ଭାରତୀୟ ବଜାରରେ ପ୍ରବେଶ କଲା ପୋର୍ଟ୍ରୋନିକ୍ସର ୩୬୦ ଡିଗ୍ରି ଓୟାରଲେସ କନଫରେନ୍ସ ସ୍ପିକର

The Sakala Picture
Published On

ନୂଆଦିଲ୍ଲୀ: ପୋର୍ଟ୍ରୋନିକ୍ସ ଭାରତୀୟ ବଜାରରେ ଏକ ପୋର୍ଟେବଲ୍  ଓୟାରଲେସ କନଫରେନ୍ସ  ସ୍ପିକର ଲଞ୍ଚ କରିଛି। ଏହାର ନାଁ ପୋର୍ଟ୍ରୋନିକ୍ସ ଟକ୍ ୱାନ୍ ଲଞ୍ଚ ରହିଛି। ଉକ୍ତ ସ୍ପିକରଟି ବଜାରରେ କଳା ରଙ୍ଗରେ ଉପଲବ୍ଧ। ପୋର୍ଟ୍ରୋନିକ୍ସ ଟକ୍ ୱାନ ସ୍ପିକର ସମସ୍ତ ସ୍ମାର୍ଟଫୋନ୍, ଟାବଲେଟ୍, ଲାପଟପ୍ ଇତ୍ୟାଦି ସହିତ ସଂଯୁକ୍ତ ହୋଇପାରିବ। ଏହି ସ୍ପିକରକୁ ସ୍କାଏ, ଗୁଗୁଲ୍ ମିଟ୍ ଏବଂ ହ୍ୟାଙ୍ଗଆଉଟ୍ ପରି ଭିଡିଓ କନଫରେନ୍ସିଂ ଆପ୍ ସହିତ ବ୍ୟବହାର କରାଯାଇପାରିବେ। ପୋର୍ଟ୍ରୋନିକ୍ସ ଏହି ସ୍ପିକର ବିଷୟରେ ଦାବି […]

ନୂଆଦିଲ୍ଲୀ: ପୋର୍ଟ୍ରୋନିକ୍ସ ଭାରତୀୟ ବଜାରରେ ଏକ ପୋର୍ଟେବଲ୍  ଓୟାରଲେସ କନଫରେନ୍ସ  ସ୍ପିକର ଲଞ୍ଚ କରିଛି। ଏହାର ନାଁ ପୋର୍ଟ୍ରୋନିକ୍ସ ଟକ୍ ୱାନ୍ ଲଞ୍ଚ ରହିଛି। ଉକ୍ତ ସ୍ପିକରଟି ବଜାରରେ କଳା ରଙ୍ଗରେ ଉପଲବ୍ଧ। ପୋର୍ଟ୍ରୋନିକ୍ସ ଟକ୍ ୱାନ ସ୍ପିକର ସମସ୍ତ ସ୍ମାର୍ଟଫୋନ୍, ଟାବଲେଟ୍, ଲାପଟପ୍ ଇତ୍ୟାଦି ସହିତ ସଂଯୁକ୍ତ ହୋଇପାରିବ। ଏହି ସ୍ପିକରକୁ ସ୍କାଏ, ଗୁଗୁଲ୍ ମିଟ୍ ଏବଂ ହ୍ୟାଙ୍ଗଆଉଟ୍ ପରି ଭିଡିଓ କନଫରେନ୍ସିଂ ଆପ୍ ସହିତ ବ୍ୟବହାର କରାଯାଇପାରିବେ।

ପୋର୍ଟ୍ରୋନିକ୍ସ ଏହି ସ୍ପିକର ବିଷୟରେ ଦାବି କରିଛି ଯେ, ଏଥିରେ ତିନୋଟି ଓମନି-ଡାଇରେକ୍ଟାଲ୍ ମାଇକ୍ରୋଫୋନ୍ ଅଛି। ଯାହା ୩୬୦ ଡିଗ୍ରି ଭଏସ୍ କ୍ୟାପଚର୍ କରିଥାଏ । ଏହି ସ୍ପିକରଟି ସମ୍ପୂର୍ଣ୍ଣ ନୟଜ ଲେସ ବୋଲି କୁହାଯାଇଛି। ସଂଯୋଗ ପାଇଁ ପୋର୍ଟ୍ରୋନିକ୍ସ ଟକ୍ ୱାନରେ ବ୍ଲୁଟୁଥ୍ v5.1 ଦିଆଯାଇଛି। ଏହା ବ୍ୟତୀତ ୨୬୦୦ ଏମଏଚ୍ବ୍ୟାଟେରୀ ଏଥିରେ ଦିଆଯାଇଛି। ଚାର୍ଜିଂ ପାଇଁ ଏହି ସ୍ପିକରରେ ଏକ USB Type-C ପୋର୍ଟ ଅଛି। ଏହାର ବ୍ଯାଟେରୀ  ୧୦ ଘଣ୍ଟା ଚାର୍ଜ ରଖିବ ବୋଲି କମ୍ପାନା ପକ୍ଷରୁ ଦାବି କରାଯାଇଛି।

ପୋର୍ଟ୍ରୋନିକ୍ସ ଟକ୍ ୱାନର ମୂଲ୍ୟ ୧୪,୯୯୯ ଟଙ୍କା ।  କିନ୍ତୁ ଲଞ୍ଚ ଅଫର ଅନୁଯାୟୀ ଏହାକୁ ୮,୯୯୯ ଟଙ୍କାରେ କିଣିପାରିବେ ଉପଭୋକ୍ତା। ଏହି ସ୍ପିକର ଆମାଜନ, କମ୍ପାନୀର ୱେବସାଇଟ୍ ଏବଂ ଅଫଲାଇନ୍ ଷ୍ଟୋର୍ ମାଧ୍ୟମରେ ବିକ୍ରି ହେଉଛି। ଏଥିରେ ଏକ ବର୍ଷର ୱାରେଣ୍ଟି ଦିଆଯାଇଛି।

ପୋର୍ଟ୍ରୋନିକ୍ସ ଟକ୍ ୱାନର ବିଶେଷତା
ପୋର୍ଟ୍ରୋନିକ୍ସ ଟକ୍ ୱାନରେ ପାଞ୍ଚ ମିଟର ପର୍ଯ୍ଯନ୍ତ ଭଏସ୍ କଭରେଜ୍ କରିପାରିବ। ଏଥିରେ ଆକ୍ଟିଭ୍ ନଏଜ ବାତିଲ୍ (ANC) ମଧ୍ୟ ଅଛି। ବ୍ଲୁଟୁଥ୍ ବ୍ୟତୀତ ଏହି ସ୍ପିକର ଆକ୍ସ କେବୁଲରେ ସଂଯୋଗ ହୋଇପାରିବ। ଏଥିରେ CSR କ୍ୱାଲକମ୍ ଚିପସେଟ୍ ଅଛି। ଏହାକୁ ଟଚ କରି ମଧ୍ଯ କଣ୍ଟ୍ରୋଲ କରିପରିବେ।  ଆପଣ ଏହି ସ୍ପିକରରେ ସଙ୍ଗୀତ ମଧ୍ୟ ବଜାଇ ପାରିବେ। ଏଥିରେ କଲ୍ ରିସିଭ ଓ ମ୍ୟୁଟ୍ କରିବାର ବିକଳ୍ପ ମଧ୍ୟ ଅଛି ।

22 Mar 2022 By The Sakala

https://www.thesakala.in/technology/portronics-talk-one-portable-wireless-conference-speaker-launched-in-india/article-10149
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର