ହ୍ବାଟ୍ସଆପ୍‌ର ନୂଆ ଫିଚର୍; ଅନଲାଇନ୍‌ ଥିଲେ ବି ଜଣାପଡ଼ିବନାହିଁ

The Sakala Picture
Published On

ନୂଆଦିଲ୍ଲୀ : ହ୍ବାଟ୍ସଆପ୍ ଏହାର ୟୁଜର୍ସଙ୍କ ପାଇଁ ସବ ସମୟରେ ନୂଆ ନୂଆ ଫିଚର ଆଣିଥାଏ। ଏହି କ୍ରଅନୁମରେ କମ୍ପାନୀ ଏବେ ଆଉ ଏକ ନୂଆ ଫିଚର ଶୁଭାରମ୍ଭ କରିଛି। ବାସ୍ତବରେ ହ୍ବାଟ୍ସଆପ୍‌ ୟୁଜର୍ସ ଅନଲାଇନ୍‌ରେ ରହିଥିଲେ ତାହା ଅନ୍ୟମାନଙ୍କୁ ଜଣାପଡ଼ିଯାଉଥିଲ, କିନ୍ତୁ ଏବେ ଆଉ ସେଭଳି ହେବନାହିଁ। ଏଣିକି ଆପଣ ନିଜର ଅନଲାଇନ୍‌ ଷ୍ଟାଟସ୍‌କୁ ଲୁଚାଇପାରିବେ। ଏହାଦ୍ବାରା ଆପଣ ଅନଲାଇନରେ ଥିଲେ ବି କେହି ଜାଣିପାରିବ ନାହି। ପୂର୍ବରୁ ୟୁଜର କେବଳ ଲାଷ୍ଟ ସିନ୍ ଲୁଚାଇପାରୁଥିଲେ। […]

ନୂଆଦିଲ୍ଲୀ : ହ୍ବାଟ୍ସଆପ୍ ଏହାର ୟୁଜର୍ସଙ୍କ ପାଇଁ ସବ ସମୟରେ ନୂଆ ନୂଆ ଫିଚର ଆଣିଥାଏ। ଏହି କ୍ରଅନୁମରେ କମ୍ପାନୀ ଏବେ ଆଉ ଏକ ନୂଆ ଫିଚର ଶୁଭାରମ୍ଭ କରିଛି। ବାସ୍ତବରେ ହ୍ବାଟ୍ସଆପ୍‌ ୟୁଜର୍ସ ଅନଲାଇନ୍‌ରେ ରହିଥିଲେ ତାହା ଅନ୍ୟମାନଙ୍କୁ ଜଣାପଡ଼ିଯାଉଥିଲ, କିନ୍ତୁ ଏବେ ଆଉ ସେଭଳି ହେବନାହିଁ। ଏଣିକି ଆପଣ ନିଜର ଅନଲାଇନ୍‌ ଷ୍ଟାଟସ୍‌କୁ ଲୁଚାଇପାରିବେ। ଏହାଦ୍ବାରା ଆପଣ ଅନଲାଇନରେ ଥିଲେ ବି କେହି ଜାଣିପାରିବ ନାହି। ପୂର୍ବରୁ ୟୁଜର କେବଳ ଲାଷ୍ଟ ସିନ୍ ଲୁଚାଇପାରୁଥିଲେ। ଲାଷ୍ଟ ସିନ୍ ଲୁଚାଇବା ଦ୍ବାରା ୟୁଜର କେତେବେଳେ ହ୍ବାଟ୍ସଆପ୍ ଶେଷ ଥର ବ୍ୟବହାର କରିଥିଲେ ତାହା ଅନ୍ୟ କେହି ଜାଣିପାରି ନ ଥାନ୍ତି।

ଆହୁରି ପଢ଼ନ୍ତୁ: ହ୍ୱାଟ୍ସଆପରେ ବଢ଼ିବ ପ୍ରାଇଭେସି: ଏବେ ଟେକ୍ସଟ୍ ମେସେଜ୍ ପାଇଁ ମଧ୍ୟ ମିଳିବ 'ଭିୟୁ ୱାନ୍ସ' ଫିଚର୍

କିନ୍ତୁ ଏବେ ଅନଲାଇନ୍‌ ଷ୍ଟାଟସ୍‌କୁ ମଧ୍ୟ ଲୁଚାଇପାରିବେ। ତେବେ ଏହି ଫିଚର ମଧ୍ୟ ଆପଣଙ୍କୁ ହ୍ବାଟ୍ସଆପ୍‌ର ସେଟିଂଙ୍ଗସ ମେନ୍ୟୁରେ ମିଳିଯିବ। ଏଠାକୁ ଯାଇ ଆପଣ ଅନଲାଇନ୍‌ ଷ୍ଟାଟସକୁ ସେଟିଂ କରିପାରିବେ। ଆଉ ଏହି ଫିଚରକୁ ଆକ୍ଟିଭ କରିବା ପରେ, ଯଦି ଆପଣ ହ୍ବାଟ୍ସଆପ୍‌ରେ ଅନ୍‌ଲାଇନରେ ରହୁଛନ୍ତି ତେବେ କେହି ବି ତାହା ଜାଣିପାରିବେନାହିଁ। ଏହା ପର୍ବରୁ ଗତକାଲି ମେଟା, ହ୍ବାଟ୍ସଆପ୍‌ କମ୍ୟୁନିଟିଜ୍ ଫିଚର ମଧ୍ୟ ରୋଲ୍‌ଆଉଟ୍ କରିଥିଲା। ଏହି ଫିଚର ଦ୍ବାରା ଆପଣ ଗ୍ରୁପ୍‌କୁ ନେଇ ଗ୍ରୁପ୍‌ ବନାଇପାରିବେ। ଏହା ସହ ଭିଡିଓ କଲ୍‌ରେ ୩୨ ଜଣକୁ ଯୋଡ଼ିପାରିବା ନେଇ ମଧ୍ୟ ଘୋଷଣା କରିଥିଲା।

ଆହୁରି ପଢ଼ନ୍ତୁ: ସୋସିଆଲ ମିଡିଆରୁ କାହିଁକି ହଟୁଛି ପୋଷ୍ଟ? ସେନ୍ସରସିପ୍ ଗୁଜବ ଉପରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଖୁଲାସା

05 Nov 2022 By The Sakala

ହ୍ବାଟ୍ସଆପ୍‌ର ନୂଆ ଫିଚର୍; ଅନଲାଇନ୍‌ ଥିଲେ ବି ଜଣାପଡ଼ିବନାହିଁ

ନୂଆଦିଲ୍ଲୀ : ହ୍ବାଟ୍ସଆପ୍ ଏହାର ୟୁଜର୍ସଙ୍କ ପାଇଁ ସବ ସମୟରେ ନୂଆ ନୂଆ ଫିଚର ଆଣିଥାଏ। ଏହି କ୍ରଅନୁମରେ କମ୍ପାନୀ ଏବେ ଆଉ ଏକ ନୂଆ ଫିଚର ଶୁଭାରମ୍ଭ କରିଛି। ବାସ୍ତବରେ ହ୍ବାଟ୍ସଆପ୍‌ ୟୁଜର୍ସ ଅନଲାଇନ୍‌ରେ ରହିଥିଲେ ତାହା ଅନ୍ୟମାନଙ୍କୁ ଜଣାପଡ଼ିଯାଉଥିଲ, କିନ୍ତୁ ଏବେ ଆଉ ସେଭଳି ହେବନାହିଁ। ଏଣିକି ଆପଣ ନିଜର ଅନଲାଇନ୍‌ ଷ୍ଟାଟସ୍‌କୁ ଲୁଚାଇପାରିବେ। ଏହାଦ୍ବାରା ଆପଣ ଅନଲାଇନରେ ଥିଲେ ବି କେହି ଜାଣିପାରିବ ନାହି। ପୂର୍ବରୁ ୟୁଜର କେବଳ ଲାଷ୍ଟ ସିନ୍ ଲୁଚାଇପାରୁଥିଲେ। ଲାଷ୍ଟ ସିନ୍ ଲୁଚାଇବା ଦ୍ବାରା ୟୁଜର କେତେବେଳେ ହ୍ବାଟ୍ସଆପ୍ ଶେଷ ଥର ବ୍ୟବହାର କରିଥିଲେ ତାହା ଅନ୍ୟ କେହି ଜାଣିପାରି ନ ଥାନ୍ତି।

କିନ୍ତୁ ଏବେ ଅନଲାଇନ୍‌ ଷ୍ଟାଟସ୍‌କୁ ମଧ୍ୟ ଲୁଚାଇପାରିବେ। ତେବେ ଏହି ଫିଚର ମଧ୍ୟ ଆପଣଙ୍କୁ ହ୍ବାଟ୍ସଆପ୍‌ର ସେଟିଂଙ୍ଗସ ମେନ୍ୟୁରେ ମିଳିଯିବ। ଏଠାକୁ ଯାଇ ଆପଣ ଅନଲାଇନ୍‌ ଷ୍ଟାଟସକୁ ସେଟିଂ କରିପାରିବେ। ଆଉ ଏହି ଫିଚରକୁ ଆକ୍ଟିଭ କରିବା ପରେ, ଯଦି ଆପଣ ହ୍ବାଟ୍ସଆପ୍‌ରେ ଅନ୍‌ଲାଇନରେ ରହୁଛନ୍ତି ତେବେ କେହି ବି ତାହା ଜାଣିପାରିବେନାହିଁ। ଏହା ପର୍ବରୁ ଗତକାଲି ମେଟା, ହ୍ବାଟ୍ସଆପ୍‌ କମ୍ୟୁନିଟିଜ୍ ଫିଚର ମଧ୍ୟ ରୋଲ୍‌ଆଉଟ୍ କରିଥିଲା। ଏହି ଫିଚର ଦ୍ବାରା ଆପଣ ଗ୍ରୁପ୍‌କୁ ନେଇ ଗ୍ରୁପ୍‌ ବନାଇପାରିବେ। ଏହା ସହ ଭିଡିଓ କଲ୍‌ରେ ୩୨ ଜଣକୁ ଯୋଡ଼ିପାରିବା ନେଇ ମଧ୍ୟ ଘୋଷଣା କରିଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର