ଆସିଲା ହ୍ବାଟ୍ସଆପ୍‌ର ନୂଆ ଅପ୍‌ଡେଟ୍‌, ଏକାଧିକ ଡିଭାଇସରେ କରିହେବ ଲଗ୍‌ଇନ୍

The Sakala Picture
Published On

ନୂଆଦିଲ୍ଲୀ: ଉପଭୋକ୍ତାଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ହ୍ବାଟ୍ସଆପ୍‌ ଏହାର ଅପ୍‌ଡେଟ୍‌ କରାଇଛି। ଏହାଫଳରେ ଉପଭୋକ୍ତାମାନେ ଏକାଧିକ ଡିଭାଇସ୍‌ରେ ସେମାନଙ୍କ ଆକାଉଣ୍ଟକୁ ପ୍ରବେଶ କରିବାକୁ ସମର୍ଥ ହେବେ। ବାସ୍ତବରେ କମ୍ପାନୀ ମଲ୍ଟି ଡିଭାଇସ୍ ବୈଶିଷ୍ଟ୍ୟକୁ ରୋଲ କରିଛି। ସରଳ ଶବ୍ଦରେ, ବର୍ତ୍ତମାନ ଆପଣ ହ୍ବାଟ୍ସଆପ୍‌ର ଆପ୍‌କୁ ଏକାଧିକ ଡିଭାଇସରେ ଚଳାଇବାକୁ ସମର୍ଥ ହେବେ। ଏହି ବୈଶିଷ୍ଟ୍ୟର ସାହାଯ୍ୟରେ, ଉପଭୋକ୍ତାମାନେ ସ୍ମାର୍ଟଫୋନ୍ ସହିତ ଲାପଟପ୍, ଟାବ୍‌ଲେଟ୍ କିମ୍ବା ଅନ୍ୟ କୌ ଣସି ଡିଭାଇସ୍‌ରେ ସେମାନଙ୍କର ହ୍ବାଟ୍ସଆପ୍‌ ଆକାଉଣ୍ଟକୁ ଲଗ୍ଇନ୍ […]

ନୂଆଦିଲ୍ଲୀ: ଉପଭୋକ୍ତାଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ହ୍ବାଟ୍ସଆପ୍‌ ଏହାର ଅପ୍‌ଡେଟ୍‌ କରାଇଛି। ଏହାଫଳରେ ଉପଭୋକ୍ତାମାନେ ଏକାଧିକ ଡିଭାଇସ୍‌ରେ ସେମାନଙ୍କ ଆକାଉଣ୍ଟକୁ ପ୍ରବେଶ କରିବାକୁ ସମର୍ଥ ହେବେ। ବାସ୍ତବରେ କମ୍ପାନୀ ମଲ୍ଟି ଡିଭାଇସ୍ ବୈଶିଷ୍ଟ୍ୟକୁ ରୋଲ କରିଛି। ସରଳ ଶବ୍ଦରେ, ବର୍ତ୍ତମାନ ଆପଣ ହ୍ବାଟ୍ସଆପ୍‌ର ଆପ୍‌କୁ ଏକାଧିକ ଡିଭାଇସରେ ଚଳାଇବାକୁ ସମର୍ଥ ହେବେ। ଏହି ବୈଶିଷ୍ଟ୍ୟର ସାହାଯ୍ୟରେ, ଉପଭୋକ୍ତାମାନେ ସ୍ମାର୍ଟଫୋନ୍ ସହିତ ଲାପଟପ୍, ଟାବ୍‌ଲେଟ୍ କିମ୍ବା ଅନ୍ୟ କୌ ଣସି ଡିଭାଇସ୍‌ରେ ସେମାନଙ୍କର ହ୍ବାଟ୍ସଆପ୍‌ ଆକାଉଣ୍ଟକୁ ଲଗ୍ଇନ୍ କରିବାକୁ ସମର୍ଥ ହେବେ।

କେବଳ ଏତିକି ନୁହେଁ, ଏହି ଆକାଉଣ୍ଟରେ ଲଗଇନ୍ ରଖିବା ପାଇଁ ଇଣ୍ଟରନେଟର କ କୌଣସି ଆବଶ୍ୟକତା ରହିବ ନାହିଁ। ଉଭୟ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ବ୍ୟବହାରକାରୀ ନୂତନ କୈଶିଷ୍ଟ୍ୟ ବ୍ୟବହାର କରିବାକୁ ସମର୍ଥ ହେବେ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଲଗ୍‌ଇନ୍ ରକ୍ଷଣାବେକ୍ଷଣ ପାଇଁ ଇଣ୍ଟରନେଟ୍ ଆବଶ୍ୟକ ହେବ ନାହିଁ। ପୂର୍ବରୁ web.whatsapp.com ରୁ ଡେସ୍କଟପରେ ଲଗଇନ୍ କରିବା ସମୟରେ ଇଣ୍ଟରନେଟ୍ ରହିବା ଆବଶ୍ୟକ ଥିଲା। କିନ୍ତୁ ବର୍ତ୍ତମାନ ଉପଭୋକ୍ତାମାନେ ସ୍ମାର୍ଟଫୋନ୍ ବିନା ଅନ୍ୟ ଡିଭାଇସରେ ଆକାଉଣ୍ଟକୁ ପ୍ରବେଶ କରିପାରିବେ। ୱେବ୍ ବ୍ୟବହାରକାରୀମାନେ ସ୍ମାର୍ଟଫୋନ୍ ବିନା ଇଣ୍ଟରନେଟ୍ ସଂଯୋଗ ଉପରେ ବାର୍ତ୍ତା ପଠାଇବା ଏବଂ ଗ୍ରହଣ କରିବାରେ ସକ୍ଷମ ହେବେ। ଏଥିପାଇଁ ଉପଭୋକ୍ତାଙ୍କୁ ବିଟା ପ୍ରୋଗ୍ରାମରେ ସାମିଲ ହେବାକୁ ପଡିବ।

08 Nov 2021 By The Sakala

https://www.thesakala.in/technology/whatsapps-new-features-logins-can-be-made-on-multiple-devices/article-6697
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର