ଆଉ ମାଗଣାରେ ବ୍ଯବହାର କରିପାରିବେନି ଇନ୍‌ଷ୍ଟାଗ୍ରାମ୍, ନେବାକୁ ପଡ଼ିବ ସବସ୍କ୍ରିପସନ୍

The Sakala Picture
Published On

ନୂଆଦିଲ୍ଲୀ: ମାଗଣାରେ ଇନ୍‌ଷ୍ଟାଗ୍ରାମ୍ ବ୍ୟବହାରର ଯୁଗ ସରିବାକୁ ଯାଉଛି। ଇନଷ୍ଟାଗ୍ରାମ ବ୍ୟବହାରକାରୀଙ୍କୁ ଏଣିକି ଏହି ସୋସିଆଲ ମିଡିଆ ଆକାଉଣ୍ଟ ପାଇଁ ଦେୟ ଦେବାକୁ ପଡିବ । କାରଣ ଇନଷ୍ଟାଗ୍ରାମ ଏକ ନୂତନ ସବସ୍କ୍ରିପସନ୍ ବୈଶିଷ୍ଟ୍ୟ ଉପରେ କାମ କରୁଛି। ଏହା ଅଧୀନରେ ଉପଭୋକ୍ତାମାନଙ୍କୁ କଣ୍ଟେଣ୍ଟ ଆକ୍‌ସେସ୍ କରିବା ପାଇଁ ବ୍ୟବହାରକାରୀଙ୍କୁ ପ୍ରତିମାସରେ ୮୯ ଟଙ୍କା ଦେବାକୁ ପଡିବ। କମ୍ପାନୀ କହିଛି ଯେ, ଏହାଦ୍ବାରା ଇନଷ୍ଟାଗ୍ରାମ ନିର୍ମାତା ଏବଂ ପ୍ରଭାବଶାଳୀମାନଙ୍କୁ ଲାଭ ମିଳିବ। ବର୍ତ୍ତମାନ କମ୍ପାନୀ ଏହି ଦେୟଯୁକ୍ତ […]

ନୂଆଦିଲ୍ଲୀ: ମାଗଣାରେ ଇନ୍‌ଷ୍ଟାଗ୍ରାମ୍ ବ୍ୟବହାରର ଯୁଗ ସରିବାକୁ ଯାଉଛି। ଇନଷ୍ଟାଗ୍ରାମ ବ୍ୟବହାରକାରୀଙ୍କୁ ଏଣିକି ଏହି ସୋସିଆଲ ମିଡିଆ ଆକାଉଣ୍ଟ ପାଇଁ ଦେୟ ଦେବାକୁ ପଡିବ । କାରଣ ଇନଷ୍ଟାଗ୍ରାମ ଏକ ନୂତନ ସବସ୍କ୍ରିପସନ୍ ବୈଶିଷ୍ଟ୍ୟ ଉପରେ କାମ କରୁଛି। ଏହା ଅଧୀନରେ ଉପଭୋକ୍ତାମାନଙ୍କୁ କଣ୍ଟେଣ୍ଟ ଆକ୍‌ସେସ୍ କରିବା ପାଇଁ ବ୍ୟବହାରକାରୀଙ୍କୁ ପ୍ରତିମାସରେ ୮୯ ଟଙ୍କା ଦେବାକୁ ପଡିବ। କମ୍ପାନୀ କହିଛି ଯେ, ଏହାଦ୍ବାରା ଇନଷ୍ଟାଗ୍ରାମ ନିର୍ମାତା ଏବଂ ପ୍ରଭାବଶାଳୀମାନଙ୍କୁ ଲାଭ ମିଳିବ। ବର୍ତ୍ତମାନ କମ୍ପାନୀ ଏହି ଦେୟଯୁକ୍ତ ବୈଶିଷ୍ଟ୍ୟ ସମ୍ବନ୍ଧରେ କାର୍ଯ୍ୟାଳୟ ଆଡୁ କୌଣସି ନୀତି ଜାରି କରିନାହିଁ ।

ଟେକ୍ କୁଞ୍ଚର ଏକ ରିପୋର୍ଟ ଅନୁଯାୟୀ, ଇନଷ୍ଟାଗ୍ରାମ ସବସ୍କ୍ରିପସନ୍ ଆପଲ୍ ଆପ୍ ଷ୍ଟୋର୍‌ରେ ଏକ ଇନ୍-ଆପ୍ କ୍ରୟ ଭାବରେ ତାଲିକାଭୁକ୍ତ ହୋଇଛି। ଏଥିପାଇଁ ଏକ ଇନଷ୍ଟାଗ୍ରାମ ସବସ୍କ୍ରିପସନ୍ ବର୍ଗ ମଧ୍ଯ ସୃଷ୍ଟି କରାଯାଇଛି। ବର୍ତ୍ତମାନ, ଏଥିପାଇଁ ମାସିକ ଚାର୍ଜ ୮୯ ଟଙ୍କା ଦିଆଯାଉଛି। ଯେତେବେଳେ ଏହା ଉପଭୋକ୍ତାମାନଙ୍କ ନିକଟକୁ ଅଣାଯିବ, ସେତେବେଳେ ଏଥିରେ ପରିବର୍ତ୍ତନ ମଧ୍ୟ କରାଯାଇପାରେ।

 

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର