେ ଆପଣଙ୍କୁ ଟାଇପ୍ କରିବାର ଆବଶ୍ୟକତା ପଡ଼ିବ ନାହିଁ। ଏହି ଫିଚର୍‌ ଆପଣଙ୍କ ସ୍ବର ଉପରେ କାମ କରିବ। ଅର୍ଥାତ୍‌ ଆପଣ ଯେଉଁ ମେସେଜ୍ ଆପଣ ପଠାଇବାକୁ ଚାହୁଁଛନ୍ତି, ଆପଣଙ୍କୁ କେବଳ ତାହା କହିବାକୁ ପଡ଼ିବ ଏବଂ ମେସେଜ୍‌ ଆପେଆପେ ଟାଇପ୍ ହୋଇଯିବ। ମେସେଜ୍ ଟାଇପ୍ ହୋଇଯିବା ପରେ, ଆପଣଙ୍କୁ କେବଳ ସେଣ୍ଡ ବଟନ୍ ଦବାଇବାକୁ ପଡ଼ିବ। ଏଠାରେ ଫୋନ୍‌ କି-ବୋର୍ଡର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଉଦାହରଣ ସ୍ୱରୂପ, ଯଦି ଆପଣଙ୍କର ସାମ୍‌ସଙ୍ଗ୍‌ ଫୋନ୍ ତେବେ ଏହାର କି-ବୋର୍ଡ ବ୍ୟବହାର କରିପାରିବେ। ଏହାଛଡ଼ା ଆପଣ ଗୁଗଲ୍ ପ୍ଲେ ଷ୍ଟୋର୍‌ରୁ ଗୁଗଲ୍ ଇଣ୍ଡିକ୍ କି-ବୋର୍ଡ୍ ଡାଉନ୍‌ଲୋଡ୍ କରିପାରିବେ, ଯାହା ହିନ୍ଦୀକୁ ମଧ୍ୟ ସପୋର୍ଟ କରେ।

କିପରି କରିବେ
ପ୍ରଥମେ ହ୍ବାଟସ୍‌ଆପ୍‌ ଖୋଲନ୍ତୁ, ଯାହାକୁ ମେସେଜ୍‌ ପଠାଇବେ ତାର ଚାଟ୍ ଅପସନ୍‌କୁ ଯାଆନ୍ତୁ।
ବର୍ତ୍ତମାନ ମେସେଜ୍ ଟାଇପ୍ କରିବାକୁ କି-ବୋର୍ଡ୍ ଖୋଲନ୍ତୁ। ଅଧିକାଂଶ କି-ବୋର୍ଡ ଉପରେ ଏକ ମାଇକ୍ରୋେଫାନ୍‌ ଚିହ୍ନ ଥାଏ। ଏହାକୁ ଟ୍ୟାପ୍ କରନ୍ତୁ।

ମନେରଖନ୍ତୁ ଯେ, ହ୍ବାଟସ୍ଆପକୁ ଭଏସ୍ ମେସେଜ୍ ପଠାଇବା ପାଇଁ ଏକ ମାଇକ୍ରୋଫୋନ୍‌ ଚିତ୍ର ମଧ୍ୟ ଅଛି। ଆପଣ ଏହାକୁ ବ୍ୟବହାର କରିେବ ନାହିଁ।

ବର୍ତ୍ତମାନ ଆପଣଙ୍କ ସାମ୍ନାରେ ଏକ ମାଇକ୍ରୋଫୋନ୍‌ ଚିହ୍ନ ଦେଖାଯିବ, ଏହାପରେ ଆପଣଙ୍କୁ କିଛି (ଟ୍ରାଏ ଟୁ ସେ ସମଥିଙ୍ଗ୍) କହିବା ପାଇଁ କହିବେ।

ଆପଣ ଯାହା ମେସେଜ୍ ପଠାଇବାକୁ ଚାହୁଁଛନ୍ତି ସେଠାରେ କହିଦିଅନ୍ତୁ। ଯେତେବେଳେ ଆପଣଙ୍କ ମେସେଜ୍ ପୂରା ହୋଇଯିବ ମାଇକୋଫ୍ରୋନ୍‌ ଚିହ୍ନ ଉପରେ ଟ୍ୟାପ୍‌ କରନ୍ତୁ। ସବୁଠାରୁ ମଜାଦାର କଥା ହେଉଛି ଆଜିକାଲି ଅଧିକାଂଶ କି-ବୋର୍ଡ ଇଂରାଜୀ ସହିତ ହିନ୍ଦୀକୁ ସପୋର୍ଟ କରୁଛି ।

ଏହାପରେ ଆପଣ ସେଣ୍ଡ ବଟନ୍‌ ପ୍ରେସ୍‌ କରି ମେସେଜ୍ ପଠାଇ ପାରିବେ।

17 Mar 2021 By The Sakala

https://www.thesakala.in/technology/send-messages-on-whatsapp-without-typing/article-768
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର