ହ୍ବାଟସଆପରେ ଆସୁଛି ବଡ଼ ଅପଡ଼େଟ୍: ଗୋଟିଏ ଥରରେ ପଠାଇ ପାରିବେ ୨ଜିବିର ଭିଡିଓ

The Sakala Picture
Published On

ନୂଆଦିଲ୍ଲୀ: ହ୍ବାଟସଆପରେ ଆସିବାକୁ ଯାଉଛି ନୂଆ ଫିଚର। ଏଣିକି ହ୍ବାଟସଆପରେ ସେୟାର କରିହେବ ବଡବଡ଼ ଫାଇଲ।  ଉପଭୋକ୍ତାମାନେ ଆଉ ଅସୁବିଧାର ସମ୍ମୁଖୀନ ହେବେନି। ହ୍ବାଟସଆପରେ ଖୁବ୍ ଶୀଘ୍ର ଏକ ନୂଆ ଅପଡେଟ୍ ଆସିବାକୁ ଯାଉଛି। ଯାହା ପରେ ଉପଭୋକ୍ତାମାନେ ଏଥିରେ ୨ଜିବି ପର୍ଯ୍ୟନ୍ତ ଫାଇଲ୍ ସହଜରେ ସେୟାର କରିପାରିବେ। WABetainfoର ଏକ ରିପୋର୍ଟ ଅନୁଯାୟୀ, ଉଭୟ ଆଇଓଏସ୍ ଏବଂ ଆଣ୍ଡ୍ରଏଡ୍ ପାଇଁ ନୂତନ ଫିଚର କାମକରିବ।  ଯଦିଓ ଏହା ବର୍ତ୍ତମାନ ବିଟା ସଂସ୍କରଣରେ ପରୀକ୍ଷା କରାଯାଉଛି। ବର୍ତ୍ତମାନ […]

ନୂଆଦିଲ୍ଲୀ: ହ୍ବାଟସଆପରେ ଆସିବାକୁ ଯାଉଛି ନୂଆ ଫିଚର। ଏଣିକି ହ୍ବାଟସଆପରେ ସେୟାର କରିହେବ ବଡବଡ଼ ଫାଇଲ।  ଉପଭୋକ୍ତାମାନେ ଆଉ ଅସୁବିଧାର ସମ୍ମୁଖୀନ ହେବେନି। ହ୍ବାଟସଆପରେ ଖୁବ୍ ଶୀଘ୍ର ଏକ ନୂଆ ଅପଡେଟ୍ ଆସିବାକୁ ଯାଉଛି। ଯାହା ପରେ ଉପଭୋକ୍ତାମାନେ ଏଥିରେ ୨ଜିବି ପର୍ଯ୍ୟନ୍ତ ଫାଇଲ୍ ସହଜରେ ସେୟାର କରିପାରିବେ।

ଆହୁରି ପଢ଼ନ୍ତୁ: ହ୍ୱାଟ୍ସଆପରେ ବଢ଼ିବ ପ୍ରାଇଭେସି: ଏବେ ଟେକ୍ସଟ୍ ମେସେଜ୍ ପାଇଁ ମଧ୍ୟ ମିଳିବ 'ଭିୟୁ ୱାନ୍ସ' ଫିଚର୍

WABetainfoର ଏକ ରିପୋର୍ଟ ଅନୁଯାୟୀ, ଉଭୟ ଆଇଓଏସ୍ ଏବଂ ଆଣ୍ଡ୍ରଏଡ୍ ପାଇଁ ନୂତନ ଫିଚର କାମକରିବ।  ଯଦିଓ ଏହା ବର୍ତ୍ତମାନ ବିଟା ସଂସ୍କରଣରେ ପରୀକ୍ଷା କରାଯାଉଛି। ବର୍ତ୍ତମାନ ଉପଭୋକ୍ତାମାନେ ୧୦୦ ଏମବି ପର୍ଯ୍ୟନ୍ତ ଫାଇଲ୍ ସେୟାର କରିପାରୁଛନ୍ତି। ହ୍ବାଟସଆପ ଉଭୟ ଆଇଓଏସ୍ ଏବଂ ଆଣ୍ଡ୍ରଏଡ୍ ଆପ୍ସର ବିଟା ଭର୍ସନରେ ୨ଜିବି ଫାଇଲ୍ ସେୟାରିଂ ପରୀକ୍ଷା କରୁଛି।

ଆହୁରି ପଢ଼ନ୍ତୁ: ସୋସିଆଲ ମିଡିଆରୁ କାହିଁକି ହଟୁଛି ପୋଷ୍ଟ? ସେନ୍ସରସିପ୍ ଗୁଜବ ଉପରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଖୁଲାସା

ଗତ ଏକ ବର୍ଷ ମଧ୍ୟରେ ଲୋକଙ୍କ ଫୋନର କ୍ୟାମେରାରେ ବହୁତ ଉନ୍ନତ ହୋଇଛି। ଯାହାପରେ ଭିଡିଓର ସାଇଜ ମଧ୍ଯ ବଢିଛି। ଭିଡିଓର ସାଇଜ ବଡ ହେବାଫଳରେ ଉପଭୋକ୍ତାମାନେ ହ୍ବାଟସଆପରେ ପଠାଇବା ପାଇଁ ଅସମର୍ଥ ରହୁଛନ୍ତି। ଏପରି ପରିସ୍ଥିତିରେ ୨ ଜିବି ପର୍ଯ୍ୟନ୍ତ ଫାଇଲ୍ ସେୟାରିଂର ବିକଳ୍ପ ଆସିବାକୁ ଯାଉଛି। ଏହା ଉପଭୋକ୍ତାଙ୍କ ପାଇଁ ଫଳପ୍ରଦ ହେବ। ସଠିକ ରେଜୋଲୁସନର ଫଟୋ ଓ ଭିଡିଓ ପାଇପାରିବେ ଉପଭୋକ୍ତା । ତେବେ ନୂତନ ଫିଚର କେବେ ଲଞ୍ଚ କରିବ ସେ ନେଇ ସ୍ପଷ୍ଟ ଜାଣା ପଡ଼ିନାହିଁ।

28 Mar 2022 By The Sakala

ହ୍ବାଟସଆପରେ ଆସୁଛି ବଡ଼ ଅପଡ଼େଟ୍: ଗୋଟିଏ ଥରରେ ପଠାଇ ପାରିବେ ୨ଜିବିର ଭିଡିଓ

ନୂଆଦିଲ୍ଲୀ: ହ୍ବାଟସଆପରେ ଆସିବାକୁ ଯାଉଛି ନୂଆ ଫିଚର। ଏଣିକି ହ୍ବାଟସଆପରେ ସେୟାର କରିହେବ ବଡବଡ଼ ଫାଇଲ।  ଉପଭୋକ୍ତାମାନେ ଆଉ ଅସୁବିଧାର ସମ୍ମୁଖୀନ ହେବେନି। ହ୍ବାଟସଆପରେ ଖୁବ୍ ଶୀଘ୍ର ଏକ ନୂଆ ଅପଡେଟ୍ ଆସିବାକୁ ଯାଉଛି। ଯାହା ପରେ ଉପଭୋକ୍ତାମାନେ ଏଥିରେ ୨ଜିବି ପର୍ଯ୍ୟନ୍ତ ଫାଇଲ୍ ସହଜରେ ସେୟାର କରିପାରିବେ।

WABetainfoର ଏକ ରିପୋର୍ଟ ଅନୁଯାୟୀ, ଉଭୟ ଆଇଓଏସ୍ ଏବଂ ଆଣ୍ଡ୍ରଏଡ୍ ପାଇଁ ନୂତନ ଫିଚର କାମକରିବ।  ଯଦିଓ ଏହା ବର୍ତ୍ତମାନ ବିଟା ସଂସ୍କରଣରେ ପରୀକ୍ଷା କରାଯାଉଛି। ବର୍ତ୍ତମାନ ଉପଭୋକ୍ତାମାନେ ୧୦୦ ଏମବି ପର୍ଯ୍ୟନ୍ତ ଫାଇଲ୍ ସେୟାର କରିପାରୁଛନ୍ତି। ହ୍ବାଟସଆପ ଉଭୟ ଆଇଓଏସ୍ ଏବଂ ଆଣ୍ଡ୍ରଏଡ୍ ଆପ୍ସର ବିଟା ଭର୍ସନରେ ୨ଜିବି ଫାଇଲ୍ ସେୟାରିଂ ପରୀକ୍ଷା କରୁଛି।

ଗତ ଏକ ବର୍ଷ ମଧ୍ୟରେ ଲୋକଙ୍କ ଫୋନର କ୍ୟାମେରାରେ ବହୁତ ଉନ୍ନତ ହୋଇଛି। ଯାହାପରେ ଭିଡିଓର ସାଇଜ ମଧ୍ଯ ବଢିଛି। ଭିଡିଓର ସାଇଜ ବଡ ହେବାଫଳରେ ଉପଭୋକ୍ତାମାନେ ହ୍ବାଟସଆପରେ ପଠାଇବା ପାଇଁ ଅସମର୍ଥ ରହୁଛନ୍ତି। ଏପରି ପରିସ୍ଥିତିରେ ୨ ଜିବି ପର୍ଯ୍ୟନ୍ତ ଫାଇଲ୍ ସେୟାରିଂର ବିକଳ୍ପ ଆସିବାକୁ ଯାଉଛି। ଏହା ଉପଭୋକ୍ତାଙ୍କ ପାଇଁ ଫଳପ୍ରଦ ହେବ। ସଠିକ ରେଜୋଲୁସନର ଫଟୋ ଓ ଭିଡିଓ ପାଇପାରିବେ ଉପଭୋକ୍ତା । ତେବେ ନୂତନ ଫିଚର କେବେ ଲଞ୍ଚ କରିବ ସେ ନେଇ ସ୍ପଷ୍ଟ ଜାଣା ପଡ଼ିନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp