ଖୁବ ଶୀଘ୍ର ବଜାର ପ୍ରବେଶ କରିବ ଫେସବୁକର ପ୍ରଥମ ସ୍ମାର୍ଟଓ୍ବାଚ୍

The Sakala Picture
Published On

ଦୁନିଆର ସବୁଠୁ ବଡ ସୋସିଆଲ ମିଡିଆ କମ୍ପାନୀ ଫେସବୁକ ଖୁବ ଶୀଘ୍ର ଏହାର ପ୍ରଥମ ସ୍ମାର୍ଟ ୱାଚ୍ ଲଞ୍ଚ କରିବାକୁ ଯାଉଛି। କୁହାଯାଉଛି ଯେ ଫେସବୁକର ସ୍ମାର୍ଟ ୱାଚ୍ ଲଞ୍ଚ ଆସନ୍ତା ବର୍ଷର ପ୍ରଥମାର୍ଦ୍ଧରେ ବଜାର ପ୍ରବେଶ କରିବ। ଫେସବୁକର ସ୍ମାର୍ଟ ୱାଚରେ ଡିସପ୍ଲେ ସହିତ ଦୁଇଟି କ୍ୟାମେରା ଉପଲବ୍ଧ ହେବ। ଗୋଟିଏ କ୍ୟାମେରା ଫଟୋ ପାଇଁ ଏବଂ ଅନ୍ୟଟି ଫେସବୁକରେ ଭିଡିଓ ସେୟାର ପାଇଁ ବ୍ୟବହୃତ ହେବ। ସ୍ମାର୍ଟ ୱାଚରେ ଦିଆଯାଇଥିବା ଫ୍ରଣ୍ଟ କ୍ୟାମେରାରେ ଭିଡିଓ […]

ଦୁନିଆର ସବୁଠୁ ବଡ ସୋସିଆଲ ମିଡିଆ କମ୍ପାନୀ ଫେସବୁକ ଖୁବ ଶୀଘ୍ର ଏହାର ପ୍ରଥମ ସ୍ମାର୍ଟ ୱାଚ୍ ଲଞ୍ଚ କରିବାକୁ ଯାଉଛି। କୁହାଯାଉଛି ଯେ ଫେସବୁକର ସ୍ମାର୍ଟ ୱାଚ୍ ଲଞ୍ଚ ଆସନ୍ତା ବର୍ଷର ପ୍ରଥମାର୍ଦ୍ଧରେ ବଜାର ପ୍ରବେଶ କରିବ। ଫେସବୁକର ସ୍ମାର୍ଟ ୱାଚରେ ଡିସପ୍ଲେ ସହିତ ଦୁଇଟି କ୍ୟାମେରା ଉପଲବ୍ଧ ହେବ। ଗୋଟିଏ କ୍ୟାମେରା ଫଟୋ ପାଇଁ ଏବଂ ଅନ୍ୟଟି ଫେସବୁକରେ ଭିଡିଓ ସେୟାର ପାଇଁ ବ୍ୟବହୃତ ହେବ।

ଆହୁରି ପଢ଼ନ୍ତୁ: ମୁମ୍ବାଇ ATSର ବଡ଼ କାର୍ଯ୍ୟାନୁଷ୍ଠାନ: ଜୈଶ-ଇ-ମହମ୍ମଦ ଓ ISIS ସହ ଲିଙ୍କ୍ ଥିବା ଇଞ୍ଜିନିୟରିଂ ଛାତ୍ର ଗିରଫ

ସ୍ମାର୍ଟ ୱାଚରେ ଦିଆଯାଇଥିବା ଫ୍ରଣ୍ଟ କ୍ୟାମେରାରେ ଭିଡିଓ କଲିଂର ସପୋର୍ଟ ମିଳିବ। କ୍ୟାମେରାରେ ଅଟୋଫୋକସ୍ ରହିବ ଏବଂ ଭିଡିଓ ରିଜୋଲ୍ୟୁସନ ୧୦୮୦ପିକ୍ସେଲ ଦିଆଯିବ। ଭିଡିଓ ରେକର୍ଡିଂ ପାଇଁ ମଧ୍ୟ କ୍ୟମେରା ଦିଆଯାଇଛି। ପଛ ପ୍ୟାନେଲ୍ ଷ୍ଟେନଲେସ୍ ଷ୍ଟିଲର ହେବ। ରିପୋର୍ଟ ଅନୁଯାୟୀ, ଫେସବୁକ୍ ଏହାର ପ୍ରଥମ ସ୍ମାର୍ଟୱାଚ୍ ପାଇଁ ବ୍ୟାକପ୍ୟାକସ ଭଳି କମ୍ପାନୀ ସହ ଆଲୋଚନା କରୁଛି।

ଆହୁରି ପଢ଼ନ୍ତୁ: ଗୋରଖପୁରରେ ନୃଶଂସ କାଣ୍ଡ: କୁରାଢ଼ିରେ ସ୍ତ୍ରୀକୁ ହାଣି ହତ୍ୟା କଲା ସ୍ୱାମୀ, ପୁଅକୁ ମାରିବାକୁ ଗୋଡ଼ାଇ ନିଜେ ପୋଲିସକୁ କଲା ଫୋନ୍

ଏହି ସ୍ମାର୍ଟ ୱାଚ୍ ଲଞ୍ଚ କରିବାର ଉଦ୍ଦେଶ୍ୟ ହେଉଛି ସ୍ମାର୍ଟ ୱାଚକୁ ସ୍ମାର୍ଟଫୋନ୍ ଭାବରେ ବ୍ୟବହାର କରିବା । ଫେସବୁକର ସ୍ମାର୍ଟ ୱାଚ୍ ଆପଲ୍ ଏବଂ ଗୁଗଲ୍ ଭଳି କମ୍ପାନୀ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବ। ଯଦିଓ ଫେସବୁକ୍ ଆନୁଷ୍ଠାନିକ ଭାବେ ଏହାର ସ୍ମାର୍ଟ ୱାଚ୍ ବିଷୟରେ କିଛି କହିନାହିଁ।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ଡୋମ୍ବିଭଲିରେ ଚାଞ୍ଚଲ୍ୟ: କଲେଜ କୋଠାରୁ ଡେଇଁ ପିଅନଙ୍କ ଆତ୍ମହତ୍ୟା

କେତେକ ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ଫେସବୁକର ସ୍ମାର୍ଟ ୱାଚରେ LTE ସଂଯୋଗ ମଧ୍ୟ ଉପଲବ୍ଧ ହେବ। ଏଥିପାଇଁ କମ୍ପାନୀ ଅନେକ ଆମେରିକୀୟ କମ୍ପାନୀ ସହିତ ଯୋଗାଯୋଗରେ ଅଛି। ଟେଲିକମ୍ କମ୍ପାନୀର ପ୍ଲାଟଫର୍ମରରେ ଫେସବୁକର ସ୍ମାର୍ଟ ୱାଚ୍ ବିକ୍ରି ହୋଇପାରେ।

ଫେସବୁକର ସ୍ମାର୍ଟ ୱାଚ୍ ଧଳା, କଳା ଏବଂ ଗୋଲଡେନ୍ ରଙ୍ଗରେ ଲଞ୍ଚ ହୋଇପାରେ। ଲିକ୍ ହୋଇଥିବା ରିପୋର୍ଟ ଅନୁଯାୟୀ, ଫେସବୁକର ସ୍ମାର୍ଟ ୱାଚର ମୂଲ୍ୟ ପାଖାପାଖି ୪୦୦ ଡଲାର ରଖାଯାଇଛି । ସ୍ମାର୍ଟ ୱାଚର ବିଷୟରେ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ ।

11 Jun 2021 By The Sakala

ଖୁବ ଶୀଘ୍ର ବଜାର ପ୍ରବେଶ କରିବ ଫେସବୁକର ପ୍ରଥମ ସ୍ମାର୍ଟଓ୍ବାଚ୍

ଦୁନିଆର ସବୁଠୁ ବଡ ସୋସିଆଲ ମିଡିଆ କମ୍ପାନୀ ଫେସବୁକ ଖୁବ ଶୀଘ୍ର ଏହାର ପ୍ରଥମ ସ୍ମାର୍ଟ ୱାଚ୍ ଲଞ୍ଚ କରିବାକୁ ଯାଉଛି। କୁହାଯାଉଛି ଯେ ଫେସବୁକର ସ୍ମାର୍ଟ ୱାଚ୍ ଲଞ୍ଚ ଆସନ୍ତା ବର୍ଷର ପ୍ରଥମାର୍ଦ୍ଧରେ ବଜାର ପ୍ରବେଶ କରିବ। ଫେସବୁକର ସ୍ମାର୍ଟ ୱାଚରେ ଡିସପ୍ଲେ ସହିତ ଦୁଇଟି କ୍ୟାମେରା ଉପଲବ୍ଧ ହେବ। ଗୋଟିଏ କ୍ୟାମେରା ଫଟୋ ପାଇଁ ଏବଂ ଅନ୍ୟଟି ଫେସବୁକରେ ଭିଡିଓ ସେୟାର ପାଇଁ ବ୍ୟବହୃତ ହେବ।

ସ୍ମାର୍ଟ ୱାଚରେ ଦିଆଯାଇଥିବା ଫ୍ରଣ୍ଟ କ୍ୟାମେରାରେ ଭିଡିଓ କଲିଂର ସପୋର୍ଟ ମିଳିବ। କ୍ୟାମେରାରେ ଅଟୋଫୋକସ୍ ରହିବ ଏବଂ ଭିଡିଓ ରିଜୋଲ୍ୟୁସନ ୧୦୮୦ପିକ୍ସେଲ ଦିଆଯିବ। ଭିଡିଓ ରେକର୍ଡିଂ ପାଇଁ ମଧ୍ୟ କ୍ୟମେରା ଦିଆଯାଇଛି। ପଛ ପ୍ୟାନେଲ୍ ଷ୍ଟେନଲେସ୍ ଷ୍ଟିଲର ହେବ। ରିପୋର୍ଟ ଅନୁଯାୟୀ, ଫେସବୁକ୍ ଏହାର ପ୍ରଥମ ସ୍ମାର୍ଟୱାଚ୍ ପାଇଁ ବ୍ୟାକପ୍ୟାକସ ଭଳି କମ୍ପାନୀ ସହ ଆଲୋଚନା କରୁଛି।

ଏହି ସ୍ମାର୍ଟ ୱାଚ୍ ଲଞ୍ଚ କରିବାର ଉଦ୍ଦେଶ୍ୟ ହେଉଛି ସ୍ମାର୍ଟ ୱାଚକୁ ସ୍ମାର୍ଟଫୋନ୍ ଭାବରେ ବ୍ୟବହାର କରିବା । ଫେସବୁକର ସ୍ମାର୍ଟ ୱାଚ୍ ଆପଲ୍ ଏବଂ ଗୁଗଲ୍ ଭଳି କମ୍ପାନୀ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବ। ଯଦିଓ ଫେସବୁକ୍ ଆନୁଷ୍ଠାନିକ ଭାବେ ଏହାର ସ୍ମାର୍ଟ ୱାଚ୍ ବିଷୟରେ କିଛି କହିନାହିଁ।

କେତେକ ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ଫେସବୁକର ସ୍ମାର୍ଟ ୱାଚରେ LTE ସଂଯୋଗ ମଧ୍ୟ ଉପଲବ୍ଧ ହେବ। ଏଥିପାଇଁ କମ୍ପାନୀ ଅନେକ ଆମେରିକୀୟ କମ୍ପାନୀ ସହିତ ଯୋଗାଯୋଗରେ ଅଛି। ଟେଲିକମ୍ କମ୍ପାନୀର ପ୍ଲାଟଫର୍ମରରେ ଫେସବୁକର ସ୍ମାର୍ଟ ୱାଚ୍ ବିକ୍ରି ହୋଇପାରେ।

ଫେସବୁକର ସ୍ମାର୍ଟ ୱାଚ୍ ଧଳା, କଳା ଏବଂ ଗୋଲଡେନ୍ ରଙ୍ଗରେ ଲଞ୍ଚ ହୋଇପାରେ। ଲିକ୍ ହୋଇଥିବା ରିପୋର୍ଟ ଅନୁଯାୟୀ, ଫେସବୁକର ସ୍ମାର୍ଟ ୱାଚର ମୂଲ୍ୟ ପାଖାପାଖି ୪୦୦ ଡଲାର ରଖାଯାଇଛି । ସ୍ମାର୍ଟ ୱାଚର ବିଷୟରେ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ ।

https://www.thesakala.in/technology/acebook-to-launch-first-smartwatch-for-next-summer-with-two-cameras-heart-rate-monitor/article-2866
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର