ଖୁବ୍‌ଶୀଘ୍ର ଇନ୍‌ଷ୍ଟାଗ୍ରାମ୍‌ର ଆସିବ ‘ଡିସ୍‌ଲାଇକ୍‌ ବଟନ୍‌’ ବିକଳ୍ପ

The Sakala Picture
Published On

ଇନ୍‌ଷ୍ଟାଗ୍ରାମ୍‌ ବ୍ୟବହାରକାରୀଙ୍କୁ ଏବେ କେବଳ କୌଣସି ପୋଷ୍ଟ ଉପରେ ଲାଇକ୍‌ କରିବାର ଅନୁମତି ଥିବା ବେଳେ ଡିସ୍‌ଲାଇକ୍‌ କରିବାର ସୁଯୋଗ ନାହିଁ। ତେବେ ଖୁବ୍‌ଶୀଘ୍ର ବ୍ୟବହାରକାରୀଙ୍କ ଲାଗି ଏହାକୁ ନେଇ ଏକ ନୂଆ ବିକଳ୍ପ ଆସିବାକୁ ଯାଉଛି। ଏହି ଫିଚର୍‌ ମାଧ୍ୟମରେ ପସନ୍ଦ ଆସୁ ନ ଥିବା କୌଣସି କମେଣ୍ଟକୁ ‘ଡିସ୍‌ଲାଇକ୍‌’ କରିବାର ସୁବିଧା ପ୍ରଦାନ କରିବ। ଏହା ୟୁଟ୍ୟୁବ୍‌ର ଡିସ୍‌ଲାଇକ୍‌ ଫିଚର୍‌ ଭଳି ହିଁ କାମ କରିବ। ଅବଶ୍ୟ ଏବେ ସୀମିତ ବ୍ୟବହାରକାରୀଙ୍କ ଉପରେ ଏହାର […]

ଇନ୍‌ଷ୍ଟାଗ୍ରାମ୍‌ ବ୍ୟବହାରକାରୀଙ୍କୁ ଏବେ କେବଳ କୌଣସି ପୋଷ୍ଟ ଉପରେ ଲାଇକ୍‌ କରିବାର ଅନୁମତି ଥିବା ବେଳେ ଡିସ୍‌ଲାଇକ୍‌ କରିବାର ସୁଯୋଗ ନାହିଁ। ତେବେ ଖୁବ୍‌ଶୀଘ୍ର ବ୍ୟବହାରକାରୀଙ୍କ ଲାଗି ଏହାକୁ ନେଇ ଏକ ନୂଆ ବିକଳ୍ପ ଆସିବାକୁ ଯାଉଛି। ଏହି ଫିଚର୍‌ ମାଧ୍ୟମରେ ପସନ୍ଦ ଆସୁ ନ ଥିବା କୌଣସି କମେଣ୍ଟକୁ ‘ଡିସ୍‌ଲାଇକ୍‌’ କରିବାର ସୁବିଧା ପ୍ରଦାନ କରିବ। ଏହା ୟୁଟ୍ୟୁବ୍‌ର ଡିସ୍‌ଲାଇକ୍‌ ଫିଚର୍‌ ଭଳି ହିଁ କାମ କରିବ। ଅବଶ୍ୟ ଏବେ ସୀମିତ ବ୍ୟବହାରକାରୀଙ୍କ ଉପରେ ଏହାର ପରୀକ୍ଷଣ କରାଯାଉଛି।

ଆହୁରି ପଢ଼ନ୍ତୁ: ହ୍ୱାଟ୍ସଆପରେ ବଢ଼ିବ ପ୍ରାଇଭେସି: ଏବେ ଟେକ୍ସଟ୍ ମେସେଜ୍ ପାଇଁ ମଧ୍ୟ ମିଳିବ 'ଭିୟୁ ୱାନ୍ସ' ଫିଚର୍

ତେବେ ଏହି ଡିସ୍‌ଲାଇକ୍‌ ବଟନ୍‌ ଫିଡ୍‌ ପୋଷ୍ଟ ଏବଂ ରିଲ୍‌ସରେ ଉପଲବ୍ଧ ହେବ। ଏହି ବିକଳ୍ପ ମାଧ୍ୟମରେ ବ୍ୟବହାରକାରୀ ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟ ଏବଂ ରିଲ୍ସରେ ଆସୁଥିବା କମେଣ୍ଟ, ଯାହା ସେମାନଙ୍କୁ ଅପ୍ରାସଙ୍ଗିକ ମନେ ହେବ, ତାହାକୁ ଡିସ୍‌ଲାଇକ୍‌ କରିପାରିବେ। ଅନ୍ୟପଟେ କମ୍ପାନି ଡିସ୍‌ଲାଇକ୍‌ ତଥ୍ୟକୁ ଗୋପନୀୟ ରଖିବ। ଏଥିରେ ଯେଉଁ ବ୍ୟକ୍ତିଙ୍କ କମେଣ୍ଟକୁ ଡିସ୍‌ଲାଇକ୍‌ କରାଯିବ, ସମ୍ପୃକ୍ତ ବ୍ୟକ୍ତି ସେକଥା ଜାଣିପାରିବେ ନାହିଁ। ସେହିପରି କମେଣ୍ଟ ସେକ୍‌ସନ୍‌ର ଗୁଣବତ୍ତା ସୁଧାରିବା ପାଇଁ ଏହି ପରୀକ୍ଷଣ କରାଯାଉଥିବା ଇନ୍‌ଷ୍ଟାଗ୍ରାମ୍‌ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ସୋସିଆଲ ମିଡିଆରୁ କାହିଁକି ହଟୁଛି ପୋଷ୍ଟ? ସେନ୍ସରସିପ୍ ଗୁଜବ ଉପରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଖୁଲାସା

19 Feb 2025 By The Sakala

ଖୁବ୍‌ଶୀଘ୍ର ଇନ୍‌ଷ୍ଟାଗ୍ରାମ୍‌ର ଆସିବ ‘ଡିସ୍‌ଲାଇକ୍‌ ବଟନ୍‌’ ବିକଳ୍ପ

ଇନ୍‌ଷ୍ଟାଗ୍ରାମ୍‌ ବ୍ୟବହାରକାରୀଙ୍କୁ ଏବେ କେବଳ କୌଣସି ପୋଷ୍ଟ ଉପରେ ଲାଇକ୍‌ କରିବାର ଅନୁମତି ଥିବା ବେଳେ ଡିସ୍‌ଲାଇକ୍‌ କରିବାର ସୁଯୋଗ ନାହିଁ। ତେବେ ଖୁବ୍‌ଶୀଘ୍ର ବ୍ୟବହାରକାରୀଙ୍କ ଲାଗି ଏହାକୁ ନେଇ ଏକ ନୂଆ ବିକଳ୍ପ ଆସିବାକୁ ଯାଉଛି। ଏହି ଫିଚର୍‌ ମାଧ୍ୟମରେ ପସନ୍ଦ ଆସୁ ନ ଥିବା କୌଣସି କମେଣ୍ଟକୁ ‘ଡିସ୍‌ଲାଇକ୍‌’ କରିବାର ସୁବିଧା ପ୍ରଦାନ କରିବ। ଏହା ୟୁଟ୍ୟୁବ୍‌ର ଡିସ୍‌ଲାଇକ୍‌ ଫିଚର୍‌ ଭଳି ହିଁ କାମ କରିବ। ଅବଶ୍ୟ ଏବେ ସୀମିତ ବ୍ୟବହାରକାରୀଙ୍କ ଉପରେ ଏହାର ପରୀକ୍ଷଣ କରାଯାଉଛି।

ତେବେ ଏହି ଡିସ୍‌ଲାଇକ୍‌ ବଟନ୍‌ ଫିଡ୍‌ ପୋଷ୍ଟ ଏବଂ ରିଲ୍‌ସରେ ଉପଲବ୍ଧ ହେବ। ଏହି ବିକଳ୍ପ ମାଧ୍ୟମରେ ବ୍ୟବହାରକାରୀ ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟ ଏବଂ ରିଲ୍ସରେ ଆସୁଥିବା କମେଣ୍ଟ, ଯାହା ସେମାନଙ୍କୁ ଅପ୍ରାସଙ୍ଗିକ ମନେ ହେବ, ତାହାକୁ ଡିସ୍‌ଲାଇକ୍‌ କରିପାରିବେ। ଅନ୍ୟପଟେ କମ୍ପାନି ଡିସ୍‌ଲାଇକ୍‌ ତଥ୍ୟକୁ ଗୋପନୀୟ ରଖିବ। ଏଥିରେ ଯେଉଁ ବ୍ୟକ୍ତିଙ୍କ କମେଣ୍ଟକୁ ଡିସ୍‌ଲାଇକ୍‌ କରାଯିବ, ସମ୍ପୃକ୍ତ ବ୍ୟକ୍ତି ସେକଥା ଜାଣିପାରିବେ ନାହିଁ। ସେହିପରି କମେଣ୍ଟ ସେକ୍‌ସନ୍‌ର ଗୁଣବତ୍ତା ସୁଧାରିବା ପାଇଁ ଏହି ପରୀକ୍ଷଣ କରାଯାଉଥିବା ଇନ୍‌ଷ୍ଟାଗ୍ରାମ୍‌ ପକ୍ଷରୁ କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp