ହ୍ବାଟସ୍‌ଆପ୍‌ ବ୍ୟବହାରକାରୀଙ୍କ ପାଇଁ ଖୁସିଖବର, ଏଣିକି ଫଟୋକୁ କରିପାରିବେ ବ୍ଲର୍‌

The Sakala Picture
Published On

ନୂଆଦିଲ୍ଲୀ: ହ୍ବାଟସ୍‌ଆପ୍‌ ବ୍ୟବହାରକାରୀଙ୍କ ପାଇଁ ରହିଛି ଖୁସି ଖବର। ଖୁବ୍‌ଶୀଘ୍ର ହ୍ବାଟସଆପ୍‌ ଇମେଜ୍‌ ବ୍ଲର୍‌ ଟୁଲ୍‌ ଆରମ୍ଭ କରିବାକୁ ଯାଉଥିବା ଡବ୍ଲ୍ୟୁଏବିଟାଇନ୍ଫୋ ସୂଚନା ପ୍ରଦାନ କରିଛି। ପୂର୍ବବର୍ଷ ହ୍ବାଟସଆପ୍‌ ବ୍ୟବହାରୀଙ୍କ ପାଇଁ ଡେସ୍କଟପ୍‌ରେ ଫଟୋ ଏଡିଟିଂ କରିବା ଟୁଲ୍‌ ବିକଶିତ କରାଯାଇଥିଲା । ବର୍ତ୍ତମାନ ଏଥିରେ ନୂତନ ଫିଚର ଯୋଡ଼ାଯିବ। ଯାହାକି ମୋବାଇଲରେ ମଧ୍ୟ ଏହାର ସୁବିଧା ମିଳିପାରିବ। ଏଠାରେ ପ୍ରକାଶ ଥାଉ କି, ହ୍ବାଟସ୍‌ଅପ୍‌ ଦୁଇଟି ବ୍ଲର୍‌ ଟୁଲ ବନାଇଥିଲେ ହେଁ, ଜଣେ ବ୍ୟକ୍ତି ବ୍ୟାକ୍‌ପ୍ଲିକ୍‌ […]

ନୂଆଦିଲ୍ଲୀ: ହ୍ବାଟସ୍‌ଆପ୍‌ ବ୍ୟବହାରକାରୀଙ୍କ ପାଇଁ ରହିଛି ଖୁସି ଖବର। ଖୁବ୍‌ଶୀଘ୍ର ହ୍ବାଟସଆପ୍‌ ଇମେଜ୍‌ ବ୍ଲର୍‌ ଟୁଲ୍‌ ଆରମ୍ଭ କରିବାକୁ ଯାଉଥିବା ଡବ୍ଲ୍ୟୁଏବିଟାଇନ୍ଫୋ ସୂଚନା ପ୍ରଦାନ କରିଛି। ପୂର୍ବବର୍ଷ ହ୍ବାଟସଆପ୍‌ ବ୍ୟବହାରୀଙ୍କ ପାଇଁ ଡେସ୍କଟପ୍‌ରେ ଫଟୋ ଏଡିଟିଂ କରିବା ଟୁଲ୍‌ ବିକଶିତ କରାଯାଇଥିଲା । ବର୍ତ୍ତମାନ ଏଥିରେ ନୂତନ ଫିଚର ଯୋଡ଼ାଯିବ। ଯାହାକି ମୋବାଇଲରେ ମଧ୍ୟ ଏହାର ସୁବିଧା ମିଳିପାରିବ। ଏଠାରେ ପ୍ରକାଶ ଥାଉ କି, ହ୍ବାଟସ୍‌ଅପ୍‌ ଦୁଇଟି ବ୍ଲର୍‌ ଟୁଲ ବନାଇଥିଲେ ହେଁ, ଜଣେ ବ୍ୟକ୍ତି ବ୍ୟାକ୍‌ପ୍ଲିକ୍‌ ବ୍ଲର୍‌ ଇଫେକ୍ଟ ଉପଯୋଗ କରି ଫଟୋ ପଠାଇପାରିବେ। ଏହି ଟୁଲ୍‌ ଜରିଆରେ ବ୍ୟବହାରକାରୀ ନିଜ ଇଚ୍ଛା ମୁତାବକ ଫଟୋରେ ବ୍ଲର କରିପାରିବା ସହଜ ହୋଇଥାଏ । ନିକଟରେ ହ୍ବାଟସଅପ୍‌ ଅଟୋ ଡାଉନଲୋଡିଂ କଣ୍ଟ୍ରୋଲ୍‌ ଫିଚର୍‌ ମଧ୍ୟ ବିକଶିତ କରିଥÒଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର